ପିରିୟଡର କେତେଦିନ ପରେ ସହବାସ କଲେ ଗର୍ଭଧାରଣ ର ସମ୍ଭାବନା ବଢିଯାଏ- pregnancy Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଶାରୀରିକ ସମ୍ପର୍କ ରଖିବା ପ୍ରତେକ ସ୍ଵାମୀ ସ୍ତ୍ରୀଙ୍କର ଇଚ୍ଛା ରହିଥାଏ । କିନ୍ତୁ ସମ୍ପର୍କ ରଖିବା ପରେ ମଧ୍ୟ ସ୍ତ୍ରୀ ମାନେ ଗର୍ଭବତୀ ହୋଇ ପାରନ୍ତି ନାହି । ଏହି କ୍ଷେତ୍ରରେ ମହିଳା ମାନେ ଗର୍ଭବତୀ ନ ହେବା କାରଣରୁ ମାନସିକ ସ୍ଥିତି ରେ ଗତି କରିଥାନ୍ତି । ତେବେ ଏହାର ସମାଧାନ ପାଇଁ ପ୍ରତେକ ମହିଳା ମାନଙ୍କୁ ନିଜର ପିରିଏଡ ହେବାର ତାରିଖ ନୋଟ କରିବାକୁ ପଡିବ । ଉଦାହରଣ ଯଦି ଆପଣଙ୍କର ଏହି ମାସରେ ୨୦ ତାରିଖରେ ପିରିଏଡ ହୋଇଛି ତେବେ ଆସନ୍ତା ମାସରେ ୨୦ ତାରିଖ ହେଲା ଏହିପରି ଭାବେ ତାରିଖ ନୋଟ କରି ରଖିବାକୁ ହେବେ ।

ଏଥିରୁ ଆପଣ ଜାଣି ପାରିବେ କି ଆପଣଙ୍କର ପିରିଏଡ ହେବାର ବ୍ୟବଧାନ କେତେ ରହିଲା । ସେହି ସବୁରୁ ଆପଣ ଜାଣି ପାରିବେ ପିରିଏଡ ର ୧୪ ଦିନ ପଛକୁ ଆସିଲେ ସେଥିରୁ ଓଭୋଲୋଶନ ଜଣା ପଡିଥାଏ । ଉଦାହରଣ ଯଦି ଆପଣଙ୍କର ଏହି ମାସରେ ୨୦ ତାରିଖରେ ହୋଇଛି ଓ ଆସନ୍ତା ମାସରେ ସେହି ତାରିଖରେ ପିରିଏଡ ହେଲା ତେବେ ୩୧ ଦିନର ବ୍ୟବଧାନ ରହିଲା ବୋଲି ଜାଣିବେ ।

୩୧ ଦିନରୁ ୧୪ ଦିନ ପଛକୁ ଫେରିଲେ ଯେଉଁ ତାରିଖ ପଡିବ ତାହା ହେଲେ ଆପଣଙ୍କର ଓଭୋଲେସନ ତାରିଖ ହେବ । ଯେଉଁ ତାରିଖ ବାହାରୁଛି ତାହା ସଂପୂର୍ଣ୍ଣ ଓଭୋଲେସନ ତାରିଖ ହେବ ସେମିତି କିଛି ମାନେ ନ ଥାଏ । ଏମିତି ହୋଇପାରେ ଓଭୋଲେସନ ତାରିଖ ଆଗକୁ ବା ପଛକୁ ଯାଇପାରେ । ତେଣୁ କରି ତାରିଖ ବାହାର କରିବାର ଦୁଇ ଦିନ ପୂର୍ବରୁ ବା ପରେ ସହବାସ କରି ପାରିବେ ।

ଏମିତି କରିବା ଦ୍ଵାରା ପ୍ରେଗନେଣ୍ଟ ହେବରା ଚାନ୍ସ ଅଧିକ ରହିଥାଏ । ଅନେକ ମହିଳାଙ୍କର ପିରିଏଡ ହେବାର ସମୟରେ ବ୍ଯବଧାନ ଅଧିକ ରହିଥାଏ । ଓଭୋଲେସନ ସମୟରେ ମହିଳାର ଶରୀର ରେ ଗୋଟେ ଏଗ ମ୍ଯାଚର ହୋଇ ରିଲିଜ ହୋଇଥାଏ । ଏହି ଏଗ ଟି ମହିଳା ଶରୀରରେ ୨୪ ଘଣ୍ଟା ଯାଏଁ ଆକ୍ଟିଭ ରହିଥାଏ ।

ଠିକ ସେହି ସମୟରେ ପୁରୁଷର ସ୍ପମ ମହିଳାର ଅଣ୍ଡା ସହ ମିସିଥାଏ ତେବେ ଗର୍ଭଧାରଣ କରିବା ସମ୍ଭବ ହୋଇଥାଏ । ଯେତେବେଳେ ପୁରୁଷର ସ୍ପମ ମହିଳା ଶରୀରରେ ଯାଇଥାଏ ୫ରୁ ୭ ଦିନ ଯାଏଁ ଆକ୍ଟିଭ ରହିଥାଏ । ଆପଣ ୩୧ ଦିନ ବ୍ୟବଧାନ ରହିଲେ ମଧ୍ୟ ଯଦି ଆପଣ ପିରିଏଡ ହେବାର ୫ରୁ ୧୫ ଦିନ ମଧ୍ୟରେ ସମ୍ପର୍କ ରଖିଥିବେ ଆଉ ଆପଣଙ୍କ ଶରୀର ରେ ସ୍ପମ ଥିବ ତେବେ କନ୍ସିପ୍ଟ ହେବାର ଚାନ୍ସ ବଢିଥାଏ ।

ଗର୍ଭ ଧାରଣ କରିବାକୁ ଚାହୁଁଥିଲେ ପିରିଏଡ ହେବାର ୮ ରୁ ୧୦ ଦିନ ମଧ୍ୟରେ ସମ୍ପର୍କ ଦିନେ ଛଡା ଦିନେ ରଖିଲେ ଏହା ସମ୍ଭବ ହୋଇଥାଏ । ଏହା ସହ ଆପଣ ନିଜର ପିରିଏଡ ହେବାର ତାରିଖ ନୋଟ କରି ରଖିବେ । ସମ୍ପର୍କ ରଖିବାର ସଠିକ ସମୟୟ ପ୍ରତି ଧ୍ୟାନ ଦେବାକୁ ପଡିବ । ତେବେ ଏହା ଥିଲା ପ୍ରେଗନେଣ୍ଟ ହେବା ପାଇଁ କେଉଁ ସମୟରେ ସହବାସ କରିବା ଠିକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *