ମେଷ ରାଶି ପାଇଁ ବୃହସ୍ପତି ଚଳନ 2023 ସବୁ କିଛି ବଦଳିବ 1 ବର୍ଷ ଭିତରେ… 1 ଜିନିଷ ଛାଡି ସବୁକିଛି ମିଳିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ମେଷ ରାଶିରେ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରୁଛନ୍ତି ଏପ୍ରିଲ 22 ରେ ।  ମୀନ ରଷିରୁ ବାହାରି ମେ 1 2024 ବର୍ଷ ଯାଏଁ ମେଷ ରହସିରେ ଗୋଚର କରିବେ । ତେବେ ଦୀର୍ଘ 12 ବର୍ଷ ପରେ ମେଷ ରାଶିକୁ ବୃହସ୍ପତିଙ୍କ ଗୋଚର କରିବାକୁ ଯାଉଛନ୍ତି । ଦେବଗୁରୁଙ୍କ ଗୋଚର ମେଷ ରାଶି ପାଇଁ କଣ ବଡ ପରିବର୍ତ୍ତନ ନେଇକି ଆସିବ ଆସନ୍ତୁ ଜାଣିବା ।

ଏପ୍ରିଲ 22 ରେ ବୃହସ୍ପତି ମେଷ ରାଶିର ପ୍ରଥମ ଘରେ ଗୋଚର କରିବେ । ଗ୍ଯାସ, ଲିଭର ଜନିତ ସମସ୍ଯା ଥିଲେ ତାହା ଦୂର ହେବ । ଦେବଗୁରୁ ଙ୍କ ଗୋଚର କାରଣରୁ ନାମ, ଯଶ ର ଉପଲବ୍ଧି ମିଳିବ । ଏହି ବର୍ଷ ଆପଣ ପ୍ରତିଯୋତାରେ ଯୋଗ ଦେଇ ପାରିବେ । ଗୁରୁ ଆପଣଙ୍କୁ ଭଲ ରେଜଲ୍ଟ ଦେବେ । ସାମାଜିକ, ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ରହିବ । ଆପଣ ଶୁଭ କାମର ସମାପନ କରିପାରିବେ ।

ବିବାହର, ଗୃହ ପ୍ରବେଶର ଯୋଗ ରହିଛି । ଗୁରୁଙ୍କର ଦ୍ରୁଷ୍ଟି ପଞ୍ଚମ ଭାବରେ ପଡୁଛି । ମେଷ ରାଶିର ବ୍ୟକ୍ତି ପୂର୍ବରୁ ଯେଉଁ ଯୋଜନା କରିଛନ୍ତି ତାହା ସଫଳ ହେବେ । ଯେଉଁ ଅଣତଣ ପାଇଁ ଇଛୁକ ଅଟନ୍ତି ସେମନଙ୍କୁ ସନ୍ତାନ ସୁଖ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ଯାହା ବାଧା ଆସୁଥିଲା ତାହା ଦୂର ହେବ । ହାୟର ଏଜୁକେସନ କରିବାକୁ ଚାହୁଁ ଥିଲେ ନିଶ୍ଚୟ କରିପାରିବେ । ମେଷ ରାଶିର ଲଭ ଲାଇଫ ବହୁତ ଭଲ ରହିବ ।

ଆପଣଙ୍କ ରାଶିର ସ୍ଵାମୀ ଗ୍ରହ ମଙ୍ଗଳ ଅଟନ୍ତି । ଜ୍ଯୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତି ଙ୍କୁ ଅଧିକ ଶକ୍ତିଶାଳୀ ଓ ପୂଜ୍ୟ ମାନାଯାଏ । କାରଣ ସେ ସବୁ ଦେବତାଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି । ଉଚ୍ଚ ଜ୍ଞାନର, ବଡ ଭାଇ ଭଉଣି, ଧନର କାରକ ବୃହସ୍ପତି ଅଟନ୍ତି । ଗୁରୁ ଗ୍ରହ ସପ୍ତମ ଗୃହରେ ପ୍ରବେଶ କୃବେ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇକି ଆସିବ । ସପ୍ତମ ଘର ହେଉଛି ଦାଂପତ୍ଯ ଜୀବନ ।

ବିବାହରେ ବିଳମ୍ବ ଆସୁଥିଲେ, ସମସ୍ଯା ହେଉଥିଲେ ତାହା ଦୂର ହେବ । ମେଷ ରାଶିର ବ୍ୟକ୍ତିଙ୍କର ବିବାହ ଏହି ବର୍ଷ ନିଶ୍ଚୟ ହେବ । ନବମ ଘରଟି ଭାଗ୍ଯର ହୋଇଥାଏ । ପାରିବାରିକ ସୁଖ ପ୍ରାପ୍ତ ହେବ । ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି । ପିତାଙ୍କର ସହଯୋଗ ପାଇବେ । ପିତାଙ୍କ ସହ ମନୋମାଳିନ୍ୟ ହୋଇଥିଲେ ତାହା ଦୂର ହେବ । ପିତାଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ ।

ଆପଣ ଯେଉଁ କାର୍ଯ୍ୟ ରେ ପ୍ରୟାସ କରୁଥିଲେ ଆଉ ସଫଳତା ମିଳୁ ନ ଥିଲା ତାହା ଏବେ ନିଶ୍ଚୟ ମିଳିବ । ଯାହା ବି ଅସଫଳତା ମିଳିଥିଲା ସେଥିରେ ସଫଳତା ପାଇବେ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ । ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ । ଯଦି କୌଣସି କ୍ଷେତ୍ରରେ ଅଧିକ ପରିଶ୍ରମ କରୁଥିଲେ ଏବେ ତାହାର ଫଳ ପ୍ରାପ୍ତିର ସମୟ ଆସି ଯାଇଛି । ନୂତନ ଚାକିରି ମିଳିପାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *