ମଙ୍ଗଳବାର ଦିନ ଏହି ୩ଟି କାମ କରନ୍ତୁ ନାହିଁ, ପରିବାର ଉପରେ ଆସିଥାଏ ଭାରି ସଙ୍କଟ

ବନ୍ଧୁଗଣ ମଙ୍ଗଳବାର ଦିନ ଟି ପ୍ରଭୁ ହନୁମାନଙ୍କ ଦିନ ଅଟେ ଏବଂ ଏହି ଦିନଟି ମଙ୍ଗଳ ଗ୍ରହ ସାଙ୍ଗେ ସମ୍ବନ୍ଧ ରଖେ । ଏହିଦିନ ସାତ୍ଵିକ ରହିବା, ବ୍ରତ ରଖିବା, ପୂଜା ପାଠ ଇତ୍ୟାଦି ପ୍ରାଏ ସମସ୍ତେ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ କେତେକ କାମ ଅଛି ଯାହା କରିବା ଆଦୌ ଉଚିତ ନୁହେଁ, ଆପଣ ଯଦି ସେ ସବୁ କରନ୍ତି ତେବେ ପ୍ରଭୁ ହନୁମାନ କ୍ରୋଦ୍ଧ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ ଜଣାଇବାକୁ ଯାଉଛୁ ଯେ, ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା ଆଦୌ ଉଚିତ ନୁହେଁ ।

୧;- ବନ୍ଧୁଗଣ ମଙ୍ଗଳବାର ଦିନ ଭୁଲରେ ମଧ୍ୟ ନଖ କାଟନ୍ତୁ ନାହିଁ । ମଙ୍ଗଳବାର ଦିନ ନଖ କାଟିବା ଦ୍ଵାରା ମଙ୍ଗଳ ଗ୍ରହ ଏବଂ ପ୍ରଭୁ ହନୁମାନ ଉଭୟ ରୁଷ୍ଟ ହୋଇଥାନ୍ତି । ଏହା ସହିତ ଆପଣଙ୍କର ଆୟୁ କମିଯାଇଥାଏ । ଯଦି ଆପଣ ମାନେ ମଙ୍ଗଳବାର ଦିନ ନଖ କାଟନ୍ତି, ଦାଢି ବନାନ୍ତି, ତେବେ ଆପଣଙ୍କ ଜୀବନରେ ଦୁର୍ଘଟଣା ଯୋଗ ବନିଯାଏ ।

୨;- ମଙ୍ଗଳବାର ଦିନ ଭୁଲରେ ମଧ୍ୟ ଆପଣ ଶ୍ରୀଙ୍ଗାର ର ବସ୍ତୁ କିଣନ୍ତୁ ନାହିଁ । ଯଦି ଆପଣ ମାର୍କେଟ ଯାଇଛନ୍ତି, ତେବେ ସେଠାରେ ବିନ୍ଧି, ସିନ୍ଦୁର, ତଥା ଅନ୍ଯାନ୍ଯ ଅଳଙ୍କାର ମାନ କିଣନ୍ତୁ ନାହିଁ । କଳା ବସ୍ତ୍ର ମଙ୍ଗଳବାର ଦିନ କିଣିବାରୁ ଶତ୍ରୁ ବଢିଯାନ୍ତି । ଏଥିପାଇଁ ମଙ୍ଗଳବାରକୁ କଳା କପଡା ଆଦୌ କିଣନ୍ତୁ ନାହିଁ କିଅବା ପିନ୍ଧନ୍ତୁ ନାହିଁ ।

୩;- ମଙ୍ଗଳବାର ଦିନ ଜମି ସମ୍ବନ୍ଧିତ କାର୍ଯ୍ୟ କିଛି କରିବା କଥା ନୁହେଁ । ଯଥା ମାଟି ଖୋଳିବା ଇତ୍ୟାଦି । ଏହିଦିନ ନିର୍ମାଣ କାର୍ଯ୍ୟ ମଧ୍ୟ ଆଦୌ କରିବା କଥା ନୁହେଁ । ଏହିଦିନ ଆପଣ ନୂତନ ବୃକ୍ଷ ରୋପଣ ଆଦୌ କରନ୍ତୁ ନାହିଁ । ବନ୍ଧୁଗଣ ଏହିଦିନ ଛୁରୀ ଇତ୍ୟାଦି ଧାରୁଆ ଅସ୍ତ୍ର କୌଣସି ଆଦୌ କିଣନ୍ତୁ ନାହିଁ । ଯଦି ଆପଣ କିଣନ୍ତି ତେବେ ଦୁର୍ଘଟଣା ଯୋଗ ବନିବାର ସମ୍ଭାବନା ରହିଥାଏ । ଏହିଦିନ କଳା କୋଳଥ ଡାଲି ଖାଇବା ଆଦୌ ଉଚିତ ନୁହେଁ । ଏହାର ସମ୍ବନ୍ଧ ଶନିଦେବ ଙ୍କ ସହିତ ରହିଥାଏ ।

ବନ୍ଧୁଗଣ କହିବାକୁ ଗଲେ କୋଳଥ ଡାଲି ଆଦୌ ଖାଇବା ଉଚିତ ନୁହେଁ । ଯଦି ଆପଣ ଏହାକୁ ଖାଆନ୍ତି ତେବେ ଶନିଦେବ ଙ୍କ ପ୍ରକୋପ ବନିଯାଇଥାଏ । ବନ୍ଧୁଗଣ ଯେ କୌଣସି ବିଷୟ ପଛରେ ଅନେକ ରହସ୍ୟ ଲୁଚି ରହିଥାଏ ମାତ୍ର ସେ ସମ୍ବନ୍ଧରେ ଜାଣି ଯଦି ଆମେ ତାହାକୁ କାର୍ଯ୍ୟ ରେ ନ ଲଗାଉ ତେବେ ବହୁତ ଅସୁବିଧାର ସମୁଖୀନ ହୋଇଥାଉ । ମଙ୍ଗଳବାର ର ବହୁତ ମହତ୍ଵ ରହିଅଛି ।

ଏହା ଭଗବାନ ଶନିଦେବଙ୍କ ସହିତ ଜଡିତ ହୋଇ ରହିଥିବା ବେଳେ ପ୍ରଭୁ ହନୁମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଖାସ ଅଟେ ଏଣୁ ଆପଣ ଏହି ଦିନର ମହତ୍ଵ ଗୁଡିକୁ ବୁଝି କାର୍ଯ୍ୟ ରେ ଲଗାନ୍ତୁ ଏବଂ ଆମେ ଜଣାଇଥିବା ନିୟମ ଉପରେ ଦ୍ରୁଷ୍ଟି ପକାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *