ନମସ୍କାର ବନ୍ଧୁଗଣ । ମୋ ଜୀବନ ନଷ୍ଟ କରିଛୁ ଲଙ୍ଗଳା ହୋଇ ଗାଁ ରୁ ଯାଆ ମୁଁ କିନ୍ନର ହୋଇ ହୋଇ ତୁ ମୋତେ ଭଲ ପାଇଲୁ ମୋତେ ବାହା ହେବୁ ବୋଲି କହିଲୁ ମୋ ମା ଠାରୁ ଟଙ୍କା ନେଲୁ ମୋ ପାଖରେ ରହିଲୁ ଆଉ ମୁଁ ତୋ ନାଁ ରେ ମଥାରେ ସିନ୍ଦୁର ହାତରେ ଶଙ୍ଖା ଓ ପାଦରେ ଅଳତା ବି ପିନ୍ଧିଲି । ଏମିତିକି ତୁ ତୋ ଗାଁ ଛାଡି ମୋ ଗାଁ ରେ ରହିଲୁ ସେତିକିରେ ମନ ପୁରିଲାଣି ଯେ ମୋ ଗାଁ ର ଆଉ ଗୋଟେ ଝିଅକୁ ଭଲ ପାଇ ରାତି ଅଧରୁ ମୋ ଗାଁ ରୁ ଲୁଚିକି ପଲାଉଥିଲୁ । ଏହା ପରେ କିନ୍ନର ଜଣକ ଭଲ ପାଇ ବାହା ହୋଇଥିବା ଲୋକ କୁ ଭଲ କରି ମାଡ ମାରିଛନ୍ତି ।
ଆପଣ ମାନେ ବି ଦେଖି ପାରିବେ ଏହି ଭିଡିଓ ରେ କିପରି ଭାବେ ଜଣେ କିନ୍ନର ତାଙ୍କ ସ୍ଵାମୀ ଙ୍କୁ ମାଡ ମାରିଛନ୍ତି । ହାତ ରେ ପିନ୍ଧିବା ଶଙ୍ଖା କୁ ବାହାର କରି ନିଜ ସ୍ଵାମୀ ଙ୍କ ମୁହଁ କୁ ଫୋପାଡୁଛନ୍ତି କିନ୍ନର ଜଣକ । ବେକରେ ପିନ୍ଧିବା ମଙ୍ଗଳସୂତ୍ର କୁ ବାହାର କରି ତାଙ୍କ ସ୍ଵାମୀ ଙ୍କ ମୁହଁ କୁ ଫୋପାଡିଛନ୍ତି । କାରଣ କିନ୍ନର ଙ୍କ ସ୍ଵାମୀ ତାଙ୍କ ଗାଁ ର ଅନ୍ୟ ଜଣେ ଝିଅକି ଭଲ ପାଇ ରାତି ଅଧରେ ଫେରାର ହୋଇ ଯାଉଥିଲେ ।
ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ରେ । ଯେଉଁ ଠାରେ ଜଣେ କିନ୍ନର ଜଣେ ଯୁବକ ଙ୍କୁ ବିବାହ କରିଥିଲେ । ଏମିତିକି ଯୁବକ ଜଣକ କିନ୍ନରଙ୍କର ସବୁ ସମ୍ପତି ର ଦେଖାଶୁଣା ମଧ୍ୟ କରୁଥିଲେ ବିବାହ ପରେ । ଏମିତିକି ଯୁବକ ଜଣକ କିନ୍ନର ଙ୍କ ଘରେ ମଧ୍ୟ ରହୁଥିଲେ ।
ଏହାରି ଭିତରେ ଯୁବକ ଜଣକ କିନ୍ନର ଙ୍କ ଗାନ ର ନ୍ୟ ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢିଥିଲେ । ଏମିତିକି ସେହି ଯୁବତୀ ଙ୍କ ସହ କିନ୍ନର ଙ୍କ ସ୍ଵାମୀ ରାତି ଅଧରେ ଘରୁ ପଳାୟନ କରୁଥିଲେ । ଆଉ ଠିକ ସେହି ସମୟରେ କିନ୍ନର ଙ୍କ ହାବୁଡରେ ପଡି ଯାଇଥିଲେ ଯୁବକ ଓ ଯୁବତୀ ଜଣକ ।
ଆଉ ଏହା ପରେ କିନ୍ନର ନିଜ ସ୍ଵାମୀ ଙ୍କୁ ନିସ୍ତୁକ ମାଡ ମାରିଥିଲେ । ଆଉ ଏହା ପରେ ଭଲ ପାଉଥିବା ଯୁବତୀ ଙ୍କୁ ସାଥିରେ ଧରି ଗାଁ ଛାଡିଥିଲେ ଯୁବକ ଜଣକ । କିନ୍ନର ଜଣକ ଯେତେବେଳେ ନିଜ ସ୍ଵାମୀ ଙ୍କୁ ଅନ୍ୟ ଜଣେ ଯୁବତୀ ଙ୍କ ସହ ଦେଖିଲେ ସହ୍ୟ ନ କରିପାରି ନିସ୍ତୁକ ମାଡ ମାରିଛନ୍ତି ରାସ୍ତା ମଝି ରେ ।
ବାସ୍ତବରେ ଦେଖିବାକୁ ଗଲେ ଯୁବକ ଜଣକ କିନ୍ନର ଙ୍କ ଭାବନା ସହ ଖେଳିଛନ୍ତି ଯାହା ସଂପୂର୍ଣ୍ଣ ଭୂ ଲ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।