କେଉଁ ଲୋକ ମାନଙ୍କୁ ଆସିଥାଏ 60 ବର୍ଷ ପୂର୍ବରୁ ମୃତ୍ୟୁ , ଜାଣନ୍ତୁ କଣ ଲେଖା ରହିଛି ଶାସ୍ତ୍ରରେ ।

କେଉଁ ଲୋକ ଙ୍କୁ ଆସିଥାଏ 60 ବର୍ଷ ପୂର୍ବରୁ ମୃତ୍ୟୁ ,ଜାଣନ୍ତୁ କଣ ଲେଖା ରହିଛି ଶାସ୍ତ୍ରରେ ।

ବହୁତ ଜ୍ଞାନୀ ଲୋକ ଓ ବହୁତ ସନ୍ଥ ମାନେ କହିଛନ୍ତି କି ଜେତେ ବେଳେ କୈଣସି ଲୋକର ଜନ୍ମ ହୋଇଥାଏ ତ ସେହି ସମୟ ରେ ତାର ମୃତ୍ୟୁ ର ତାରିଖ ବି ଘୋଷଣା କରାଯାଇଥାଏ । ମୃତ୍ୟୁ ଆମ ଜୀବନ ରେ ଗୋଟିଏ ଅଟଳ ସତ୍ୟ ଅଟେ । ପୃଥିବୀ ରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥାଏ । ତେବେ ଏହି ସବୁ କୁ ଧ୍ୟାନରେ ରଖି ଆମେ ଆଜି ଜାଣିବା କି କେଉଁ ବ୍ୟକ୍ତିଙ୍କୁ 60 ବର୍ଷ ଆଗରୁ ହିଁ ମୃତ୍ୟୁ ଆସିଥାଏ । ଯେପରି କି ମୃତ୍ୟୁକୁ ନେଇ ବହୁତ ଲୋକ ବହୁତ ପ୍ରକାରର କଥା କହିଛନ୍ତି । ଏହା ଭିତରୁ ପ୍ରସିଦ୍ଧ ସନ୍ଥ ତୀରୁବଲ୍ଲବ ସ୍ବାମୀ କହିଛନ୍ତି କି, କୈଣସି ବସ୍ତୁ ଗୋଟିଏ ଜାଗା ରେ ସବୁ ଦିନ ପାଇଁ ସୁରକ୍ଷୀତ ରହିବ ତାହା ଭାବିବା ଆମର ବହୁତ ବଡ ଭୁଲ ଅଟେ ।

ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀରରେ ପ୍ରବେଶ କରିଥାଏ

ଯେଉଁ ପରି ଭାବରେ ପକ୍ଷୀ ଗୋଟିଏ ବଷା ଛାଡି ଆଉ ଗୋଟିଏ ବଷା ଖୋଜିବାରେ ଲାଗିଥାଏ । ସେହିପରି ଭାବେ ମନୁଷ୍ୟର ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀରରେ ପ୍ରବେଶ କରିଥାଏ । ତେବେ ମହାଭାରତ ସମୟରେ ଧୁର୍ତ ରାଷ୍ଟ୍ର ଯବେ ପରମ ଜ୍ଞାନୀଙ୍କୁ ପଚାରିଲେ କି ସେ ଜୀବନ ରେ କିପରି କାର୍ଯ୍ଯ କରିବା ଦରକାର ଯେଉଁଥି୍ ପାଇଁ ତାଙ୍କର ମୃତ୍ୟୁର ତାରିଖ ପଛେଇ ଯିବ । ତେବେ ମହାଜ୍ଞାନୀ କହିଥିଲେ କି, ଯେଉଁ ବ୍ୟକ୍ତି ଅଭିମାନ ନକରିବା ,ସବୁ ବେଳେ ଜ୍ଞାନ ର ଆହୋରଣ କରି ତାହାର ସଠିକ୍ ବାଟ ରେ ବ୍ୟବହାର କରୁଥିବ ଓ ନିଜର ପେଟ ପୋଶିବା ସହିତ ଅନ୍ୟ ର ପେଟ ବି ପାଳୁଥିବ ସେହି ମାନେ ହିଁ 60 ବର୍ଷରୁ ଅଧିକ ବଞ୍ଚିଥାନ୍ତି ।

ଶ୍ରୀମଦ ଭାଗବତ ରେ କୁହା ଯାଇଛି

କିନ୍ତୁ ଏହା ଛଡା ଏହି ସବୁର ପାଳନ ଯେଉଁ ବ୍ୟକ୍ତି କରିନଥାଏ । ସେ କେବେ ବି ଅଧିକ ଦିନ ବଞ୍ଚି ନଥାଏ । ଏପରି କି କୈଣସି ବ୍ୟକ୍ତି ଯଦି ନିରଅପରାଧୀ କୁ ମୃତ୍ୟୁ ପହଞ୍ଚାଇ ଥାଏ ବା ସେ କୈଣସି ଭ୍ରଷ୍ଟଚାରୀ ହୋଇ ଅନ୍ୟଠୁ ଠକି ନିଏ ବା କୈଣସି ମହିଳା ଙ୍କ ଉପରେ ଅତ୍ୟାଚାର କରିଥାଏ ତ ସେମାନେ କେବେ ବି ବହୁତ ଦିନ ଯାଏଁ ବଞ୍ଚି ନଥାନ୍ତି, ସେମାନଙ୍କ ମୃତ୍ୟୁ 50 ବର୍ଷରୁ ବି କମ ସମୟରେ ହୋଇଯାଏ ବୋଲି କହିଥିଲେ । ଠିକ୍ ଏହି କଥା ଶ୍ରୀମଦ ଭାଗବତ ରେ ବି କୁହା ଯାଇଛି ।

ଏବେ ହିଁ ଏହି ପୋଷ୍ଟକୁ ସେୟାର କରି ସବୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ, ଯଦି ଆମ କଥା ଠିକ ଲାଗିଥାଏ, ତେବେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ.

Leave a Reply

Your email address will not be published. Required fields are marked *