ଦେଖନ୍ତୁ Live ଷ୍ଟେଜରେ ନିଜ ମନ କଥା ଖୋଲି କହିଲେ Babushan, କଣ କହୁଛନ୍ତି ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଖୁବ ଚର୍ଚ୍ଚା ରେ ରହି ଆସିଛନ୍ତି । ସେମାନେ ନିଜର ଅଭିନୟ ସହ ଷ୍ଟାଇଲ, ଲୁକ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ବ୍ୟକ୍ତିଗତ ଜୀବନକୁ ନେଇ ଓଲିଉଡ କଳାକାର ମାନେ ଅନେକ ସମୟରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଯାହା ତାଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ବେଶ ଆଗ୍ରହୀ ହୋଇଥାନ୍ତି । ଅଭିନେତା ଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ଯାଏଁ ସମସ୍ତରେ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ ଲୋକଲୋଚନ ଆସିଛନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତା ବାବୁସାନ ମହାନ୍ତି ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଆପଣ ମାନେ ଓଡିଶାର ସାନ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଲିଉଡ ଜଗତରେ ଚକଲେଟ ହିରୋ ଭାବେ ବେଶ ପରିଚିତ ଅଟନ୍ତି । ତାଙ୍କର ଅଭିନୟ, ଡାଇଲଗ, ଆକ୍ସନ ସବୁ କିଛି ନିଆରା ହୋଇଥାଏ ଠିକ ତାଙ୍କ ଭଳି । ସେ ଏତେ ସୁନ୍ଦର ଆଉ ଜବରଦସ୍ତ ଅଭିନୟ କରିଥାନ୍ତି ଯାହା ପାଇଁ ଦର୍ଶକ ମାନେ ବାରମ୍ବାର ତାଙ୍କ ଫିଲ୍ମ ଦେଖିବାକୁ ଆଗ୍ରହୀ ହୋଇଥାନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଅନେକ ସାରା ଭେଟି ଦେଇଛନ୍ତି । ତାଙ୍କର ଅଗଣିତ ଫିଲ୍ମ ରହିଛି ଯାହାକୁ ଦର୍ଶକ ମାନେ ଟିଭି ପରଦାରେ ଦେଖି ବେଶ ଖୁସି ହୋଇଥାନ୍ତି ।

ତେବେ ଗତ କିଛି ଦିନ ପୂର୍ବେ ବାବୁସାନ-ପ୍ରକୃତି-ତୃପ୍ତି ଙ୍କୁ ନେଇ ଯେଉଁ କଳି ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ସମୟରେ ଥମିବାରେ ଲାଗିଛି । ତେବେ ବାବୁସାନା ବର୍ତ୍ତମାନ ନିଜ କ୍ଯାରିୟର ପ୍ରତି ଅଧିକ ଧ୍ୟାନ ଦେବାର ନଜର ଆସୁଛନ୍ତି । ଏହାରି ମଧ୍ୟ ସେ ସୋ କୁ ଯିବାର ନଜର ଆସିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭୂରି ବୁଲିବାରେ ଲାଗିଛି । ଏହି ଭିଡିଓ ରେ ବାବୁସାନ ଙ୍କୁ ଖୁବ ଧୁମଧାମ ରେ ସ୍ଵାଗତ କରା ଯାଉଛି । ତାଙ୍କର ଏଣ୍ଟ୍ରି କିଛି ନିଆରା ଢଙ୍ଗ ରେ ହୋଇଛି ।

ସେ ଫ୍ୟାନ୍ସ ମାନଙ୍କୁ ହାତ ଯୋଡି ନମସ୍କାର କରିବା ସହ ତାଙ୍କ ମନ କଥା ମଧ୍ୟ କହିଛନ୍ତି ଯାହା ସେ ଅନେକ ଦିନ ହେବ କହିବାକୁ ଚେଷ୍ଟା କରୁଥିଲେ । ତେବେ ଏହି ସୋ ରେ ଅଭିନେତ୍ରୀ ଏଲିନା ସାମନ୍ତରାଏ ମଧ୍ୟ ଯୋଗ ଦେଇଛନ୍ତି । ବାବୁସାନ ଓ ଏଲିନା ପରସ୍ପର ସହ ମିଶି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଦୁହିଙ୍କର ଡ୍ୟାନ୍ସ ଖୁବ ଧମାକାଦାର ହୋଇଛି ।

ବାବୁସାନ ନିଜର ଫ୍ୟାନ୍ସ ମାନଙ୍କୁ ଅନେକ ଦିନ ପରେ ସୋ ଜରିଆରେ ନଜର ଆସିଛନ୍ତି । ଏହି ସୋ ରେ ବାବୁସାନ ଗୀତ ଗାଇବାର ମଧ୍ୟ ନଜର ଆସିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ମହାନ୍ତି ଓ ଏଲିନା ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *