ଚଳିତ ବର୍ଷ ହୋଲି ପର୍ବରେ ମହା ସଂଯୋଗ ଘଟିବାକୁ ଯାଉଛି ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । ହୋଲିକା ଦହନର ସମୟ ଚାଲି ବର୍ଷ କିଛି ଖାସ ହେବାକୁ ଯାଉଛି । ଏହାର ପ୍ରଭାବ ୧୨ଗୋଟି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ମାର୍ଚ୍ଚ ୧୮ ତାରିଖ ଫାଲ୍ଗୁନୀ ପୂର୍ଣ୍ଣିମା ଦିନରେ ଦୀର୍ଘ ୯୦ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟରେ ଚାର ଚାନ୍ଦ ଲାଗିବାକୁ ଯାଉଛି ।
ମେଷ ରାଶି : ଆପଣଙ୍କ ପାଇଁ ହୋଲି ପର୍ବ ଠାରୁ ସମୟ ଭଲ ରହିବ । ପାରିବାରିକ ଜୀବନ ସାନଦାର ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । ହୋଲି ଦିନ ନାରଙ୍ଗି ରଙ୍ଗର ଜିନିଷ ଓ ଖାଦ୍ଯ ଖାଆନ୍ତୁ ।
ବୃଷ ରାଶି : ହୋଲି ପର୍ବରେ ଆପଣଙ୍କର ଧନରେ ବୃଦ୍ଧି ହେବ । ବେପାର କ୍ଷେତ୍ରରେ ନିବେଶ କରିବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
ମିଥୁନ ରାଶି : ଆପଣଙ୍କର ଜୀବନରେ ସୁଖ ସୁବିଧାର ଯୋଗ ରହିଛି । ନୂଆ ଚାକିରି ମିଳିବାର ଯୋଗ ରହଚି । ଜୀବନ ସାଥିଙ୍କ ଉପରେ ଅହଡିକ ଖର୍ଚ୍ଚ କରିବେ । ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ ।
କର୍କଟ ରାଶି : ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବା ସହ ଅଚାନକ ଧନ ଲାଭ ହେବେ । ପାରିବାରିକ ଜୀବନ ଖୁବସୁରତ ରହିବ । ଅଫିସରେ କାମର ଭାର ବଢିପାରେ ।
ସିଂହ ରାଶି : ଆପଣଙ୍କ ଜୀବନରେ ମାନ ସମାନ ବୃଦ୍ଧି ହେବ । ଯାହାର ଅପେକ୍ଷାରେ ଆପଣ ଦୀର୍ଘ ଦିନରୁ ରହିଥିଲେ । ଧନ ଜନିତ ସମସ୍ଯା ଦୂର ହେବ । ମିତ୍ରଙ୍କ ସହଯୋଗ ପାଇବେ ।
କନ୍ୟା ରାଶି : କାର୍ଯ୍ୟ କ୍ଷେତ୍ରରେ ବଡ ଉପଲବ୍ଧି ପାଇବେ । ଦାଂପତ୍ଯ ଜୀବନ ମଧୁମୟ ରହିବ । ସେୟାର ବଜାରରେ ନିବେଶ କରିଥିଲେ ସଫଳ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ ।
ତୁଳା ରାଶି : ଆପଣଙ୍କର ଆଗାମୀ ସମୟ ସାନଦାର ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦ ହାସଲ କରିବେ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ସ୍ଵାସ୍ଥ୍ୟରେ ଅବହେଳା କରନ୍ତୁ ନାହି ।
ବିଛା ରାଶି : ଆପଣଙ୍କର ଜୀବନରେ ଉନ୍ନତି ଦେଖାଯିବ । ବେରୋଜଗାରଙ୍କୁ ରୋଜଗାର କରିବାର ଅବସର ମିଳିବ । ଧନ ଆସିବାର ନୂଆ ମାର୍ଗ ଖୋଲିବ ।
ଧନୁ ରାଶି : ପ୍ରେମ ସମ୍ପର୍କରେ ସମୟ ଅନୁକୁଳ ରହିବ । ସୁଖ ସୁବିଧାରେ ବୃଦ୍ଧି ହେବ । ବେପରରେ ଦୁଇ ଗୁଣା ଧନ ଲାଭ କରିବେ ।
ମକର ରାଶି : ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ । ମାନସୀକ ଚିନ୍ତାରୁ ମୁକ୍ତି ପାଇବେ । ଜୀବନ ସାଥିଙ୍କ ଠାରୁ ଲାଭ ପାଇବେ ।
କୁମ୍ଭ ରାଶି : ଆପଣଙ୍କର ଆୟରେ ବୃଦ୍ଧି ହୋଇପାରେ । କୌଣସି ସମସ୍ଯା ଆସିପାରେ । ଖର୍ଚ୍ଚ ଅଧିକ ହୋଇପାରେ । ସନ୍ତାନ ସୁଖ ପାଇବେ ।
ମୀନ ରାଶି : ଆପଣଙ୍କର ସମୟ ସାନଦାର ରହିବ । କାର୍ଯ୍ୟ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ । ଭାଇଙ୍କ ସହଯୋଗ ପାଇବେ ।
ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।