ମାତ୍ର 5 ମିନିଟରେ ଭୟଙ୍କର ରୁ ଭୟଙ୍କର ମୁଣ୍ଡ ବିନ୍ଧା ହୋଇଯିବ ଗାଏବ, ବାସ କରନ୍ତୁ ଏହି ଘରୋଇ ଉପାୟ- Health Tips

ଅଧିକାଂଶ ମୁଣ୍ଡ ବିନ୍ଧା ଅଧିକ ଗୁରୁତର ହୋଇ ନ ଥାଏ । କିନ୍ତୁ କେତେକ କ୍ଷେତ୍ର ରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପରେ । ପ୍ରାଥମିକ ମୁଣ୍ଡ ବିନ୍ଧା ଅତ୍ୟଧିକ ସକ୍ରିୟତା କିମ୍ବା ଆପଣଙ୍କ ମୁଣ୍ଡ ରେ ଯନ୍ତ୍ରଣା ସଂବେଦନଶୀଳ ସରାଞ୍ଚନ ସହ ସୃଷ୍ଟି ହୋଇଥାଏ । ଏକ ପ୍ରକାରର ମୁଣ୍ଡ ବିନ୍ଧା ପ୍ରାଥମିକ ରୋଗର ଲକ୍ଷଣ ନୁହେଁ । ଆପଣଙ୍କର ମସ୍ତିସ୍କରେ ରାସାୟନିକ କାର୍ଯ୍ୟକଳାପ ଆପଣଙ୍କ ଖପୁରିକୁ ଘେରି ରହିଥିବା ସ୍ନାୟୁ ବା ରକ୍ତବାହୀ ବା ବେକର ମାଂସପେଶୀ ପ୍ରାଥମିକ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ।

ଆଜି ଆମେ ଆପଣଙ୍କୁ ୨ଟି ଘରୋଇ ଉପଚାର ବିଷୟରେ କହିବାକୁ ଯାହାର ପ୍ରୟୋଗ କରିଲେ ମୁଣ୍ଡ ବିନ୍ଧା ୫ ମିନିଟରେ ଭଲ ହୋଇଯିବ । ପ୍ରଥମ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଅଦା । ଅଦାକୁ ଛେଚି ଏହାର ରସ ବାହାର କରନ୍ତୁ । ଦୁଇଟି ଯାକ ଉପଚାର ତିଆରି କରିବା ପାଇଁ ଏକା ଥରେ ଅଦା ରସ ବାହାର କରି ଦିଅନ୍ତୁ । ଏକ ପାତ୍ର ନେଇ ଏକ ରୁ ଦୁଇ ଚାମଚ ଅଦା ରସ ନିଅନ୍ତୁ ।

ଏବେ ଆପଣ ୨ଟି ଲବଙ୍ଗ ସେଥିରେ ପକାନ୍ତୁ ଯାହା ଆପଣଙ୍କୁ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ । ଲବଙ୍ଗ ଆପଣଙ୍କ ମୁଣ୍ଡ ବିନ୍ଧା ଦୂର କରିବା ପାଇଁ ବହୁତ ଲାଭଦାୟକ ହେବ । ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ଏକ ଚାମଚ ମହୁ । ଏହି ୩ଟି ଜିନିଷ ର ଭଲ ଭାବେ ମିଶ୍ରଣ କରନ୍ତୁ ।

ଅଦା ରସ ସହ ମହୁ ଓ ଲବଙ୍ଗ ମିଶ୍ରଣ କରି ସେବନ କରିଲେ ମୁଣ୍ଡ ବ୍ୟଥା, ଦେହ ଦରଜ ହେବା ଓ ଜ୍ଵର ଆରମ୍ଭ ହେବାର ଯେଉଁ ପ୍ରାରମ୍ଭିକ ଲକ୍ଷଣ ଜାଣ ପଡେ ତାହା ସବୁ ଦୂର ହେବ । ଆପଣ ମାନେ ମଧ୍ୟ ଏହାର ଥରେ ପ୍ରୟୋଗ କରି ଦେଖନ୍ତୁ । ଆପଣ ମାନେ ମୁଣ୍ଡ ବିନ୍ଧା ଆରମ୍ଭ ହେବା ମାତ୍ରେ ଏହାର ସେବନ କରିବେ । ଦିତୀୟ ଉପଚାର ବନାଇବା ପାଇଁ ଆବଶ୍ୟକ ରହିଛି ପୂର୍ବ ରୁ ପ୍ରସ୍ତୁତ କରି ରଖିଥିବା ଅଦା ରସ ।

ଦିତୀୟ ସାମଗ୍ରୀର ର ଆବଶ୍ୟକତା ପଡିବ ଡାଲଚିନି ଗୁଣ୍ଡ ଯାହା ଆପଣଙ୍କୁ ବହୁତ ସହଜରେ ରୋଷେଇ ଘରୁ ମିଳିଯିବ । ମୁଣ୍ଡ ବିନ୍ଧା କମ କରିବାରେ ଡାଲଚିନି ଗୁଣ୍ଡ ବହୁତ ସାହାଜ୍ଯ କରିଥାଏ । ଦୁଇ ଚାମଚ ଅଦା ରସ ସହ ଅଧା ବା ଏକ ଚାମଚ ଡାଲଚିନି ଗୁଣ୍ଡ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ଆପଣ ମୁଣ୍ଡ ରେ ଲଗାଇବାକୁ ହେବ ।

ଯେତେବେଳେ ଆପଣଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେବ ସେହି ସମୟରେ ଆପଣ ଅଦା ରସ ସହ ଡାଲଚିନି ଗୁଣ୍ଡ ମିଶ୍ରଣ କରି ଲଗାଇ ପାରିବେ । ତେବେ ଏହି ୨ଟି ଘରୋଇ ଉପଚାର ବହୁତ ପରୀକ୍ଷିତ ଅଟେ । ଏହି ୨ଟି ଉପଚାର ର ପ୍ରୟୋଗ କରିବା ଦ୍ଵାରା ମାତ୍ର ୫ ମିନିଟ ରେ ମୁଣ୍ଡ ବିନ୍ଧା ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *