ମୋ ନାତିକୁ ନେଇ ଘରକୁ ଫେରି ଆସେ ବୋହୂ… Truptiଙ୍କୁ ଘରକୁ ଫେରାଇ ଆଣିବାକୁ କିଛି ଏମିତି କହିଲେ ଶଶୁର Uttam Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବାବୁସାନ ଙ୍କ ଠାରୁ ଏବେ ଦୂରରେ ରହିଛନ୍ତି ସ୍ତ୍ରୀ ତୃପ୍ତି ଶତପଥି ପ୍ରକୃତି ଓ ବାବୁସାନ ବିବାଦ ପରେ । ଏମିତିକି ତାଙ୍କ ପୁଅ ଗୁହାନ ମଧ୍ୟ ତୃପ୍ତି ଙ୍କ ସହ ତାଙ୍କ ବାପା ଘରେ ରହୁଛନ୍ତି । ଗୁହାନ ମଧ୍ୟ ନିଜ ବାପା ବାବୁସାନ ଙ୍କ ଠାରୁ ଦୂରରେ ରହିଛନ୍ତି । ତେବେ ବରିଷ୍ଠ ଅଭିନେତା ତଥା ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ ତାଙ୍କ ନାତିକୁ ବହୁତ ଝୁରି ହେଉଛନ୍ତି । ପ୍ରତେକ ସମୟରେ ନିଜ ନାତି କୁ ଖୋଜୁଛନ୍ତି ଉତ୍ତମ ମହାନ୍ତି । କେମିତି ବା ଝୁରିବେ ନାହି ଉତ୍ତମ ମହାନ୍ତି ଯେତେ ଯାହା ହେଲେ ବି ଗୋଟିଏ ବୋଲି ନାତି ତାଙ୍କର ।

ଏ ନେଇ ଉତ୍ତମ ମହାନ୍ତି ନିଜ ବୋହୂ ତୃପ୍ତି ଙ୍କୁ ଅନୁରୋଧ କରି କହିଛନ୍ତି କି ବୋହୂ ତୁମେ ନାତି କୁ ଏଇ ଫେରି ଆସ । ମୋ ଦେହ ଭଲ ନାହି ମୋ ନାତିକୁ ଦେଖିବାକୁ ବହୁତ ଇଚ୍ଛା ହେଉଛି ରେ ମା ତୁ ମୋ ନାତିକୁ ଧରି ଘରକୁ ପଳେଈ ଆସେ । ଆଜି ତୁମ ଦୁଇ ଜଣଙ୍କ କଥା ବହୁତ ମନେ ପଡୁଛି ଯାହା ହୋଇଛି ସବୁ ଭୁଲି ସମସ୍ତଙ୍କୁ କ୍ଷମା କରି ଦେ ଆଉ ଆମ ଘରକୁ ଫେରି ଆସେ ।

ଆଗକୁ ଉତ୍ତମ ମହାନ୍ତି କହିଛନ୍ତି ତୁ ମୋ ଘରର ଲକ୍ଷ୍ମୀ ତୁ ନାହୁଁ ବୋଲି ଘର ଭଲ ଲାଗୁ ନାହି ମା ରେ ତୁ ସବୁ ଭୁଲି ଘରକୁ ଫେରି ଆ ଆଜି ନାତି ସହ ଖେଳିବାକୁ ବହୁତ ଇଚ୍ଛା ହେଉଛି ତା କଥା ବହୁତ ମନେ ପଡୁଛି । ମୋ ନାତି ନାହି ବୋଲି ଘର ଟା ଶୁନଶାନ ଲାଗୁଛି ମୋ ନାତି କୁ ମୁଁ ବହୁତ ଝୁରି ହେଉଛି ତୁ ମୋ ପୁଅ ଉପରେ ଅଭିମାନ କରିଛୁ ହେଲେ ଆମେ ଦୁଇ ଜଣ ତୋର କି ଦୋଷ କରିଛୁ କହିଲୁ  ।

ତୋ ଶାଶୁ ବି ବହୁତ ମନ ଦୁଖ କରୁଛି । ତୁମ ଦୁହିଙ୍କୁ ଶାଶୁ ବି ମାନେ ପକାଉଛି ମା ରେ ଆମ ସ୍ଵାମୀ ସ୍ତ୍ରୀ ଙ୍କ ଆଖି ରୁ ଲୁହ ସୁଖୁ ନାହି ତୁ ଜଲ୍ଦି ଘରକୁ ପଳେଇ ଆସେ ବୋହୂ ତୋ ଫେରିବା ବାଟ କୁ ଆମେ ଅନାଇ ଆସିଛି । ତୁମ ମାନଙ୍କୁ ଦେଖିଲେ ହୁଏ ତ ମୋ ଦେହ ଭଲ ହୋଇଯିବ କହିଛନ୍ତି ଉତ୍ତମ ମହାନ୍ତି । ତେବେ ଏଭଳି ବ୍ୟକ୍ତ କରିଛନ୍ତି ଉତ୍ତମ ମହାନ୍ତି ନିଜ ବୋହୂଙ୍କୁ ନେଇ ।

ଯଦି ଦେଖିବା ତୃପ୍ତି ବାବୁସାନ ଭୁଲ ମାଗିବା ପରେ ଏବେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । ତେବେ ଦେଖାଯାଉ କଣ ତୃପ୍ତି ସବୁ କିଛି ଭୁଲି ବାବୁସାନ ଙ୍କ ଜୀବନକୁ ଓ ତାଙ୍କ ପରିବାରକୁ ଫେରି ଆସିବେ ନା ତାଙ୍କର ଆଉ କଣ ନିସ୍ପତି ରହିବ ଏହି ଘଟଣା କୁ ନେଇ ।

ହୋଇପାରେ ନିଜ ଶ୍ଵଶୁରଙ୍କ ସ୍ୱାସ୍ଥ୍ୟ ଖାରପ କଥା ଶୁଣିବା ପରେ ତୃପ୍ତି ଫେରି ଆସି ପାରନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *