ACFO ଡେ-ଥ କେସରେ ନୂଆ ମୋଡ: Soumya ଙ୍କ ଡାଏରୀରୁ ଖୋଲିଲା ବଡ ରହସ୍ୟ, ୧୨ ରୁ ୧୫ ତାରିଖ ଥିଲା କାଳ ସମୟ, ବଦଳି ହେବା ଆଗରୁ ସୌମ୍ୟଙ୍କ ଭୟ ହେଲା ସତ

ବର୍ତ୍ତମାନ ସୋମ୍ୟଙ୍କ ମୃ-ତ୍ୟୁକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । କହିବାକୁ ଗଲେ ସୋମ୍ୟ ନିଜ ବିଷୟରେ ନିଜର ଏକ ଡାଏରୀରେ ଲେଖୁଥିଲେ । ଯାହାକି ବର୍ତ୍ତମାନ ତାଙ୍କର ମୃ-ତ୍ୟୁ ପଛର କିଛି ରହସ୍ୟକୁ ଉଜାଗାର କରୁଛି ।

ସୋମ୍ୟଙ୍କ ଡାଏରୀ ଓ ପିତା ଅଭିରାମଙ୍କ ସୂତ୍ର ଅନୁଯାୟୀ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୋମ୍ୟଙ୍କ ପାଇଁ ଏକ କା-ଳ ସମୟ ଥିଲା । ସୋମ୍ୟ ରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିରୁ ନିଜର ବଦଳି କରିବାକୁ ଚାହୁଁଥିଲେ । ତାଙ୍କ ପାଖକୁ ଟ୍ରାନ୍ସଫର ଲେଟର ବି ଆସି ଯାଇଥିଲା । ମାତ୍ର ଆଉ ତିନି ଦିନ ପରେ ପାରଳାଖେମୁଣ୍ଡି ଛାଡି ଚାଲି ଯାଇ ଥାନ୍ତେ । କିନ୍ତୁ ଏହା ମଧ୍ୟରେ ସୋମ୍ୟ ଭୟଭୀତ ହୋଇ ଯାଇଥିଲେ ଓ ସେ ଯେଉଁ କଥାକୁ ନେଇ ଭୟଭୀତ ହେଉଥିଲେ ତାହା ପରେ ସତ ବି ହୋଇଗଲା ।

ଶିମିଳିପାଳକୁ ଟ୍ରାନ୍ସଫର ହେବା ପୂର୍ବରୁ ହିଁ ସୋମ୍ୟ ଆର ପାରିକୁ ଚାଲି ଗଲେ । ତାଙ୍କ ଡାଏରୀ ଅନୁସାରେ ଲାଗୁଛି କି ସେ ମାନସିକ ଯ-ନ୍ତ୍ର-ଣା-ର ଶି-କା-ର ହୋଇଥିଲେ ଓ ଏହା ପଛର ଅସଲ କାରଣ କଣ ଥିଲା । ଅନ୍ୟ ପଟେ ତାଙ୍କର ଘର ଲୋକମାନଙ୍କ ଅ-ଭି-ଯୋ-ଗ ଅନୁଯାୟୀ ଏହା ପଛରେ ତାଙ୍କର ଧର୍ମପତ୍ନୀ ବିଦ୍ୟାଭାରତୀ ଓ DFO ସଂଗ୍ରାମ କେସରୀଙ୍କ ପା-ପ ସ-ମ୍ପ-ର୍କ ଥିଲା । ଯାହାକୁ ସୋମ୍ୟ ନା ହିଁ ଦେଖି ପାରୁ ଥିଲେ ଓ ନା ହିଁ ସହି ପାରୁଥିଲେ ।

କହିବାକୁ ଗଲେ ସୋମ୍ୟ ନିଜର ପତ୍ନୀ ଓ DFOଙ୍କ ମଧ୍ୟରେ ଥିବା ସ-ମ୍ପ-ର୍କ ବିଷୟରେ ଜାଣିସାରିଥିଲେ ଓ ସେ ଏହା ବିଷୟରେ ନିଜର ମାଙ୍କୁ ବି କହିଥିଲେ ଓ ମା କୁ ରାଣ ବି ଦେଇଥିଲେ ଏହି କଥା କାହାକୁ ନ କହିବା ପାଇଁ । ବୋଧେ ହୁଏ ସେ ଏହା ଏଥିପାଇଁ କହିଥିଲେ କାରଣ ସେ ବିଦ୍ୟାଭାରତୀଙ୍କୁ ବହୁତ ଭଲ ପାଉଥିଲେ ଓ ସେ ଚିନ୍ତା କରୁଥିଲେ କି ଟ୍ରାନ୍ସଫର ପରେ ବୋଧେ ହୁଏ ବିଦ୍ୟାଭାରତୀଙ୍କ ସ୍ଵଭାବରେ ବି ବହୁତ କିଛି ପରିବର୍ତ୍ତନ ଆସିଯିବ ।

ସେ ପୁଣି ଥରେ ହସ ଖୁସିରେ ନିଜର ଏକ ସୁଖୀ ସଂସାର ଗଢିବେ । କିନ୍ତୁ ଏହା ହୋଇ ପାରିଲା ନାହିଁ । ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ପରେ ସୋମ୍ୟଙ୍କ ମା ଯେଉଁ ବୟାନ ଦେଇଛନ୍ତି ତାହା ବର୍ତ୍ତମାନ ଚାରିଆଡେ ଚର୍ଚାର ବିଷୟ ହୋଇଛି । ସେ କହିଲେ କି ଦିନେ ରାତିରେ ପୁଅ ଓ ବୋହୁ ମଧ୍ୟରେ ଝ-ଗ-ଡା ହୋଇଥିଲା । ଏହା ପରେ ବୋହୁ ଶଙ୍ଖା ଭାଙ୍ଗି, ମୁଣ୍ଡରୁ ସିନ୍ଦୁର ପୋଛି DFO ଘରକୁ ଚାଲି ଯାଇଥିଲା ।

ପୁଅ ଯେତେବେଳେ DFO ଘରକୁ ଗଲେ ତେବେ ସେହି ସମୟରେ ବିଦ୍ୟାଭାରତୀ ତାଙ୍କ ସ୍ଵାମୀଙ୍କୁ ରାଗି କହିଥିଲେ କି ତୁମକୁ ବାହା ହେବା ଅପେକ୍ଷା ଦେହ ବ୍ୟବସାୟ କରିବା ଭଲ । ଏହି କଥାକୁ ବୋଧେ ସୋମ୍ୟ ସହି ପାରିଲେ ଥିଲେ । ସେଥିପାଇଁ ସେ ମାନସିକ ଚିନ୍ତାରେ ପଡିଯାଇଥିଲେ । ଅନ୍ୟ ପଟେ ଏହା ବି ପ୍ରଶ୍ନ ଉଠୁଛି କି ଯଦି ସୋମ୍ୟ ସବୁ ବ୍ୟବସ୍ଥା କରିସାରିଥିଲେ ତେବେ ଅଚାନକ ଏହିଭଳି ଘ-ଟ-ଣା ଘଟିଲା କାହିଁକି । ସୋମ୍ୟଙ୍କ ପିତା ଅଭିରାମ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କିଛି ପୋଲିସ ଅଧିକାରୀଙ୍କ ପାଖକୁ ଯାଇ ଏହି ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *