ପୃଥିବୀର ଏମିତି କିଛି ଜାଗା ଯେଉଁଠି ମଙ୍ଗଳ ଗ୍ରହ ଭଳି ବାତାବରଣ, ଗୋଟେ ଜାଗାରେ ତ ୧୦ଲକ୍ଷ ବର୍ଷ ଧରି ହୋଇ ନାହିଁ ବର୍ଷା

ଆଜି ଆମେ ଆପଣଙ୍କୁ ଯେଉଁ ଜାଗା ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣଙ୍କୁ ଲାଗିବ ଆପଣ ପୃଥିବୀ ଉପରେ ନୁହଁ ମଙ୍ଗଳ ଗ୍ରହ ଉପରେ ଅଛନ୍ତି । ଏହି ଜାଗା ଉତ୍ତର ଦିଗ ଦ୍ଵିପ ଅଟେ, ପୃଥିବୀର ବହୁତ ଲୋକ ମଙ୍ଗଳ ଗ୍ରହ ବୁଲିବାକୁ ଯିବା ପାଇଁ ଚାହୁଁଛନ୍ତି ବହୁତ ଦେଶ ଅନ୍ତରିକ୍ଷ ସଂଗଠନ ମଙ୍ଗଳ ଗ୍ରହ ପାଇଁ ମିଶନ ମଧ୍ୟ ପଠେଇ ସାରିଲେଣି । ଆମେରିକା ଓ ରୁଷ ଭଳି ଦେଶ ଲୋକଙ୍କୁ ମଙ୍ଗଳ ଗ୍ରହ ରେ ପଠେଇବା ପାଇଁ ପ୍ରସ୍ତୁତି କରୁଛନ୍ତି ।

କିନ୍ତୁ ଯେଉଁ ଲୋକ ଏହି ମିଶନର ଭାଗ ହେଇ ପାରିବେ ନାହିଁ ତାଙ୍କ ପାଇଁ ଆଜି ଆମେ ପୃଥିବୀ ଉପରେ ଏମିତି କିଛି ଜାଗା ବିଷୟରେ କହିବାକୁ ଯାଉଛୁ ଯାହା ମଙ୍ଗଳ ଗ୍ରହ ଭଳି ଲାଗୁଛି ।

ଅଟାକାମା ମରୁଭୂମି :

ଏଠାରେ କେବେ ବହୁତ ସାରା ତମ୍ବା ଖଣି ଥିଲା ଯାହା ଏବେ ବନ୍ଦ ହୋଇ ଯାଇଛି । ଏହାକୁ ଦୁନିୟାର ସବୁ ଠାରୁ ଶୁଖିଲା ଜାଗାଙ୍କ ମଧ୍ୟରେ ଗଣା ଯାଏ । ୧୦ଲକ୍ଷ ବର୍ଷ ଧରି ଏହି ଜାଗାରେ ବର୍ଷା ହୋଇ ନାହିଁ, କୁହୁଡି ଦ୍ଵାରା ବର୍ଷ ସାରା ଭିତରେ ଏଠାରେ ୧୦ ମିଲିମିଟର ବର୍ଷା ହୋଇ ଥାଏ, ସେଥିପାଇଁ ଏଠାର ମାଟି ବହୁତ ବାଲିଆ ଲାଗେ ।

ମୈକ୍ମର୍ଡୋ ଡ୍ରାୟ ୱୈଲୀ, ଅଂଟାର୍କଟିକା :

ଅଂଟାର୍କଟିକା ନା ଧରିଲେ ସମୁଦ୍ର କଥା ମନେ ପଡି ଥାଏ ଯେଉଁଠି ବରଫ ପାହାଡ କଥା ମନେ ପଡେ, ଏଠାରେ ପ୍ରାୟତଃ ତାପମାନ ମାଇନସ ୧୫ ଡିଗ୍ରୀ ଠାରୁ ମାଇନସ ୩୦ ଡିଗ୍ରୀ ରହି ଥାଏ । ଏଠାରେ ବର୍ଷା ବହୁତ କମ ହୋଇ ଥାଏ କିନ୍ତୁ ଥଣ୍ଡା ଭୟଙ୍କର ହୋଇ ଥାଏ, ସେଥିପାଇଁ ଯେଉଁ ବରଫ ପଡେ ତାହା ତୁରନ୍ତ ଗ୍ୟାସ ହୋଇ ଯାଇ ଥାଏ ।

ହୈଂକ୍ସୱିଲ, ୟୁଟା, ଅମେରିକା :

ଦକ୍ଷିଣ ପଶ୍ଚିମ ଆମେରିକା ରେ କୋଲୋରାଡୋ ପଠାରି ଜାଗା ନାଲି ରଙ୍ଗ ପାହାଡ ମଙ୍ଗଳ ଗ୍ରହ ଭଳି ଦେଖା ଯାଏ । ଏଠାର କିଛି ପାହାଡ ଜୁରାଶିକ ଯୁଗ ର ଅଟେ, ଆମେରିକା ର ହୈଂକ୍ସୱିଲ, ୟୁଟା ଅନ୍ତରିକ୍ଷ ପ୍ରୟୋଗ ପାଇଁ କାମ ରେ ଆସି ଥାଏ ଯାହା ଫଳରେ ଆମେରିକା ନୂଆ ନୂଆ ଇନଭେନସନ କରି ଥାନ୍ତି । ବର୍ତମାନ ରେ କାନାଡା ଏବଂ ବ୍ରିଟେନ ର ଆନ୍ତ୍ରିକ୍ୟ ବୈଜ୍ଞାନିକ ଏଠାରେ ମଙ୍ଗଳ ଗ୍ରହ ରେ ପଠେଇବା ପାଇଁ ନିଜ ରୋବର୍ଟ କୁ ଏଠି ଟେଷ୍ଟ କରି ଥିଲେ ।

Leave a Reply

Your email address will not be published. Required fields are marked *