ମୋଟାରୁ ପତଳା କରିବ ଏହି ଜିନିଷ, 8 ଦିନରେ କମିବ 3 କେଜି ଓଜନ- Weight Loss Tips

ଆମ ଜୀବନର ଶେଷ ଯାଏ ଆମେ କିଛି ନା କିଛି ଖରାପ ପରିଣାମ ପାଇଥାଉ । ଆମ ଶରୀର ଅନେକ ସମୟରେ ଆମ ସହ ରହିଥାଏ ତ କିଛି ସମୟପରେ ଏହା ଆମ ସହ ଦଗା କରି ଦେଇ ଥାଏ । କହିବାର ମାନେ ହେଉଛି କି ଆମ ଶରୀର ଆମକୁ ସେହି ଭଳି ପ୍ରତିକ୍ରିୟା ଦେଇ ଥାଏ ଯେଉଁ ଭଳି ଆମେ ଏହାକୁ ରଖିଥାଉ । ଆଜି କଲି ଲୋକଙ୍କ ବୟସ କମ ହେବାରେ ଲାଗିଛି ଏହାର କାରଣ ହେଉଛି କି ଆମର ଓବେସିଟି ।

ଆମେ ଯେଉଁ ଖାଦ୍ୟ ଖାଉଛେ ଏହା ମଧ୍ୟରେ ବହୁତ ପ୍ରକାର ଫ୍ୟାଟ ରହୁଛି । ଏହି ଫ୍ୟାଟ ଆମର ପେଟକୁ ବଢାଇଥାଏ ବା ଆମେ ମୋଟା ହୋଇଯାଇଥାଉ । ଆପଣ ଯଦି ମୋଟା ହୋଇ ଯାଇଛନ୍ତି ଆପଣଙ୍କ ପେଟରେ ଯଦି ଅଧିକା ଚର୍ବି ଅଛି କିମ୍ବା ଆପଣ ଯଦି ଦରକାର ଠାରୁ ଅଧିକା କିଛି ଖାଇବା ଖାଉଛନ୍ତି ତେବେ ଦେଖିକି ଖାଆନ୍ତୁ । ନଚେତ ଆପଣଙ୍କ ପେଟ ବଢିପାରେ ଓ ନାନାଦି ରୋଗ ହୋଇପାରେ ।

ଏହାକୁ କମେଇବା ପାଇଁ ଆପଣ ବ୍ୟାୟାମ କରିବା ଭଲ ଏହା ସହ ଛଣା ଜିନିଷ କିମ୍ବା ଜଙ୍କ ଫୁଡ ଖାଇବା କମ କରି ଦେବା ଭଲ । ଆଜି ଆମେ କହିବୁ କି ମେଡ଼ିସିନ ନ ଖାଇ ଆପଣ ଘରୋଇ ଉପଚାର ଦ୍ଵାରା କିଭଳି ଭାବେ ମୋଟାରୁ ପତଳା ହୋଇ ପାରିବେ । ତେବେ ଆଜି ଆମେ ଆପଣଙ୍କୁ ଓଜନ ହ୍ରାସ କରିବା ପାଇଁ ଏକ ଟିପ୍ସ ଦେବାକୁ ଯାଉଛୁ, ଆସନ୍ତୁ ଜାଣିବା ଏହା ବିଷୟରେ ।

ଆପଣ ଯଦି ନିଜ ଘରେ ଥିବା ଡାଳିଚିନି କିମ୍ବା କିଛି ଜୀରା କୁ ବ୍ୟବହାର କରିବେ ଏହା ଆପଣଙ୍କୁ ଝଡାଇବା ପାଇଁ ଉପକାରୀ ହେବ । ଆପଣ କିଛି ଡାଳିଚିନି ପ୍ରାୟ ଦୁଇଟି ଭଳି ଏହାକୁ ନିଅନ୍ତୁ ଏହାକୁ ଆପଣ ପ୍ୟାନ ରେ ପାଣି ଗରମ ହେବା ପରେ ପକାନ୍ତୁ ଏହା ର 1 ମୀନଟ ପରେ ଆପଣ ଏକ ବଡ ଚାମଚ ଭଳି ଜୀରା ପକାନ୍ତୁ ।

ଏହାକୁ ଆପଣ ଲୋ ରୁ ହାଇ ଫ୍ଲେମ ମଧ୍ୟରେ ଭଲ ଭାବେ ଫୁଟିବା ପାଇଁ ଛାଡି ଦିଅନ୍ତୁ, ଦେଖିବେ ଆପଣ ଏହା ଭଲ ଭାବେ ଫୁଟି ଯିବା ପରେ ଏହାକୁ ଏକ ଜାଗାରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏହାକୁ ଛାଣିବେନି । ଏହାକୁ ରାତିରେ ବନାଇବା ଭଲ ରାତି ସାରା ଏହି ଭଳି ଏହାକୁ ଛାଡି ଦେବେ ।

ସକାଳୁ ଖାଲି ପେଟରେ ଏହାକୁ ପିଇବା ଭଲ ହୋଇଥାଏ । ଆମେ ଏହାକୁ ଯଦି ଉଷୁମ କରିକି ପିଇବା ତେବେ ଏହା ଆହୁରି ଜଲ୍ଦି ଆ କୁ ପତଳା ହେବାରେ ସାହାଯ୍ୟ କରିବ । ଏହା ବାହାରେ ମିଳୁଥିବା ଔଷଧ ଠାରୁ ଭଲ ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ନଥାଏ ।

Leave a Reply

Your email address will not be published. Required fields are marked *