ଏହି ୩ଟି ନାମର ଝିଅ ନିଜ ଶାଶୁଘରକୁ ସ୍ଵର୍ଗ ପରି ସୁନ୍ଦର କରିଦିଅନ୍ତି- ଜାଣନ୍ତୁ ଏମାନଙ୍କ ବିଷୟରେ

କୁହାଯାଏକି ଯଦି କାହାକୁ ନିଜର ଗୋଟେ ପର୍ଫେକ୍ଟ ଜୀବନ ସାଥି ମିଳିଯାଏ ତାହେଲେ ତା ଜୀବନ ସବୁଦିନ ପାଇଁ ଖୁସି ରେ ଭରିଯାଏ । ଏହା ଛଡା କିଛି ଏମିତି ଝିଅ ଅଛନ୍ତି ଯିଏ କି ଖାଲି ନିଜ ଜୀବନ ସାଥି ନୁହେଁ ତା ହସ ନିଜ ଶାଶୁଘର କୁ ବି ଖୁସିରେ ଭରିଦିଏ । କିନ୍ତୁ କେଉଁ ଝିଅ ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ଠିକ ହୋଇଥାଏ ତାହା ତାର ଚେହେରାରେ ଲେଖା ନ ଥାଏ, କିନ୍ତୁ ଏହାର ରାଜ ତାର ନାମ ପଛ ରେ ହିଁ ଥାଏ ।

ଆଜି ଆମେ ଆପଣଙ୍କୁ ଏହି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ତାଙ୍କ ଶାଶୁଘରକୁ ଖୁସିରେ ଭରି ଦିଅନ୍ତି ଓ ବହୁତ ଭଲ ପାଆନ୍ତି ।

ଯେଉଁ ଝିଅର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ, ସେହି ଝିଅ ନିଜ ଶାଶୁଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ । ଚାଲନ୍ତୁ ଏବେ ଆମେ ଆପଣଙ୍କୁ କହିବୁ କେଉଁ ନାମର ଝିଅ ନିଜ ଶାଶୁଘର କୁ ସ୍ଵର୍ଗ ପରି କରିଥାଏ ।

L ନାମର ଝିଅ –

ଯେଉଁ ଝିଅ ମାନଙ୍କର ନାମ ଇଂରାଜୀ ଅକ୍ଷର L ରୁ ଆରମ୍ଭ ହୋଇଥାଏ ସେ ନିଜ ଶାଶୁଘରର ପରିବେଶକୁ ସବୁଦିନ ପାଇଁ ଖୁସିରେ ଭାରି ରଖିଥାଏ । ଏହା ଛଡା ଏମାନେ ଆତ୍ମବିଶ୍ବାସରେ ବହୁତ ମଝବୁତ ହୋଇଥାନ୍ତି । ଏହା ସହିତ ଏମାନେ ସତ କହିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ବିଶ୍ବାସ ଜିତିବା ବହୁତ କଷ୍ଟ ହୋଇଥାଏ । ଏଥି ପାଇଁ ଯଦି ଆପଣଙ୍କ ଜୀବନରେ ଏହି ନାମ ଥିବା ଝିଅ ଅଛନ୍ତି ତେବେ ତାଙ୍କୁ ନିଜର ଜୀବନ ସାଥି କରିବା ପାଇଁ ଡେରି କରନ୍ତୁ ନାହିଁ ।

P ନାମର ଝିଅ

ଯେଉଁ ଝିଅ ମାନଙ୍କର ନାମ ଇଂରାଜୀ ଅକ୍ଷର Pରୁ ଆରମ୍ଭ ହୋଇଥାଏ ସେ ବି ନିଜ ଜୀବନ ସାଥି ଓ ତା ଘରକୁ ସମ୍ଭାଳି ରଖିଥାଏ । ଏହା ଛଡା ଯେଉଁ ଲୋକ ଜୀବନରେ ଏହି ନାମର ଝିଅ ଆସିଥାଏ ତାର ଦାମ୍ପତ୍ୟ ଜୀବନ ଖୁସିରେ ଭରି ରହିଥାଏ, କାରଣ ସେମାନେ ନିଜ ଜୀବନ ସାଥୀକୁ ବହୁତ ଭଲ ପାଇଥାନ୍ତି । ଏମାନେ ସମସ୍ତଙ୍କୁ ଖୁସି ରଖିବାର ଉପାୟ ଜାଣିଥାନ୍ତି ।

W ନାମର ଝିଅ

ଯେଉଁ ଝିଅ ମାନଙ୍କର ନାମ ଇଂରାଜୀ ରେ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ବାପା ମା ଙ୍କର ବହୁତ ଗେଲ୍ହି ହୋଇଥାନ୍ତି । ଏମାନେ ନିଜେ କିଛି କରି ଦେଖାନ୍ତି । ସେମାନେ ନିଜ ଶାଶୁଘର ଲୋକଙ୍କୁ ସେତିକି ଭଲ ପାଆନ୍ତି ଯେତିକି ନିଜ ମାତାପିତା ଙ୍କୁ ଭଲ ପାଆନ୍ତି ।

ଏହି ଝିଅ ମାନେ ନିଜ ମାତା ପିତା ଙ୍କ ପସନ୍ଦର ପୁଅକୁ ନିଜର ଜୀବନ ସାଥି କରିବା ପାଇଁ ବହୁତ ପସନ୍ଦ କରନ୍ତି । ଆମେ ଏହା ଚାହୁଁଛୁ କି ଆପଣ ଜୀବନକୁ ଯେଉଁ ବି ଝିଅ ଆସିଛନ୍ତି ସେ ଆପଣଙ୍କ ଜୀବନକୁ ଖୁସିରେ ଭରି ଦିଅନ୍ତୁ ଏବଂ ଆପଣଙ୍କ ପରିବାରକୁ ଖୁସିରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *