ମୋ ପିଲାର ବାପା ତୁମେ ହେବ କି ? ତୁମ ଦାଣ୍ଡରେ ଯାଇ ଧାରଣା ଦେବୀ, 30 ଲକ୍ଷ ନେବି… ଦେଖନ୍ତୁ କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ । ଦୀର୍ଘ ୧୧ ଦିନ ହେଲାଣି ବ୍ରହ୍ମପୁର ସହର ରେ ପୁଣି ଠାରେ ନିଜର ଅଧିକାର ପାଇବା ପାଇଁ ପ୍ରେମକି ଘର ଆଗରେ ଧାରଣା ଦେଇ ବସିଛନ୍ତି ପ୍ରେମିକା ଦୀପିକା । ତେବେ ଦୀପିକାଙ୍କ ଶାଶୁ ଗତ କାଲି ହାଇ ଭୋଲେଟେଜ ଡ୍ରାମା କରିଥିଲେ । ଏମିତିକି ଦୀପିକାଙ୍କୁ ଠେଲି ଦେଇ ତାଙ୍କୁ ତଣ୍ଟି ଚିପବା ପାଇଁ ଚେଷ୍ଟା କରିଥିଲେ । ଏମିତି କି ଟେଣ୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୀପିକାଙ୍କ ଶାଶୁ । ଦୀପିକା କହିଛନ୍ତି କଦଳୀ ବାଲା ଝିଅ ସହ ଦିନେଶଙ୍କର ମ୍ୟାରେଜ କରିବାକୁ ଚେଷ୍ଟା କରୁଥିଲେ ତାଙ୍କ ପରିବାର । ଏହି ଖବର ଜାଣିବା ପରେ ଦୀପିକା ତାଙ୍କ ଘରେ ଆଗରେ ଧାରଣା ଦେଇ ବସିଛନ୍ତି ଆଉ ଆଗକୁ ମଧ୍ୟ ବସିବେ ।

ତେବେ କେମିତି ଦୀପିକାଙ୍କୁ ଘର ଆଗରୁ ହଟାଇବେ ସେ ନେଇ ଦୀପିକା ଙ୍କ ଶାଶୁ ଅନେକ ପ୍ରକାରର ଚେଷ୍ଟା ଜାରି ରଖିଛନ୍ତି । କ୍ରୀଷ୍ଣା ରାଜୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ବହୁତ ଖରାପ ଭାଷା ରେ ଗାଳି ଗୁଲଜ କରିଛନ୍ତି ବୋଲି ଦୀପିକା କହିଛନ୍ତି । ସେ ଏମିତି ଜାଣିଶୁଣି କରୁଛନ୍ତି କେମିତି ଦୀପିକା ହଟିଯିଏ କିନ୍ତୁ ସେଠାରୁ ଦୀପିକା ଜମା ବି ହଟିବେ ନାହି ବୋଲି କହିଛନ୍ତି ।

କାରଣ ଦୀପିକା ତାଙ୍କ ସ୍ଵାମୀ ଠାରୁ ନ୍ୟାୟ ମାଗିବାକୁ ଆସିଛନ୍ତି ତାଙ୍କ ଦୁଆରକୁ । ମୁଁ କାହା ଦ୍ଵାରା କୁ ଯାଇ ନାହି ଯଦି ମୋର ପିଲାର ବାପା ଅଧିକାର ଆପଣ ମାନେ ଦେବେ ତେବେ କୁହନ୍ତୁ ଆପଣଙ୍କ ଦ୍ଵାରକୁ ଚାଲି ଯିବି ବୋଲି ଦୀପିକା କହିଛନ୍ତି । ଆଜି ଏକା ବସିଛନ୍ତି ଦୀପିକା ଆଉ ଟିକେ ବି ପ୍ରମିଳା ମା ଆସି ପହଞ୍ଚିଯିବେ ।

କାରଣ ପ୍ରମିଳା ମାଉସୀ ଯେଉଁ ଝିଅ ମାନଙ୍କ ସହ ଏଭଳି ଅନ୍ୟାୟ ହେଉଛି ତାର ପ୍ରତିବାଦ କରୁଛନ୍ତି । ଦୀପିକା ଙ୍କ ସହ ପ୍ରମିଳା ମା ଙ୍କୁ ମଧ୍ୟ ଦିନେଶ ଙ୍କ ପରିବାର ଓ ସାହି ବାସିନ୍ଦା ହଟାଇବାକୁ ଚେଷ୍ଟା କରୁଛନ୍ତି । ଏମିତିକି ଗତ କାଲି ପ୍ରମିଳା ମା ଙ୍କୁ ମଧ୍ୟ ଅପନିନ୍ଦା କରା ଯାଇଛି । ଏଟା କେବଳ ଗୋଟେ ରାଜନୀତି ଆଉ କିଛି ନୁହେଁ ବୋଲି ଦୀପିକା କହିଛନ୍ତି ।

କେମିତି ଦୀପିକା ଆଉ ପ୍ରମିଳା ମା ଙ୍କୁ ଏଠାରୁ ହଟାଯିବ ତାର ପ୍ଳାନ ଚାଲିଛି । ଦୀପିକା ଆଉ ପ୍ରମିଳା କେବଳ ନ୍ୟାୟ ପାଇଁ ଏଠାରେ ବସିଛନ୍ତି ଆଉ କିଛି ବି ଉଦ୍ଦେଶ୍ୟ ନାହି । କିଛି ଲୋକେ ଦୀପିକା ଓ ପ୍ରମିଳା ମା ଙ୍କୁ ଡାକୁଥିଲେ ୩୦ ଲକ୍ଷ ତାଙ୍କ ନେଇ ଏ କେସ ଉଠାଇବା ପାଇଁ । ଏମିତିକି ସେହି ଲୋକ ମାନେ ପ୍ରମିଳା ମା ଙ୍କୁ ଘର ପାଖକୁ ଡାକୁଥିଲେ ସେହି ପଇସା ନେଇକି ଯିବା ପାଇଁ ।

ଆଗକୁ ଦୀପିକା କହିଛନ୍ତି ତୁଟୁ ଗୌଡ ଯିଏ ଦିନେଶଙ୍କ ଦାଦା ହେବେ ତାଙ୍କ ଝିଅ ସହ ମ୍ୟାରେଜ କରିବାକୁ ଦିନେଶଙ୍କ ପରିବାର ଚେଷ୍ଟା କରିଥିଲେ ଯାହା ପାଇଁ ଦୀପିକା ଆଜି ଦାଣ୍ଡ ଦୁଆରେ ବସିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *