ମଙ୍ଗଳବାର ଦିନ ଯିଏ ବି ଲୁଣରେ କରେ ଏହି ଉପାୟ ହୋଇଥାଏ କୋଟିପତି, ଆଜି ହିଁ କରିକି ଦେଖନ୍ତୁ

ଲୁଣର ବ୍ୟବହାର କେବଳ ଭୋଜନ ପାଇଁ ପ୍ରୟୋଗ ହୁଏ ତାହା ନୁହେଁ ବରଂ ଅନେକ ଫାଇଦା ମଧ୍ୟ ଦେଇଥାଏ । ଯଦି ମଣିଷ ଭିତରେ ଲୁଣର କମି ଆସିଯାଏ ତେବେ ଶରୀର ଖରାପ ହୋଇଥାଏ । ଏମିତିକି ଲୁଣ ବହୁତ ଜଲ୍ଦି କୋଟିପତି ମଧ୍ୟ କରାଇଥାଏ । ଲୁଣର ପ୍ରୟୋଗ ଦ୍ଵାରା ଚମତ୍କାରୀ ଲାଭ ମିଳିଥାଏ । ଲୁଣ ଭିତରେ ସାକାରାତ୍ମକ ଉର୍ଜ ଭାରି ରହିଛି । ଲୁଣ ବିଷୟାରେ ଏମିତି କିଛି ପ୍ରଥା ରହିଛି ଯାହାର ପ୍ଳାନ କରିଲେ ମଣିଷ ଗରିବୀ ଦୂର କରିପାରିବ । ଏମିତି ବ୍ୟକ୍ତି ବହୁତ ଜଲ୍ଦି ଧନବାନ ହୋଇପାରିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ଯାହା ଲୁଣ ଦ୍ଵାରା କରିଲେ ଧନବାନ ହେବା ସମ୍ଭବ ହେବ ।

ସୋମବାର ବା ରବିବାର ବା ମଙ୍ଗଳବାର ଦିନ ଏହି ଉପାୟ କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ଉପାୟରେ ଏତେ ଶକ୍ତି ରହିଛି ଯାହା ଆପଣ କେବେ ବିଶ୍ଵାସ କରିବେ ନାହି । ଏଥିପାଇଁ ଶୁଖିଲା ଲଙ୍କା, ୫୦ ଟଙ୍କା, ୧ ଟଙ୍କା କେନ, ଲୁଣ, ଚାଉଳ, ସୋରିଷ ତେଲ, ଉରଗ ଡାଲି ଓ ପାଣି ଆବଶ୍ୟକ ଅଟେ । ଏହି ସବୁ ଜିନିଷ କୌଣସି ବୃଦ୍ଧ ମହିଳା ବ ପୁରୁଷଙ୍କୁ ଦାନ କରି ଦିଅନ୍ତୁ । ଏ

ହା କରିବା ଦ୍ଵାରା ବେପାର ଓ ଚାକିରି କ୍ଷେତ୍ରରେ ଲାଭବାନ ହେବେ । ମା ଲକ୍ଷ୍ମୀଙ୍କ ଆଗମନ ହେବା ସହ ଚେହେରାରେ ଖୁସି ଆସିବ । ଭଗବାନ ଶନିଦେବଙ୍କ କୃପା ଦ୍ରୁଷ୍ଟି ଲାଭ ହେବ । ଏହି ଉପାୟ ଏତେ ସାରା ଲାଭ ପ୍ରଦାନ କରିଥାଏ ଯାହା ଆପଣ ବିଶ୍ଵାସ କରିପାରିବେ ନାହି । ଏହା କରିବା ଦ୍ଵାରା ଦାରିଦ୍ରତା ଦୂର ହୋଇଥାଏ । ଏହି ଉପାୟ ବିଷୟରେ କାହାକୁ କହିବ ଅନୁଚିତ । ଏହି ସବୁ ସାମଗ୍ରୀ ପୁରା ରହିବା ଉଚିତ ।

କରଜରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି କାମ କରିବା ଦ୍ଵାରା ବହୁତ କିଛି ପ୍ରାପ୍ତ ହୋଇଥାଏ । ବିଦେଶୀ ଲୋକ ଲୁଣ ହାତରୁ ଖସିଲେ ଅଶୁଭ ମାନିଥାନ୍ତି । ଲୁଣକୁ ଶୁକ୍ର ଓ ଚନ୍ଦ୍ରମାର ପ୍ରତିମା ମାନାଯାଏ । ଲୁଣ ପ୍ଲାଷ୍ଟିକ ପାତ୍ରରେ ରଖିବା ଅନୁଚିତ । ଲୁଣକୁ କାଚ ପାତ୍ରରେ ରଖିଲେ ଶୁଭ ହୋଇଥାଏ । ପ୍ଲାଷ୍ଟିକ ବ ଲୁହା ପାତ୍ରରେ ଲୁଣ ରଖିଲେ ସମସ୍ଯା ହୋଇଥାଏ ।

ଖାଦ୍ଯରେ ଲୁଣ ଦରକାର ହେଲେ ଆବଶ୍ୟକ ଠାରୁ ଅଧିକ ହେଲେ ଫିଙ୍ଗି ଦେବା ଅଶୁଭ ହୋଇଥାଏ । ସପ୍ତାହକୁ ଥରେ ଲୁଣ ପାଣିରେ ପକାଇ ଘର ପୋଛା ମାରିବା ଭଲ ହୋଇଥାଏ । କିନ୍ତୁ ଦ୍ଵିପହରରେ ପୋଛା ମାରିବା ଅନୁଚିତ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ଘରର ଦ୍ଵାରା ଖୋଲିବା ଉଚିତ ନଚେତ ମା ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ନାହି ।

ଲୁଣ, ସାବୁଦାନା, ଶୁଖିଲା ଲଙ୍କା, ହଳଦୀ, କୋଇଲା ନେଇ ଯାହାକୁ ନଜର ଲାଗିଥିବା ତା ଉପରେ ବୁଲାଇ ଅଗ୍ନିରେ ଜଳାଇଲେ ନଜର ଦୋଷ ଦୂର ହୋଇଥାଏ । ଚାହାରେ ଲୁଣ ପକାଇ ସେବନ କରିଲେ ଶରୀର ଖରାପ ହେବା ସହ ହାଡ କମ୍ଜୋର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *