ମୋ ଶଶୁରଙ୍କୁ ଘର ପିଣ୍ଡାରେ ଟିକେ ଜାଗା ମାଗିଲି, ହେଲେ ସେ ମନାକଲେ, କହିଲେ ତାଙ୍କ ପୁଅ….. ଦେଖନ୍ତୁ Video କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ ନିଜର ପ୍ରେମ ଓ ପୁଅକୁ ବାପର ହକ ଦେବା ପାଇଁ ପ୍ରେମିକ ଦିନେଶ ଘର ଆଗରେ ବସି ରହିଛନ୍ତି ପ୍ରେମିକା କେ ଦୀପିକା । ତେବେ ଖରା ବର୍ଷା ସାହି ଦୀପିକା ସେମିତି ଦାଣ୍ଡ ରେ ବସି ରହିଛନ୍ତି କିନ୍ତୁ ଦିନେଶ କୁ ତାଙ୍କ ପରିବାରକୁ କିଛି ବି ଫରକ ପଡୁ ନାହି । ଓଲଟି ଦୀପିକା ଙ୍କୁ କେମିତି ହଇରାଣ କରାଯିବ ସେ ନେଇ ଦିନେଶଙ୍କ ପରିବାର ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ବର୍ଷା ପୁଣି ଥରେ ଆରମ୍ଭ ହୋଇଛି ଯାହାକୁ ନେଇ ଦୀପିକା ନାହି ନ ଥିବା ସମସ୍ୟାର ସମୁଖିନ୍ନ ହେଉଛନ୍ତି ।

ଏଥିପାଇଁ ଦୀପିକା କହିଛନ୍ତି ଯେ ହେତୁ ବର୍ତ୍ତମାନ ଜୋରଦାର ବର୍ଷା ହେଉଥିଲା ସେଠାରେ ଜାଗା ମଧ୍ୟ ନ ଥିଲା ଏବଂ ସେ ବହୁତ କଷ୍ଟ ରେ ଖାଇବା ଜିନିଷ ତଥା ନିଜ ଜିନିଷପତ୍ର କାନ୍ଥରେ ତଥା ଗେଟରେ ଲଗାଇ ଦେଇଛନ୍ତି । କାରଣ ସବୁ ସାମଗ୍ରୀ ବର୍ଷାରେ ବର୍ଷ ଛାଟ କାରୀ ଓଦା ହୋଇ ଯାଉଥିଲା ।

କିନ୍ତୁ ବସିବାକୁ କି ଛିଡା ହେବାକୁ ଜାଗା ନାହିଁ ଓ ଦୀପିକା ଙ୍କ ଶ୍ଵଶୁର ଗେଟ ଖୋଲିଲା ବେଳକୁ ତାଙ୍କୁ ଅସୁବିଧା ହେଲା । ଏହା ପରେ ଦୀପିକା କହିଲେ ଯେ ମୁଁ ଗେଟ ଖୋଲି ଦେଉଛି ଆପଣ ଯାଆନ୍ତୁ ଭିତରକୁ । କିନ୍ତୁ ଏ ସବୁ କାଢି ପାରିବିନି କାଢିଲେ ମୁଁ କୁଆଡେ ଜୀବି ବୋଲି ଦୀପିକା କହିଲେ ତାଙ୍କ ଶ୍ବଶୁରଙ୍କୁ ।

ପୂର୍ବରୁ ଯେତେ ସାମାନ ଥିଲା ସେଥିରେ ସର୍ଫ ପାଣି ପକାଇ ତାକୁ ନଷ୍ଟ କରି ଦେଇଥିବା କଥା ଦୀପିକା କହିଛନ୍ତି । ବର୍ତ୍ତମାନ ଯାହା ଅଛି ସେତିକିରେ କିଭଳି ଖାଇ ଚଳିବେ ବୋଲି ନିଜ ଶଶୁର ଙ୍କୁ ପଚାରିଲେ । ୪୦ ଦିନ ହେଲା ମୁଁ ଏଠାରେ ପଡି ରହିଛି ଆପଣ ମାନେ ମୋ ଦୁଃଖ ବୁଝୁ ନାହାଁନ୍ତି ବୋଲି କହିଛନ୍ତି ଦୀପିକା । କବାଟ ଖୋଲି ଦୀପିକା କହିଲେ ଯେ ମତେ ଏହି ପିଣ୍ଡା ରେ ଟିକିଏ ଆଶ୍ରୟ ଦିଅନ୍ତୁ । କିନ୍ତୁ ତାଙ୍କ ଶଶୁର କହିଲେ ଯେ ମୋ ପୁଅ ମୋର ନାହିଁ କି ମୋ ସ୍ତ୍ରୀ ମୋର ନାହିଁ ।

କେବଳ ମୋ ମା’ ବାପା ଏବଂ ମୋର ଘର । ଏହା ପରେ ଦୀପିକା କହିଲେ ଠିକ ଅଛି ଯଦି ଏ ଘର ଆପଣଙ୍କର ନିଜର ତେବେ ମୋତେ ଏଠାରେ ଆଶ୍ରୟ ଦିଅନ୍ତୁ । ଏତିକି କହି ଦୀପିକାଙ୍କ ଶଶୁର ଭିତରକୁ ପଳାଇ ଗଲେ । ଏହାପରେ ଦୀପିକାଙ୍କ ଶ୍ଵଶୁର ଆସି କହିଲେ ଯେ ବର୍ଷା ହେଉଛି ତୁ କାହିଁକି ଏମିତି ବସିଛୁ ? ଏହାପରେ ଦୀପିକା କହିଲେ ଯେ ଠିକ ଅଛି ଯଦି ଆପଣଙ୍କୁ ଏତେ କଷ୍ଟ କି ସମସ୍ଯା ହେଉଛି ତେବେ ଦିନେଶ କୁ ଡାକି ଦିଅ ସେ ପୁଅକୁ ତାର ବାପାର ପରିଚୟ ଦେଲେ ମୁଁ ଏଠାରୁ ଉଠି ପଳେଇବି ।

ନା ଆପଣଙ୍କୁ କିଛି ଅସୁବିଧା ହେବ ନା ମତେ କିଛି । ଏଭଳି କହିବାରୁ ଦିନେଶ ଙ୍କ ବାପା ହସି ପଳାଇଗଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *