‘ଚତୁର୍ଥୀ ଦିନ ତା ଭାଉଜ ଆସିଥିଲା ..ମୋ ସହ ଯାହା କରିବା କଥା ସେ ଭାଉଜ ସହ କଲା, ଆଉ ମୁଁ ନିଜ ଆଖିରେ…’ ଦେଖନ୍ତୁ Video କଣ କହୁଛନ୍ତି ମହିଳା ଜଣଙ୍କ

ନମସ୍କାର ବନ୍ଧୁଗଣ । ଏହି ଭିଡିଓ ରେ ଜଣେ ମହିଳା କିଛି ଏମିତି କଥା ନିଜ ସ୍ବାମୀଙ୍କ ବିଷୟାରେ କହିଛନ୍ତି ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଚଳିତ ହୋଇଯିବେ । ତେବେ ମହିଳା ଜଣକ କହିଛନ୍ତି ତାଙ୍କ ସ୍ବାମୀଙ୍କର ଦୀର୍ଘ ୫ ବର୍ଷ ହବେ ତାଙ୍କ ଭାଉଜ ଙ୍କ ସହ ସମ୍ପର୍କ ରହିଥିଲା । ଯେବେ ଏହି କଥା ତାଙ୍କ ସ୍ବାମୀଙ୍କ ଭାଇ ଓ ପରିବାର ଲୋକେ ଜାଣିବାକୁ ପାଇଲେ ତା ପରେ ଭାଉଜ କୁ ନେଇ ଭାଇ କଟକ ଚାଲି ଯାଇଥିଲେ ଅଲଗା ରହିବାକୁ ଲାଗିଲେ । ଏହା ପରେ ମହିଳା ଙ୍କ ସ୍ଵାମୀ ଜଣକ ବିଷ ଖାଇ ଦେଇଥିଲେ ତା ପରେ ଚିକିତ୍ସା ହେବା କାରଣରୁ ସେ ବଞ୍ଚି ଯାଇଥିଲେ ।

ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ଗଭୀର ବୋଲି ମହିଳା ଜଣକ କହିଛନ୍ତି । ଏ ସବୁ ଘଟଣା ମହିଳା ଙ୍କ ସ୍ଵାମୀ ତାଙ୍କୁ ବାହଘର ପର ଦିନ କହି ଦେଇଥିଲେ । ମହିଳା ଙ୍କ ସ୍ଵାମୀ କହିଥିଲେ କି ସେ ତାଙ୍କ ଭାଉଜ ଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ପରିବାର ଲୋକେ ଏ କଥା ଜାଣିବା ପରେ ଭାଉଜ କୁ ନେଇ ଭାଇ କଟକ ଚାଲି ଯାଇଥିଲେ ।

ଏହା ପରେ ପରିବାର ଲୋକେ ମହିଳାଙ୍କ ବିବାହ କରାଇ ଦେଲା କାରଣ ଯେମିତି ପୁଅ ଟି ସୁଧୁରି ଯିବ ବା ବାଟ କୁ ଆସିଯିବ । ଏହା ପରେ ଆଗକୁ ମହିଳା ଜଣକ କହିଛନ୍ତି ଯେଉଁ ଦିନ ତାଙ୍କର ଚତୁର୍ଥୀ ରାତି ଥିଲା ସେଦିନ ତାଙ୍କ ଭାଉଜ ତାଙ୍କ ରୁମ କୁ ଆସିଲେ ଆଉ ତାଙ୍କ ବେଡ ଉପରେ ବସି ତାଙ୍କ ସ୍ଵାମୀ ଙ୍କ ସହ ଗପିବାକୁ ଲାଗିଲେ ।

ଏହା ପରେ ମହିଳାଙ୍କ ସ୍ଵାମୀ ଜଣକ କିଛି ଏମିତି ଲଜ୍ୟାଜନକ କାଣ୍ଡ ଘଟାଇଛନ୍ତି ଯାହାକୁ ମହିଳା ଜଣକ ଏପରି ଭାବେ ବ୍ୟକତ କରିଛନ୍ତି କି ତାଙ୍କ ସହ ଚତୁର୍ଥୀ ରାତି ରେ ଯାହା କରିବା କଥା ତାଙ୍କ ସ୍ଵାମୀ ଭାଉଜ ଙ୍କ ସହ କରିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କ ସ୍ଵାମୀ ଙ୍କ ଭାଉଜ କହିଲେ ତୁ କଣ ଆମର ୫ ବର୍ଷର ପ୍ରେମ ସମ୍ପର୍କ କୁ ଭାଙ୍ଗି ଦେବୁ ?

ଏ ସବୁ କଥା ଶୁଣିବା ପରେ ମହିଳା ଜଣକ ତାଙ୍କ ସ୍ଵାମୀ ଙ୍କ ପାଖରେ ରହିଥିଲେ କାଳେ ସ୍ଵାମୀ ସୁଧୁରିଯିବେ । ୪ ଦିନ ଭଲ ପଡୁଥିଲେ ଆଉ ୪ ଦିନ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥିଲା । ପ୍ରାୟ ଅଢେଇ ମାସ କାଳ ମହିଳା ନିଜ ସ୍ଵାମୀ ଙ୍କ ପାଖରେ ରହିଲେ କିନ୍ତୁ କିଛି ଲାଭ ହେଲା ନାହି । ଏହା ପରେ ନିଜ ବାପା ଘରକୁ ଚାଲି ଆସିଥିଲେ ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା ବାନ୍ତି ହେଲା ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଗଲା । ଏହା ପରେ ମହିଳା ଟେଷ୍ଟ କରିଥିଲେ ଆଉ ରିପୋର୍ଟ ପଜେଟିଭ ଆସିଥିଲା । ମହିଳା ପୁଅକୁ ଜନ୍ମ ଦେବା ପୂର୍ବରୁ ବା ପରେ ତାଙ୍କ ସ୍ଵାମୀ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା ବି କରି ନାହାନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *