ଆଜିକା ସମୟରେ ଲୋକ ନିଜ କାମ ପ୍ରତି ବହୁତ ସମୟ ଦଉଛନ୍ତି କିନ୍ତୁ ଗାଧୋଇବା ସମସ୍ତେ କରନ୍ତି, ତେବେ ଗାଢେଇଲା ବେଳେ ସମସ୍ତେ ସାବୁନ ମଧ୍ୟ ବ୍ୟବହାର କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ସାବୁନ ଲଗାଇବା ଉଚିତ ହୋଇଥାଏ ଆଉ କେଉଁ ସାବୁନ ଲଗାଇବା ଉଚିତ ନୁହଁ ଏହା ଛଡା ସବୁଠାରୁ ବଡ କଥା ଏହା ଅଟେ ଯେ ଶାସ୍ତ୍ରରେ ମଧ୍ୟ କିଛି ଅଙ୍ଗରେ ସାବୁନ ଲଗେଇବା ପାଇଁ ମନା କରା ଯାଇଛି । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ଏହି ସବୁ କଥା ବିଷୟରେ ।
୧. ବହୁତ ଘରେ ଆପଣ ବାପା ଆଉ ପୁଅ ମଧ୍ୟରେ ଝଗଡା ହଉଥିବାର ଦେଖିଥିବେ ତେବେ ପୁଅର କୁଣ୍ଡଳୀ ବା ଜାତକରେ ସୁରଜ୍ୟଙ୍କ ସ୍ଥିତି ଭଲ ନ ରହିଲେ ଏହି ଭଳି ସ୍ଥିତି ଘରେ ଉତପନ ହୋଇଥାଏ । ଏହା ଛଡା ଯଦି ସରକାରୀ ଚାକିରି ପାଇଁ ସବୁ କରୁଛନ୍ତି କିନ୍ତୁ ହାତକୁ ଆସୁ ନାହିଁ ତେବେ ଆପଣଙ୍କ ସୁର୍ଜ୍ୟଙ୍କ ଦଶା ଠିକ ନାହିଁ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦବାକୁ ହବ । ତେବେ ଏହି ଭଳି ଲୋକଙ୍କୁ ମହୁ ଚନ୍ଦନ ବା ଗୋଲାପ ସାବୁନ ଆଣି ବ୍ୟବହାର କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ସୁର୍ଜ୍ୟଙ୍କ ସ୍ଥିତି ଭଲ ରହିଥାଏ ଆଉ ଆପଣଙ୍କ ଘରେ ଶାନ୍ତି ଆସିଥାଏ ବାପା ପୁଅଙ୍କ ଝଗଡା ମଧ୍ୟ ଶାନ୍ତ ହୋଇଥାଏ ।
୨. ଯେଉଁ ଲୋକ ମାନେ ଅଳପ ଅଳପ କଥାରେ ବହୁତ ଜୋରେ ରାଗି ଯାଇଥାନ୍ତି ବା ସବୁ କଥାରେ ଛିଡ଼ ଚିଡ ହୁଅନ୍ତି ବା ଯେଉଁ ଲୋକ ମାନେ କିଛି ବୁଝିବା ଶକ୍ତି ହରାଇ ଥାନ୍ତି ତାଙ୍କ ମଙ୍ଗଲ ବହୁତ ଖରାପ ଦଶାରେ ରହିଥାଏ ସେଥିପାଇଁ ଏହି ଭଳି ଲୋକଙ୍କୁ କେସର ବା ଲାଲ ଚନ୍ଦନ ବା ଗୋଲାପ ଫୁଲ ସାବୁନ ଆଣି ବ୍ୟବହାର କରିବା ଉଚିତ ଯାହା ଦ୍ଵାରା ମଙ୍ଗଲ ଶାନ୍ତ ହୋଇଥାନ୍ତି ।
୩. ଗୁରୁବାର ଦିନ ସାବୁନ ଲଗାଇବା ଉଚିତ ନୁହ ବୋଲି କୁହା ଯାଇଛି ଆଉ ଗୁରୁ ଗ୍ରହ ସୁଖର କାରକ ହୋଇଥାନ୍ତି ସେଥିପାଇଁ ମଣିଷକୁ ସୁଖୀ ରହିବା ପାଇଁ ଗୁରୁ ଗ୍ରହ ଶାନ୍ତ ରଖିବା ଉଚିତ ହୋଇଥାଏ । ଏହା ଛଡା ଗୁରୁବାର ଦିନ ହଳଦୀ ଲଗାଇ ଗାଢେଇଲେ ବହୁତ ଶୁଭ ହୋଇଥାଏ ଏହା ଛଡା ଗାଧୋଇବା ପାଣିରେ କେସର ନଚେତ ଚାମେଲୀ ଏହି ସବୁ ଜିନିଷ ପକାଇ ଗାଧୋଇବା ଉଚିତ ହୋଇଥାଏ ।