ମୋଦୀ ସରକାରଙ୍କ ନୂଆ ଯୋଜନା – ଘରେ ବସି ପାଇବେ ୮୦ ହଜାର ଟଙ୍କା – ଦେଖନ୍ତୁ କେମିତ??

ମୋଦୀ ସରକାର ଶାସନକୁ ଆସ୍ବା ପରେ ବହୁତ ଭଲ ଭଲ ଓ ନୁଆ ନୁଆ ଜୋଯନା ଆଣିଛନ୍ତି। ଆଜି ଆମେ ମୋଦୀଜୀଙ୍କର ଏମିତି ଏକ ଜୋଯନା ବିଷୟରେ କହିବାକୁ ଯାଉଛୁ। ଯାହା ଜାଣିଲେ ଆପଣ ଆଜି ହିଁ ଚାହିଁବେ ସେ ଜୋଯନାର ଲାଭ ନେବାକୁ । ତେବେ ଆସନ୍ତୁ ଜାଣିବା ସେ ଯୋଜନା କଣ ?

ଆଜିର ସମୟରେ କେଉଁ ବ୍ୟକ୍ତି ଯଦି ୨୫୦ ରୁ ୩୦୦ ଟଙ୍କା ଖର୍ଚ୍ଚ କରିବା ଏକ ମାମୁଲି କଥା ଅଟେ । ଯେତେବେଳେ ଆମେ ଛୁଟି ଦିନ ମାନଙ୍କରେ ଘରୁ ବାହାରକୁ ବାହାରି ଥାଉ ସେତେବେଳେ ଖାଇବା ପାଇଁ ହେଉ କିମ୍ବା କେଉଁ ଫିଲ୍ମ ଦେଖିବା ପାଇଁ ଟିକେଟ୍ ହେଉ ଖର୍ଚ୍ଚ କରିଥାଉ । କିନ୍ତୁ ଆମେ ଯଦି ସବୁ ମାସରେ ଖାଇବା ନ ଖାଉ କିମ୍ବା ଫିଲ୍ମ ଦେଖିବା ଟିକେଟ୍ ନ କିଣୁ ତେବେ ୩୦୦ ଟଙ୍କା ମଧ୍ୟରେ କିଛି ବିଶେଷ ସ୍କିମ୍ କରିପାରିବା । ଓ ଆସୁଥିବା ସମୟରେ କିଛି ଭଲ କରିପାରିବା ।

ଏହି କଥା ତ ସତ ଯେ ବୁଢା ବୟସରେ ସବୁ ବ୍ୟକ୍ତି ଙ୍କ ପଇସା ଅଧିକା ଦରକାର ପଡିଥାଏ । ଏହି ବୟସ କିଛି ଏପରି ହୋଇଥାଏ । ଯେଉଁ ସମୟରେ କିଛି ଅଧିକା କାମ ହୋଇପାରିନଥାଏ । ଓ ରୋଗ ଜନ୍ମ ନେଇଥାଏ । ସେଥିପାଇଁ ନିଜ ଭବିଷ୍ୟତକୁ ନିରାପଦ ରଖିବା ପାଇଁ ଏହି ସ୍କିମ୍ ବହୁତ କାମ ଦେଇଥାଏ । ଏହି ସ୍କିମ୍ ରେ ଆପଣଙ୍କୁ କେବଳ ୨୫୦ ଟଙ୍କା ନିବେଶ କରିବାକୁ ହେବ । ଓ ବଦଳରେ ଆପଣଙ୍କୁ ବର୍ଷକରେ 80 ହଜାର ଟଙ୍କା ମିଳିପାରିବ । ଖାଲି ଏତିକି ନୁହେଁ ଏହା ସେତେ ପର୍ଯ୍ୟନ୍ତ ମିଳିବ ଯେତେ ଦିନ ଯାଏଁ ବଞ୍ଚିଥିବେ । ତେବେ ଆସନ୍ତୁ ଜାଣିବା ଏହି ସ୍କିମ୍ ସଂମ୍ପର୍କରେ ।

