ମଣ୍ଡପ ରେ ଫେରା ନେଲା ପୂର୍ବରୁ ବର ରଖିଲା ଏକ ଅନୋଖା ସର୍ତ୍ତ, କନ୍ୟାର କପଡା ଓହ୍ଲାଇ ମାଗିଲା ଯାଞ୍ଚର ଅନୁମତି

ଆଜିକାଲି ଦେଖିବାକୁ ମିଳୁଛି କି ଯଦି ମଣିଷକୁ କିଛି ମିଳିଲା ସେ ତା ଠାରୁ ଅଧିକ ଇଚ୍ଛା କରିବାକୁ ଲାଗୁଛି ଏବଂ ଏହି ଇଚ୍ଛା ପୂରଣ କରିବା ପାଇଁ ମଣିଷ ନିନର ସୀମା ପାର କରିଯାଉଛନ୍ତି । କହିବାକୁ ଚାହୁଁଛୁ କି ଏମିତି ଏକ ଘଟଣା ଉତ୍ତର ପ୍ରଦେଶ ର ମହୋବା ଜିଲ୍ଲା ରେ ଦେଖିବାକୁ ମିଳିଛି କି ବିବାହ ପୂର୍ବରୁ ବର, କନ୍ୟା ର ଆଗରେ ଏକ ଅଭୁତ ସର୍ତ ରଖିଲା, ଯାହା ଶୁଣି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ବରର କିଛି ଏମିତି ମାଗିଥିଲା କି କେହିବି ଭାବି ନଥିଲେ ଏମିତି କିଛି କୁହାଯାଇ ପାରିବ ।

Image Courtesy: Google

ଖବର ଅନୁସାରେ ଜଣେଇ ଦିଆଯାଉଛି କି ବିବାହର ଖୁସି ପରିବେଶ ମଝିରେ ହଠାତ କିଛି କଥା ହୋଇଥିଲା ଏବଂ ବାର କନ୍ୟାକୁ ତାର ମହିଳା ବନ୍ଧୁଙ୍କ ସାମ୍ନାରେ କପଡା ଖୋଲିବା ପାଇଁ କହିଲା । ପ୍ରକୃତରେ ଘଟଣାଏହା ଥିଲା କି ପୁଅ ପଟ ଲୋକଙ୍କୁ କୌଣସି ପ୍ରକାର ଜଣା ପଡିଥିଲା କି କନ୍ୟା ର ଶରୀରରେ ଧଳା ରଙ୍ଗର ଦାଗ ଅଛି, ଯାହା ପରେ ଏହି କଥାର ସତ ଜାଣିବା ପାଇଁ ପୁଅଟି କନ୍ୟା ଟିର କପଡା ଖୋଲି ସତ ଜାଣିବା ପାଇଁ ଜିଦି କରି ବସିଲା ।

Image Courtesy: Google

କହିବାକୁ ଚାହୁଁଛୁ କି ହିଦ ନାମର ପୁଅର ତିଜା ନାମକ ଝିଅ ସହିତ ବିବାହ ଠିକ ହୋଇଥିଲା ହେଲେ ବନ୍ଧୁ ବାନ୍ଧବ ମାନେ ଜେତେବେଳେ ପୁଅଟିକୁ କହିଲେ କି ତାର ହବାକୁ ଯାଉଥିବା କନ୍ୟା ର ଦେହରେ ଧଳା ରଙ୍ଗର ଦାଗ ଅଛି ଯାହାକି ଏକ ରୋଗ ଅଟେ । ଏହା ଶୁଣିବା ପରେ ପୁଅଟିର ମୁଣ୍ଡ ଖରାପ ହୋଇଗଲା ଏବଂ ସେ ଜଲ୍ଦି ବିବାହ ପାଇଁ ମନା କରିଦେଲା । ପରିସ୍ଥିତି ଏମିତି ହେଇ ଯାଇଥିଲା କି ବରଯାତ୍ରୀ ସବୁ କନ୍ୟା କୁ ନେଇ ପାଖ ଥାନାରେ ଯାଇଁ ପହଞ୍ଚିଲେ ।

Image Courtesy: Google

ଥାନାରେ ପୁଲିସ ବାଲା କହିଲେକି ସବୁ ସତ କଥା ଜାଣିବା ପରେ ଯାଇ ଏହି ବିବାହ ହେବ । ଏହାପରେ କନ୍ୟା କୁ ଥାନାର ଏକ ଘରକୁ ନେଇ ପୁଅଟିର ମହିଳା ବନ୍ଧୁଙ୍କ ଆଗରେ ତାର କପଡା ଖୋଲି ଦେଖାଗଲା ତାହା ପରେ ଏହି କଥା ସାମନାକୁ ଆସିଲା କି ଏହାସବୁ ମିଛ ଥିଲା, ତାପରେ ପୁଅଟି ହଁ କହିଲା ଏବଂ ସବୁ ରୀତିନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହେଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *