ACFO ଡେ-ଥ କେସ- ସ୍ଵାମୀଙ୍କ ଉପରେ ବିଦ୍ୟାଭାରତୀ ଲଗାଇଲେ ଏଭଳି ଆରୋପ, କହିଲେ ମୋ ସ୍ଵାମୀର ଅଲଗା ଝିଅ ସହ ଥିଲା ସମ୍ପର୍କ, ରାତିରେ…

ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ଆହୁରି ଅଧିକ ରହସ୍ୟ ଘେର ମଧ୍ୟକୁ ଚାଲି ଯାଉଛି । ସୋମ୍ୟଙ୍କ ମୃ-ତ୍ୟୁ ପରେ ଯେତେବେଳେ ସୋମ୍ୟଙ୍କ ପରିବାର ଲୋକମାନଙ୍କ ବ-ୟା-ନ ନିଆଗଲା ତେବେ ସେହି ସମୟରେ ତାଙ୍କ ପରିବାର ଲୋକମାନେ ତାଙ୍କର ପୁଅର ମୃ-ତ୍ୟୁ ପଛରେ ତାଙ୍କର ବୋହୁ ବିଦ୍ୟାଭାରତୀଙ୍କ ହାତ ଅଛି ବୋଲି ଅ-ଭି-ଯୋ-ଗ ବାଢିଥିଲେ ।

ଏହା ପରେ ଯେତେବେଳେ ବିଦ୍ୟାଭାରତୀଙ୍କ ବ-ୟା-ନ ନିଆଗଲା ତେବେ ସେ କହିଲେ କି ତାଙ୍କ ବି-ରୁ-ଦ୍ଧରେ ଯାହା ବି କୁହାଯାଉଛି ତାହା ସମ୍ପୂର୍ଣ ରୂପରେ ମି-ଥ୍ୟା । ସେ ଆଗକୁ କହିଲେ କି ଦିନେ ମୁଁ ତାଙ୍କର ପାଖରେ ବସି ଥିଲେ । ସେହି ସମୟରେ ତାଙ୍କୁ ଗୋଟିଏ ଅଜଣା ନମ୍ବରରୁ ଫୋନ ଆସିଲା । ସେ ଫୋନ ଉଠେଇବା ପରିବର୍ତ୍ତେ ଡରିଗଲେ । ମୁଁ ପ୍ରଥମେ ଫୋନକୁ ଦେଖି ନ ଥିଲି, କିନ୍ତୁ କିଛି ସମୟ ପରେ ଯେତେବେଳେ ମୁଁ ଫୋନକୁ ଦେଖିଲି ତେବେ ମୁଁ କହିଲେ କି ଫୋନକୁ ଉଠାଅ ।

ତେବେ ସେ କହିଥିଲେ କି ନାହିଁ ଥାଉ ଚାଲ ବାହାରକୁ ବୁଲି ଆସିବା । କିନ୍ତୁ ମୁଁ ତାଙ୍କୁ ଫୋନରେ କଥା ହେବା ପାଇଁ କହିଥିଲି । ଏହା ପରେ ସେ ମୋତେ ପ୍ରୋଜେକ୍ଟ ବିଷୟରେ କହିଲେ ଓ କହିଲେ କି ସେ ମୋ ଠାରୁ ପ୍ରୋଜେକ୍ଟ ବିଷୟରେ ଜାଣିବା ପାଇଁ ଫୋନ କରିଛନ୍ତି । ଏହା ପରେ ସେ ଉଠି ଯାଇ କାନରେ ଇୟର ଫୋନ ଦେଇ କଥା ହେଲେ । ମୁଁ ତାଙ୍କ ପାଖକୁ ଯାଇ ତାଙ୍କ କାନରୁ ଗୋଟିଏ ଇୟରଫୋନ ନେଇ କଥା ହେଲି । କିନ୍ତୁ ସେ ଇୟରଫୋନ ଦେଲେ ନାହିଁ ।

ଏହି ସମୟରେ ସେପଟୁ ମୋତେ ଗୋଟିଏ ଝିଅର ଆବାଜ ଶୁଣାଗଲା । ଯିଏକି କହୁଥିଲା କି କଣ ସୋମ୍ୟ ଏତେ ଦିନ ହେଲା ମୋତେ ଫୋନ କରୁ ନାହଁ, ମୋତେ ଭୁଲି ଗଲଣି କି । ଏହା ପୂର୍ବରୁ ବି ମୁଁ ତାଙ୍କର ମୋବାଇଲରେ ଦେଖିଥିଲି କି ସେ ଜଣଙ୍କୁ ଆଇ ଲଭ ୟୁ ଲେଖି ମ୍ୟାସେଜ କରିଥିଲେ । ଏମିତି ବହୁତ କିଛି ଦେଖିବା ପରେ ମୁଁ ଅସଲ ସତ କଣ ତାଙ୍କ ଠାରୁ ଜାଣିବାକୁ ଚାହୁଁ ଥିଲି । ତଥାପି ମୁଁ ତାଙ୍କୁ କୌଣସି ବି ପ୍ରକାରର ବାଧା ଦେଇ ନାହିଁ ।

ହସ୍ପିଟାଲରେ ଥିବା ସମୟରେ ସେ ମୋତେ ଆଇ ଲଭ ୟୁ କହିଛନ୍ତି ଓ ମୁଁ ବି ତାଙ୍କୁ ଆଇ ଲଭ ୟୁ କହିଛନ୍ତି । ବିଦ୍ୟାଭାରତି କହିଲେ କି ଯଦି ମୁଁ ତାଙ୍କର ଫୋନ ଦେଖିବି ତେବେ ସେ ତାହା ପର ଦିନ ମୋବାଇଲ ପାସୱାର୍ଡ ଚେଞ୍ଜ କରି ଦିଅନ୍ତି । ଏହିଭଳି ଯଦି ମୁଁ ତାଙ୍କର ଫେସବୁକ ଦେଖିବି ତେବେ ସେ ଫେସବୁକ ଆକାଉଣ୍ଟ ଡିଲୀଟ କରି ଦେବେ । ସେ ତାଙ୍କ ଫୋନର ସବୁ କନଟାକ୍ଟ ଓ ମ୍ୟାସେଜ ଓ କଲ ହିସଟ୍ରି ବି ଡିଲୀଟ କରି ଦିଅନ୍ତି ।

ତାଙ୍କର ମୋବାଇଲ ପାସୱାର୍ଡ ମୋତେ ଜଣା ନାହିଁ । ଯେତେବେଳେ ବିଦ୍ୟାଭାରତୀଙ୍କୁ ତାଙ୍କର ଶଶୁର ଘର ଲୋକମାନଙ୍କ ଅ-ଭି-ଯୋ-ଗ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଏହା ସବୁ ମିଥ୍ୟା ଅଟେ । ଏମିତିରେ କିଏ ସତ କହୁଛି ଓ କିଏ ମିଥ୍ୟା ଏହା ସମୟ ଆସିଲେ ଜଣାଯିବ ।

Leave a Reply

Your email address will not be published. Required fields are marked *