ଏହି ସ୍କିମ୍ ର ନାଁ ହେଲା “ ଅଟଳ ପେନସନ୍ ଯୋଜନା” ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ସ୍କିମ୍ କେବଳ ବୟସ୍କ ଲୋକଙ୍କ ଉପଯୁକ୍ତ । ଏହି ସ୍କିମ୍ ର ଲାଭ ଉଠାଇବା ପାଇଁ ଆପଣଙ୍କୁ ହାରାହାରି ୧୮ ବର୍ଷ ଓ ଅଧିକ ୪୦ ବର୍ଷ ହେବା ଜରୁରୀ ଅଟେ । ଅଟଳ ପେନସନ୍ ଯୋଜନାରେ ଆପଣଙ୍କୁ ପ୍ରତି ମାସ ମାତ୍ର ୨୪୮ ଟଙ୍କା ଜମା କରିବାକୁ ହେବ । ଏହି ପଇସାକୁ ଆପଣଙ୍କୁ ୨୦ ବର୍ଷ ଜମା କରିବାକୁ ହେବ । ୨୦ ବର୍ଷ ପରେ ସରକାର ଆପଣଙ୍କୁ 80 ହଜାର ଟଙ୍କା ଦେବେ ।

ଖାସ୍ କଥା ଏହିକି ଯେ ଏହି ପଇସା ଆପଣଙ୍କୁ ଜୀବନ ଥିଲା ଯାଏଁ ମିଳିବ । ଯଦି ଏହି ସ୍କିମ୍ ଚାଲୁଥିବା ସମୟରେ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ସ୍ୱାମୀ କିମ୍ବା ସ୍ତ୍ରୀ ଏହି ପଇସାରେ ଯୋଗଦାନ କରିଥିବା ବ୍ୟକ୍ତିଙ୍କୁ ମିଳିବ । ଆଉ ଏକ ତରିକା ଅଛି ଯାହା ହେଲା ଆପଣଙ୍କ ସ୍ତ୍ରୀ କିମ୍ବା ସ୍ୱାମୀଙ୍କ ମୃତ୍ୟୁ ପରେ ଆପଣ ଏକା ସାଙ୍ଗେ ୮ । ୫ ଲକ୍ଷ ଟଙ୍କା ମିଳିପାରିବ । ଓ ଯଦି ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି ତେବେ ଏହି ସ୍କିମ୍ ରେ ନାମାଙ୍କନ କରିଥିବା ନୋମିନି ଙ୍କୁ ଏହି ଅର୍ଥ ମିଳିବ ।

ସରକାରଙ୍କ ଦ୍ୱାରା ପ୍ରଚଳିତ ହୋଇଥିବା ଏହି ସ୍କିମ୍ ରେ ଯେ କୌଣସି ବ୍ୟକ୍ତି ଯୋଡି ହୋଇପାରିବେ । ସେ ଛାତ୍ର ହୁଅନ୍ତୁ କିମ୍ବା ଚାକିରି କରୁଥିବା ବ୍ୟକ୍ତି । କିମ୍ବା କୌଣସି ବ୍ୟବସାୟୀ ହୁଅନ୍ତି । ଏହି ନିୟମ ଅନ୍ତର୍ଭୁକ୍ତ ହେବା ପାଇଁ କିଛି ନିୟମ ପାଳନ କରିବାକୁ ପଡିବ । ଯାହାର ବୟସ ୧୮ ରୁ ୪୦ ବର୍ଷ ହେବା ଜରୁରୀ ହୋଇଥାଏ । ଓ ଭାରତୀୟ ନାଗରିକ ହେବା ଜରୁରୀ । ଓ ଆହୁରି ଗୋଟେ କଥା ଧ୍ୟାନ ଦେବାକୁ ହେବ କି ଏହି ଯୋଜନାରେ ଲାଭ ଉଠାଇବାପାଇଁ ଆପଣଙ୍କୁ ବ୍ୟାଙ୍କରେ ସଂଞ୍ଚୟ ଖାତା ଖୋଲିଥିବା ନିହାତି ଆବଶ୍ୟକ । ଓ ଆଇ ଡି ପ୍ରୁଫ୍ ଓ ଆଧାର କାର୍ଡ ରହିବା ନିତାନ୍ତ ଆବଶ୍ୟକ ।

ଏବେ ହିଁ ଏ ପୋଷ୍ଟକୁ ସେୟାର କରି । ସମସ୍ତଙ୍କୁ ଜଣାନ୍ତୁ । ଯଦି ଆପଣଙ୍କୁ କଥା ପସନ୍ଧ ଆସିଥାଏ । ତଳେ ଗୋଟିଏ ଲାଇକ ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *