ମାତ୍ର 3ଦିନରେ, ଆଁଠୁଗଣ୍ଠି ବିନ୍ଧା, ଗୋଡଫୁଲା, ମାଂସପେଶୀ ବ୍ୟଥା ଭଳି ଅନେକ ରୋଗ ହୋଇଯିବ ଭଲ

ବନ୍ଧୁଗଣ ଯଦି ଆପଣଙ୍କର କୌଣସି ଦୁର୍ଘଟଣା ବଶତ ଆଁଠୁ ଗଣ୍ଠି ରେ ଯନ୍ତ୍ରଣା ହେଉଛି, ଚାଲିବା ବୁଲିବାରେ ସମସ୍ଯା ହେଉଛି ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଆପଣ ମାନେ ନିଶ୍ଚିନ୍ତ କରନ୍ତୁ । କେବଳ ୩ ଦିନ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ଏଥିରୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ବହୁ ପୁରାତନ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ସବୁ ଦିନ ପାଇଁ ଠିକ ହୋଇଯିବ । ତେବେ ଆସନ୍ତୁ ଜାଣିବା ଜଏଣ୍ଟ ପେନ ଭଳି ସମସ୍ଯା ଦୂର କରିବା ପାଇଁ ଆପଣ ଆଜି ଏହି ରେମଡି କିପରି ବନାଇବେ ଓ ଏହାର ପ୍ରୟୋଗ କିପରି କରିବେ ।

ଏଥିପାଇଁ ଆବଶ୍ୟକ ପଡିବ ତାହା ହେଉଛି ପିଆଜ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଗରମ ଦିନ ମାନଙ୍କରେ ଆଁଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ଏହି ଉପଚାର ବେଷ୍ଟ ଅଟେ । ଏକ ମିଡିୟମ ସାଇଜ ପିଆଜ ନେଇ ଏହାର ଚୋପା କାଢି ଧୋଇ ଦିଅନ୍ତୁ । ଏହାକୁ ଛୋଟ ଛୋଟ ଖଣ୍ଡ କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ପାଣିର ବ୍ୟବହାର କରିବେ ନାହି ।

ପିଜାରୁ ସଂପୂର୍ଣ୍ଣ ନ୍ଯାଚୁରାଲ ରସ ବାହାର କରିବାକୁ ହେବ । ଏଥିପାଇଁ ଏକ ସୂତା କପଡା ନିଅନ୍ତୁ । ଏହା ପରେ ପିଆଜ ରସ ନେଇ ଏହାର ରସ ବାହାର କରନ୍ତୁ । ଏହାକୁ ଅପାନ ୩ ଦିନ ଯାଏଁ ବନାଇ ରଖିପାରିବେ । ଥରକ ପାଇଁ ୩ରୁ ୪ଟି ବଡ ପିଆଜର ଆବଶ୍ୟକ ପଡିବ । ଏହା ପରେ ଦିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ହଳଦୀ ଗୁଣ୍ଡ ଯାହା ପୁରୁଣାରୁ ପୁରୁଣା ରୋଗ ଭଲ କରିଥାଏ ।

ଯାହାର କୌଣସି ପୁରୁଣା ଦୁର୍ଘଟଣା କାରଣରୁ ଏବେ ଯାଏଁ ବି ଯନ୍ତ୍ରଣା ଯାଇ ନାହି ସେମାନେ ଏହି ରେମଡିର ପ୍ରୟୋଗ ୩ ଦିନ କରିବେ । ଏକ ଚାମଚ ହଳଦୀ ପିଆଜ ରସରେ ମିଶ୍ରଣ କରନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ରହିଛି ସୋରିଷ ତେଲ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଏଥିରେ ଆପଣ ଜଡା ବା ରାଶି ତେଲ ଆଡ କରିପାରିବେ । ଏବେ ଏହି ପେଷ୍ଟ ପୂରାପୂରି ପ୍ରସ୍ତୁତ ହୋଇ ଯାଇଛି ।

ସେଥିପାଇଁ ଆପଣ ଏହାକୁ ମିକ୍ସ କରିବା ପରେ ଏକ ମିନିଟ ଯାଏଁ ଫୁଟାଇବାକୁ ପଡିବ । ଯାହା ଦ୍ଵାରା ଅଳ୍ପ ଗାଢା ହେବ । ଏବେ ଆପଣ ଏହାକୁ ସଂପୂର୍ଣ୍ଣ ଥଣ୍ଡା କରନ୍ତୁ । ଆପଣଙ୍କର ଯେଉଁଠି ଯନ୍ତ୍ରଣା ହେଉଛି ବା ଆଁଠୁ ଗଣ୍ଠି ବିନ୍ଧା ହେଉଛି ସେଠାରେ ଏହାର ଲେପ ଲଗାନ୍ତୁ । ଏହାକୁ ପତଳା କରି ଲଗାନ୍ତୁ ବରଂ ବହଳିଆ କରି ଲଗାନ୍ତୁ ।

ଏଥିରେ ବ୍ଯବହ୍ରୁତ ୩ଟି ସାମଗ୍ରୀ ପିଆଜର ରସ, ସୋରିଷ ତେଲ ଓ ହଳଦୀ ଆଁଠୁ ଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । କେବଳ ୨ରୁ ୩ ମିନିଟ ଯାଏଁ ଏହାର ମଶାଚ କରନ୍ତୁ । ଦେଖିବେ ଆପଣଙ୍କର ଜଏଣ୍ଟ ପେନ ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *