ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ବ୍ୟକ୍ତି ଜୀବନରେ ଯେଉଁ ସବୁ ପରିବର୍ତ୍ତନ ହୋଇଥାଏ ତାହା କେବଳ ରାଶି ଯୋଗୁ ହୋଇଥାଏ । ଏହା ସହ ବ୍ଯକ୍ତିର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ରାଶି ଜରିଆରେ ଜାଣି ହୋଇଥାଏ । ତେବେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଆସନ୍ତା ମାର୍ଚ୍ଚ ୧୮ ତାରିଖ ସକାଳେ ଏହି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ବିବରଣୀ ।
ମେଷ ରାଶି : ଏହି ରାଶିର ଲୋକଙ୍କୁ ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ମିତ୍ରଙ୍କ ସହଯୋଗ ପାଇବେ । ପରିବାର ଲୋକଙ୍କ ସହ ହସ ଖୁଶିର ସମୟ ବିତାଇବେ ।
ବୃଷ ରାଶି : ଆପଣଙ୍କର ଆର୍ଥିକ ମାମଲାରେ ଫାଇଦାରେ ହେବେ । ଆୟରେ ବୃଦ୍ଧି ହେବ । ବେପାର କ୍ଷେତ୍ରରେ ଯାତ୍ରା କରିବେ । ଭାଗ୍ୟର ସମ୍ପୁର୍ଣ୍ଣ ସହଯୋଗ ପାଇବେ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।
ମିଥୁନ ରାଶି : ଆପଣଙ୍କର ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ପୁରୁଣା କଥା ଭାବି ମନ ଦୁଖ କରିବେ । ବଡ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ ।
କର୍କଟ ରାଶି : ଆପଣଙ୍କର ସାମାଜିକ କ୍ଷେତ୍ରରେ ରୁଚି ବଢିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ପାଇଁ ସମୟ ଉତ୍ତମ ରହିବ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ସିଂହ ରାଶି : ଆପଣଙ୍କର ଘର ପରିବାରରେ ହସ ଖୁଶିର ମାହୋଲ ରହିବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣଙ୍କ ଦିନଟି ଶୁଭ ରହିବ ।
କନ୍ୟା ରାଶି : ଆପଣଙ୍କର ଆଜି ଦିନଟି କଠିନ ରହିବ । ଈଶ୍ବରଙ୍କ ଭକ୍ତିରେ ମନ ଲାଗି ରହିବ । କାର୍ଯ୍ୟ କ୍ଷେତ୍ରରେ ସମସ୍ଯା ଆସିପାରେ । ବାଣୀ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
ତୁଳା ରାଶି : ଆପଣ ମହତ୍ଵପୂର୍ଣ୍ଣ ମାମଲାରେ ନିସ୍ପତି ନେବେ । ଧନ ହାନି ହୋଇପାରେ । ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିପାରେ । ବେପାରରେ ଲାଭ ହେବ ।
ବିଛା ରାଶି : ଆପଣଙ୍କର ସ୍ଵଭାବରେ କ୍ରୋଧ ଆସିପାରେ । ଘର ପରିବାରରେ ବାତାବରଣ ସୁଖଦ ରହିବ । ଚାକିରି କ୍ଷେତ୍ରରେ କାର୍ଯ୍ୟ ଭାର ବୃଦ୍ଧି ହେବ ।
ଧନୁ ରାଶି : ଆପଣଙ୍କର କିସ୍ମତ ଚମକିବାକୁ ଯାଉଛି । ଆର୍ଥିକ ପକ୍ଷ ମଜବୁତ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ଲାଭଦାୟକ ଯାତ୍ରା କରିବେ ।
ମକର ରାଶି : ଆପଣ ଚିନ୍ତା କରିଥିବା କାମରେ ଭଲ ପରିଣାମ ଦେଖିବାକୁ ପାଇବେ । ପାରିବାରିକ ମାହୋଲ ସୁଖଦ ରହିବ । ବେପାର କ୍ଷେତ୍ରରେ ଧନ ଲାଭ ହେବେ ।
କୁମ୍ଭ ରାଶି : ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଚାନକ ଧନ ଲାଭ ହେବ । ଆଜିର ଦିନ ଉତ୍ତମ ରହିବ ।
ମୀନ ରାଶି : ଆପଣଙ୍କ ମନ ସାନ୍ତ ରହିବ । ବେରୋଜଗାରଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।