ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ ଦୀର୍ଘ 700 ବର୍ଷ ପରେ ଆସନ୍ତା କାଲି ମାର୍ଗଶିର ଅମାବାସ୍ୟା ଏହି 6ଟି ରାଶି ହେବେ କୋଟିପତି

ବନ୍ଧୁଗଣ ଆସନ୍ତା କାଲି ହେଉଛି ମାର୍ଗଶିର ଅମାବାସ୍ୟା । କାଲି ଠାରୁ 6ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଭଗବାନ ଶନି ଏହି ରାଶିଙ୍କର ସବୁ ଦୁଃଖ କଷ୍ଟ ଦୂର କରିବାକୁ ଯାଉଛନ୍ତି । ବର୍ଷର ସବୁଠାରୁ ବଡ ଅମାବାସ୍ୟା ଆସନ୍ତା କାଲି ପଡିବାକୁ ଯାଉଛି । ହିଦନୁ ଧର୍ମରେ ଅମାବାସ୍ୟା ଦିନକୁ ବହୁତ ଖାସ ମାନାଯାଏ । ଏହି ଦିନ ପୂଜା, ପାଠ, ଦାନ ଧର୍ମ କରିବାର ବିଶେଷ ବିଧି ରହିଛି । କାଲି ଠାରୁ କାଳସର୍ପ ଯୋଗ, ଦୁର୍ଲଭ୍ଯ ମହା ସଂଯୋଗ ଘଟୁଅଛି । ଭଗବାନ ଶନିଙ୍କ କୃପା ଏହି ରାଶିଙ୍କ ଉପରେ ରହିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ ସେହି ରାଶିଙ୍କ ବିଷୟରେ ।

ମକର ରାଶି : ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ଧନ ଲାଭର ସମ୍ଭାବନା ଅଛି । ବ୍ୟାପାର ବ୍ୟବସାୟରେ ବୃଦ୍ଧି  ହେବ । ଚାକିରିରେ ପଦୋନ୍ନତି ହେବ । ବିଦେଶରେ ରହି ପାଠ ପଢିବାର ବା ଚାକିରି କରିବାର ସ୍ଵପ୍ନ ପୂରଣ ହେବ । ଆୟରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଭଲ ଆସୁଛି । ଆପଣଙ୍କର ମାନ ସମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯେଉଁ କାରଣରୁ ଆପଣଙ୍କର ସମାଜରେ ପ୍ରଶଂସା କରାଯିବ । ଆପଣଙ୍କୁ ସଫଳତା ର ନୂଆ ଅବସର ପ୍ରାପ୍ତ ହେବ । ଏହାକୁ ପ୍ରାପ୍ତ କରି ଆପଣ ଜୀବନରେ ଆଗକୁ ବଢିବେ ।

ବୃଷ ରାଶି : ଭଗବାନ ଶନିଙ୍କ ଆଶୀର୍ବାଦ ରୁ ଆପଣଙ୍କୁ ବହୁତ ଜଲ୍ଦି ଶୁଭ ଖବର ମିଳିବ । ମେହନତର ଫାଇଦା ପ୍ରାପ୍ତ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ଅଟକିଥିବା ଟଙ୍କା ଫେରି ପାଇବେ । ବନ୍ଧୁଙ୍କ ସହ ମିଳାମିଶା ବଢିବ । ବଡ ସଫଳତା ସହ ଧନ ଲାଭ ହେବ ।

କନ୍ୟା ରାଶି : ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣଙ୍କୁ ଧନ ଲାଭ ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ସାଲାରି ରେ ବୃଦ୍ଧି ହେବାର ଯୋଗ ଅଛି । ପ୍ରେମ ଜୀବନ ସଫଳ ହେବ । ରିବାର ଓ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ ।

ସିଂହ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବେହତର ରହିବ । ମାନ ସମାନ ମିଳିବ । ସମାଜ ଦ୍ଵାରା ଆପଣଙ୍କର ଖୁବ ପ୍ରଶଂସା କରାଯିବ । ଜୀବନରେ ନୂଆ ଅବସର ମିଳିବ ଯାହା ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିଦେବ । ଖୁବ ଧନ ଲାଭ ହେବ ।

ଧନୁ ରାଶି : ଆପଣଙ୍କୁ ଅଭୁତ ଜଲ୍ଦି ଭଲ ଖବର ମିଳିବ । ସମୟ ଅନୁସାରେ ଆପଣଙ୍କର ସବୁ କାମ ସଫଳତା ପୂର୍ବକ ପୂରଣ ହେବ । ପରିବାରର ସହଯୋଗ ପ୍ରାପ୍ତ ହେବ । ନୂଆ ବାହନ ବା ଘର କ୍ରୟ କରିବେ । ଅଟକିଥିବା କାମ ସମୟ ଅନୁଯାୟୀ ପୂରଣ ହେବ । ପରିବାରରେ ଖୁଶିର ମାହୋଲ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *