ଦର୍ଶକ ବନ୍ଧୁ ହିନ୍ଦୁ ଧର୍ମରେ ଶନିଙ୍କୁ ନ୍ୟାୟର ଦାତା କୁହାଯାଏ । ଏହା ସହ ଭଗବାନ ଶନିନୁ ପାପର ଦାତା ମଧ୍ୟ କୁହାଯାଏ । କାରଣ ଯେଉଁ ବ୍ୟକ୍ତି କର୍ମ କରିଥାଏ ଶନିଦେବ ତାଙ୍କୁ ସେଭଳି ଫଳ ଦେଇଥାନ୍ତି । ଶନିଦେବଙ୍କ କୃପା ହେଲେ ବ୍ୟାକୀତ୍ୟର ଜୀବନ ସୁଖ ସମୃଦ୍ଧି ଆସିଥାଏ । ଯେଉଁ ଲୋକ ଖରାପ କର୍ମ କରିଥାଏ ତାକୁ ଦଣ୍ଡ ଦେଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମାର୍ଚ୍ଚ ୧ରେ ବନିବାକୁ ଯାଉଛି କାଳସର୍ପ ଯୋଗ ।
ଯାହା କାରଣରୁ ଏହି ୬ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ଭଗବାନ ଶନିଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ମାର୍ଚ୍ଚ ୧ରୁ ବ୍ୟାପାରରେ ଲାଭ ମିଳିବ । ବେତନରେ ବୃଦ୍ଧିର ଯୋଗ ଅଛି । ରୋଜଗାରରେ ବୃଦ୍ଧି ହେବ । ଚାକିରି ପ୍ରାପ୍ତ ହେବାର ଯୋଗ ଅଛି । ଯେଉଁ ଲୋକ ବିଦେଶରେ ଚାକିରି ବା ପଢିବାର ସ୍ଵପ୍ନ ଦେଖୁଛନ୍ତି ତାହା ଜଲ୍ଦି ପୂରଣ ହେବ ।
ତୁଳା ରାଶି : ଭଗବାନ ଶନିଦେବ ଆପଣଙ୍କ ଉପରେ ଅଧିକ ମେହରବାନ ରହିବେ ମାର୍ଚ୍ଚ ୧ ଠାରୁ । ଆପଣଙ୍କୁ ମାନ ସମାନ ମିଳିବ ସହ ସମଜା ଦ୍ଵାରା ତାରିଫ କରାଯିବ । ଆପଣଙ୍କୁ ନୂଆ ନୂଆ ଅବସର ମିଳିବ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଦିଶା ବଦଳିଯିବ । ପରିବାରରେ ଖୁଶିର ମାହୋଲ ରହିବ ।
କୁମ୍ଭ ରାଶି : ଭଗବାନ ଶନିଙ୍କ କୃପାରୁ ମାର୍ଚ୍ଚ ୧ ବହୁତ ଭଲ ଦିନ ସାବ୍ୟସ୍ତ ହେବ । ଏହି ଦିନ ପୂର୍ବରୁ କରିଥିବା ମେହନତର ଫଳ ମିଳିବ । ଘର ପରିବାରର ସାଥ ମିଳିବ । କରଜରୁ ମୁକ୍ତି ପାଇବେ । ବନ୍ଧୁଙ୍କ ସହଯୋଗ ପାଇବେ । ଧନ ଜନିତ ସମସ୍ଯା ଦୂର ହେବ । ଧନରେ ଖୁବ ବୃଦ୍ଧି ହେବ ।
ମିଥୁନ ରାଶି : ମାର୍ଚ୍ଚ ରେ ଭଗବାନ ଶନିଙ୍କ କୃପାରୁ ଦିନ ଅତ୍ୟନ୍ତ ଶୁଭ ରହିବ । ବହୁତ ଅଧିକ ଧନ ଲାଭ ହେବ । ଆପଣଙ୍କ ଜୀବନର ସବୁ ଦୁଖ କଷ୍ଟ ଦୂର ହେବ । ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବାକୁ ଅଯାଉଛି । ଆର୍ଥିକ ସ୍ଥିତି ଦୃଢ ହେବ । ଜୀବନ ସୁଖମୟ ହେବ । ନୂଆ ଘର ବା ବହନ କ୍ରୟ କରିପାରନ୍ତି ।
କନ୍ୟା ରାଶି : ଆପଣଙ୍କ କୁଣ୍ଡଳିରେ ଜବରଦସ୍ତ ଯୋଗ ରହିଛି ମାର୍ଚ୍ଚ ରେ । ଯାହା କାରଣରୁ ଆପଣଙ୍କ ପାଇଁ ଉତ୍ତମ ସମୟ ରହିଛି । ଏମିତି ବ୍ୟକ୍ତି ଆପଣଙ୍କ ଜୀବନରେ ଆସିବେ ଯିଏ ଆପଣଙ୍କ ଜୀବନକୁ ବଦଳାଇ ରଖିଦେବ । ଆପଣଙ୍କୁ ଧନ ଲାଭ ହେବ । ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ ।
ସିଂହ ରାଶି : ସିଂହ ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଅପାର ରହିବ । ଯାହା ବି କାମ କରିବେ ତାହା ସଫଳ ହେବ । ଅଧିକରୁ ଅଧିକ ଆର୍ଥିକ ଲାଭ ହେବ । ପୂର୍ବରୁ କରିଥିବା ମେହନତର ପରିଣାମ ମିଳିବ । ମାର୍ଚ୍ଚ ୧ ଠାରୁ ଆପଣଙ୍କ କାରୋବରରେ ବୃଦ୍ଧି ହେବ । ମାନ ସମ୍ମାନରେ ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।