Interesting GK Questions – ଏମିତି କେଉଁ ଜିନିଷ ଅଛି, ଯାହା ବାମ ହାତରେ ଧରି ହୁଏ କିନ୍ତୁ ଡାହାଣ ହାତରେ ଧରି ହୁଏ ନାହି ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଜିନିଷ ଅଛି ଯାହା ଝିଅ ଖାଇଥାଏ ଓ ପିନ୍ଧିଥାଏ ?

ଉତ୍ତର- ଲବଙ୍ଗ

୨- ଏମିତି କେଉଁ ଜିନିଷ ଅଛି ଯାହାକୁ ଟାଣିଲେ ସେତେ ଛୋଟ ହୋଇଯାଏ ?

ଉତ୍ତର- ସିଗାରେଟ

୩- ଜଣେ ବ୍ୟକ୍ତି ନ ଶୋଇ ୩୦ ଦିନ ଯାଏଁ କେମିତି ରହିବ ?

ଉତ୍ତର- ରାତିରେ ଶୋଇ କରି

୪- ଜିଓ ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ଜଏଣ୍ଟ ଇମ୍ପ୍ଲିମେନସନ ଅପର୍ଚୁନେଟିଜ

୫- ସୁନାର ଏମିତି କେଉଁ ଜିନିଷ ଅଛି ଯାହା ସୁନା ଦୋକାନରେ ମିଳେ ନାହି ?

ଉତ୍ତର- ଚାରପାଇ

୬- ଏମିତି କଣ ଅଛି ଯାହା ବାହାରେ ଫ୍ରିରେ ମିଳେ ଓ ହସ୍ପିଟାଲରେ ପଇସା ଦେଲେ ମିଳିଥାଏ ?

ଉତ୍ତର- ଅକ୍ସିଜେନ

୭- ବ୍ଯକ୍ତିର କେଉଁ ଜିନିଷ ସର୍ବଦା ବଢିଥାଏ ?

ଉତ୍ତର- ବୟସ

୮- ମହିଳାର ଏମିତି କେଉଁ ଜିନିଷ ଅଛି ଯାହା ଖାଇ ହୁଏ ?

ଉତ୍ତର- ଲେଡି ଫିଙ୍ଗର ବା ଭେଣ୍ଡି

୯- ସିଗାରେଟକୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ଧୂମ୍ରପାନ ଦଣ୍ଡିକା

୧୦- ଭାରତରେ ପାକିସ୍ତାନ ନାମକ ଜାଗା କେଉଁ ଠାରେ ଅଛି ?

ଉତ୍ତର- ବିହାର ପୁର୍ଣ୍ଣିଆ ଜିଲ୍ଲାରେ

୧୧- ଏମିତି କଣ ଜିନିଷ ଅଛି ଯାହା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଏ କିନ୍ତୁ ନିଜ ଜାଗାରୁ ହାତେ ନାହି ?

ଉତ୍ତର- ରାସ୍ତା

୧୨- କଣ ଏକ ମିନିଟରେ ୬୧ ସେକେଣ୍ଡ ହୋଇଥାଏ ?

ଉତ୍ତର- ହଁ

୧୩- ଏମିତି କଣ ଜିନିଷ ଅଛି ଯାହା ତୁମର କିନ୍ତୁ ଅନ୍ୟ ମାନେ ବ୍ୟବହାର କରିଥାନ୍ତି ?

ଉତ୍ତର- ତୁମର ନାମ

୧୪- କେଉଁ ଜିନିଷ ଆମେ ଜୀବନରେ ଦିତୀୟ ଥର ମାଗଣାରେ ମିଳିଥାଏ କିନ୍ତୁ ତୃତୀୟ ଥର ନୁହେଁ ?

ଉତ୍ତର- ଦାନ୍ତ

୧୫- ଏମିତି କଣ ଅଛି ଯାହା ନାମ ନେବା ମାତ୍ରେ ରାହିଜାଏ ?

ଉତ୍ତର- ଚୁପ ରହିବା

୧୬- ଏମିତି କେଉଁ ପକ୍ଷୀ ଅଛି ଯାହାକୁ ହାତ ଲଗାଇଲେ ମରିଯାଏ ?

ଉତ୍ତର- ଟିଟୋନୀ

୧୭- ଏମିତି କଣ ଜିନିଷ ଅଛି ଯାହା ଉପରକୁ ଯିବା ପରେ ତଳଉ ଆସେ ନାହି ?

ଉତ୍ତର- ସିଡି

୧୮- କେଉଁ ଜିନିଷ କାଟିବା ପରେ ଲୋକେ ଗୀତ ଗାଇଥାନ୍ତି ?

ଉତ୍ତର- ଜନ୍ମଦିନ କେକ

୧୯- ଏମିତି କଣ ଜିନିଷ ଅଛି ଯାହାର ଛାଇ ନାହି ?

ଉତ୍ତର- ରାସ୍ତା

୨୦- ପୋଲିସକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ରାଜକୀୟ ଜନରକ୍ଷକ

୨୧- ପୋଲିସରେ HB ର ଅର୍ଥ କଣ ?

ଉତ୍ତର- ହାର୍ଡ ବ୍ଲାକ

୨୨- ଏମିତି କଣ ଅଛି ବାମ ହାତରେ ଧରି ହୁଏ କିନ୍ତୁ ଡାହାଣ ହାତରେ ଧରି ହୁଏ ନାହି ?

ଉତ୍ତର- ଯାହାକୁ ବାମ ହାତରେ ଧରି ହୁଏ ତାକୁ ଡାହାଣ ହାତରେ ଧରି ହୁଏ ନାହି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *