ମାସ୍କ ପିନ୍ଧିଲେ ଏଇଠି ଦେବାକୁ ହେବ ଜୋରିମାନା !

ବନ୍ଧୁଗଣ, ବର୍ତ୍ତମାନ କୋରୋନା ସଂକ୍ରମଣ ମୁଣ୍ଡବ୍ୟଥା ର କାରଣ ହୋଇଅଛି । ଗତବର୍ଷ ଏହା ସମଗ୍ର ବିଶ୍ଵ କୁ ବହୁତ ହଇରାଣ ରେ ପକାଇଛି । ବନ୍ଧୁଗଣ ଏହି ସଂକ୍ରମଣ ବର୍ତ୍ତମାନ ବହୁଳ ଭାବରେ ବଢିବାକୁ ଲାଗିଅଛି । ସମସ୍ତ ସ୍ଥିତି କୁ ଦେଖି ସରକାର ଜନସାଧାରଣ ମାନଙ୍କ ପାଇଁ କେତେକ ନିୟମ ଲାଗୁ କରିଛନ୍ତି ।

ଯେପରିକି ମାସ୍କ ତଥା ସାମାଜିକ ବ୍ୟବଧାନ, ନିଜ ହାତ କୁ ବାରମ୍ବାର ସେନିଟାଇଜ କରି ରଖିବା ଏହାଛଡା ଅନେକ ନିୟମ ଲାଗୁ କରିଛନ୍ତି । ମାତ୍ର ଏଗୁଡ଼ିକୁ କେତେକ ବ୍ୟକ୍ତି ବିଶେଷ ପାଳନ କରୁଥିବା ସମୟରେ ଅନ୍ୟ କେତେକ ଏହାକୁ ଗ୍ରହଣ କରୁ ନାହାଁନ୍ତି ଯାହା ଫଳରେ ଜାଣିଶୁଣି ବିପତ୍ତି କୁ ଡାକି ଆଣୁଛନ୍ତି । ଏହି କାରଣରୁ ସଂକ୍ରମଣ କମିବା ବଦଳରେ ବଢିବାକୁ ଲାଗିଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ପାଇଁ ଏକ ଚକିତ କରିଲା ଭଳି ବିଷୟ ବସ୍ତୁ ନେଇ ଆସିଛୁ । ବନ୍ଧୁଗଣ ତାହା ହେଉଛି ମାସ୍କ ପିନ୍ଧିଲେ ଏଠାରେ ଦେବାକୁ ହୁଏ ଜୋରିମାନା ।

ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ଯେ, ବର୍ତ୍ତମାନ ସଂକ୍ରମଣ ରେ ସାରା ବିଶ୍ଵ ଲଢେଇ କରୁଥିବା ବେଳେ ଏଭଳି ନିୟମ କେଉଁଠାରେ ଲାଗୁ ହୋଇଛି । ବନ୍ଧୁଗଣ ଏହା ସ୍ଵଭାବିକ ଅଟେ । ବନ୍ଧୁଗଣ ବର୍ତ୍ତମାନ ସଂକ୍ରମଣ ର ଚେନ ଭାଙ୍ଗିବା ପାଇଁ ବିଭିନ୍ନ ଦେଶ ରେ ଲକଡାଉନ, ସଟଡାଉନ ତଥା ନାଇଟ କର୍ଫୁ ଭଳି ବିଭିନ୍ନ ନିୟମ ଲାଗୁ କରାଯାଉଛି । ମାସ୍କ ପିନ୍ଧିବା ସବୁ ଦେଶରେ ଲାଗୁ କରାଯାଉଅଛି ।

ମାତ୍ର ମାସ୍କ ନ ପିନ୍ଧିଲେ, ଫାଇଁ ମଧ୍ୟ ଦେବାକୁ ହେଉଛି । ଏହି ମହାମାରୀ ସମୟରେ ମାସ୍କ କୁ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଅଛି । ବନ୍ଧୁଗଣ ଏହି ଭୟାନକ ସ୍ଥିତିରେ କେତେକ ଦେଶରେ ଡବଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ସ୍ଥାନ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁଠାରେ ମାସ୍କ ପିନ୍ଧିଲେ ଜୋରିମାନା ନିହାତି ଦେବାକୁ ହେବ ।

ବନ୍ଧୁଗଣ ଆମେରିକାର ଏକ କାଫେ ରେ ଲାଗୁ ହୋଇଛି ଏହି ନିୟମ । କାଫେ ର ମାଲିକ କାଫେ କୁ ଆସିଥିବା ଗ୍ରାହକ ମାନଙ୍କ ଠାରୁ ୫ ଡଲାର ଅତିରିକ୍ତ ଚାର୍ଜ କରିଛନ୍ତି । ବନ୍ଧୁଗଣ ଏହା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେ କହିଛନ୍ତି ଯେ ଲକଡାଉନ ରେ ହୋଇଥିବା କ୍ଷତି ର ଭରଣ କରିବା ପାଇଁ ସେ ଏହିଭଳି ଉପାୟ ଆପଣେଇଛନ୍ତି ।

ମାତ୍ର ଏହା ପଛରେ ତାଙ୍କର କୌଣସି ମନ୍ଦ ଉଦେଶ୍ୟ ନାହିଁ ବୋଲି ସେ କହିଛନ୍ତି । ବନ୍ଧୁଗଣ କାଫେ ମାଲିକ କହିଲେ ସେ ମାସ୍କ ବାବଦରେ ଯେଉଁ ଜୋରିମାନା ଟିକୁ ଆଦାୟ କରିଥାନ୍ତି ତାହାକୁ ସେ ଦାନ କରିଥାନ୍ତି । ସେ କହିଲେ ମାସ୍କ ପିନ୍ଧୁଥିବା ଲୋକଙ୍କ ପାଇଁ ୫ ଡଲାର ଦାନ କରିବା କିଛି ବଡ କଥା ନୁହେଁ ମାତ୍ର ତାଙ୍କର ଏହି ଦାନ ବହୁତ ଗରିବ ଲୋକଙ୍କ ପାଇଁ ସହାୟତ ର ହାତ ପାଲଟିବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

https://www.facebook.com/watch/?v=307778530931286

Leave a Reply

Your email address will not be published. Required fields are marked *