ମେଟ୍ରୋ ଭିତରେ ହେଲା କିଛି ଏମିତି ଯାହାକୁ ଦେଖି ଲୋକମାନଙ୍କର ଉଡିଗଲା ହୋସ, ଦେଖନ୍ତୁ ଭିଡିଓ

ଆସୁଥିବା ଦିନରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାକୁ ଲାଗିଛି ଏବଂ ମେଟ୍ରୋ ବି ଆଜିକାଲି ଚର୍ଚାରେ ଅଛି । ଆଜି ପୁଣିଥରେ ଚର୍ଚାରେ ବି ଅଛି । କେତେଥର ମେଟ୍ରୋ ଚର୍ଚା ରେ ଆସିଯାଇଛି କେବେ ଖରାପ ବ୍ୟବହାର ପାଇଁ ତ ଆଉ କେତବେଳେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କର ବ୍ୟବହାର ପାଇଁ । ଆଜିକାଲି ମେଟ୍ରୋ ମନୋରଞ୍ଜନର ସାଧନା ବି ହେଇଗଲାଣି ।

ଆଜି ଏମିତି ଭିଡିଓ ସୋସିଆଲ ମିଡିଆରେ ଆସିଛି ଯେଉଁଥିରେ କିଛି ଝିଅମାନଙ୍କର ବ୍ୟବହାର ଦେଖା ଯାଇଛି ।

ଆପଣ ଦେଖିବେକୀ ସାର୍ଟ ଡ୍ରେସ ପିନ୍ଧିଥିବା ଝିଅମାନେ ଏକ ବଗିରେ ଏକା ସହିତ ଚଢିଯାଉଛନ୍ତି ଏବଂ କିଛି ପୁଅମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । ଏହା ଏକ ମଜାକ ଅଟେ । ସେଠାରେ ଏହି ପ୍ରକାରର କିଛି ପୁଅମାନେ ଅଛନ୍ତି ସେମାନେ ବି ଏମିତି ବ୍ୟବହାର କରୁଛନ୍ତି । ଆଜିକାଲି ଏହି ଭିଡିଓ ୟୁଟୁବ ରେ ଭାଇରାଲ ହେବାକୁ ଲାଗିଛି ଏବଂ ଏପର୍ଜ୍ଯନ୍ତ ୧ କୋରୋଡରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଭଳି ଭିଡିଓ ସାୟଦ ଆପଣ ଆଗରୁ କେବେ ଦେଖି ନଥିବେ । ଏହି ଭିଡିଓ ବହୁତ ଭଲ ଭାଇରାଲ ହେଉଛି ।

ଏହି ଭିଡିୟରେ ଦେଖା ଯାଇଥିବା ଜାଗା ର ଚିହ୍ନଟ ତ କରିହେବ ନାହିଁ ଦେଖିବାକୁ ଏହା ବାହାର ଦେଶ ଭଳି ଲାଗୁଛି ଯାହାକୁ ୟୁଟୁବ ଚ୍ଯାନେଲ ଗିନୋ ସଲେରୋନ ଅପଲୋଡ କରିଚ୍ଛି ଏବଂ ଯେବେ ଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଆସିଛି ଏହା ଆସିବା ପରେ ଧୁମ ମଚାଇଛି । ଆପଣ ବି ଦେଖନ୍ତୁ ଏହା ହଇରାଣ କରିଦେଲା ଭଳି ଭିଡିଓ । ମେଟ୍ରୋ ଆଜିକାଲି ତ ପୁରା ଦୁନୂଆରେ ଖେଳାଇ ହୋଇରହିଛି ,ବଡ ବଡ ସହରରେ ପରିବହନ ବ୍ୟବସ୍ତା ରେ ନୂଆ ସ୍ୱରୂପ । ଯେଉଠି କି ଗୋଟେ ସମୟରେ କୌଣସି ବି ଦେଶରେ ଯେଉଁଠି ପ୍ରଥମେ ନିଜ ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ ଲୋକଙ୍କୁ ଘଣ୍ଟାଟାଏ ସମୟ ଲାଗେ । ଆଜି ମେଟ୍ରୋ ଟ୍ରେନ ର ଆସିବା ପରେ ଦୂର ମିଟିଂରେ ଠିକ ହୋଇଥାଏ ।

Leave a Reply

Your email address will not be published. Required fields are marked *