ଏହା ଅଟେ ଦୁନିୟାର ସବୁଠାରୁ ବୃଦ୍ଧ ମଣିଷର ଅମର କାହାଣୀ, ବୟସ ଜାଣି ଉଡିଯିବ ହୋସ

ଆମେ ସମସ୍ତେ ଜାଣିଛୁ ଯେ କିଛି ସମୟ ପରେ ସମସ୍ତେ ବୃଦ୍ଧ ହୁଅନ୍ତି, ୭୦-୮୦ ବର୍ଷ ମଧ୍ୟରେ ସବୁ ବୃଦ୍ଧ ଲୋକ ନିଜ ମୃତ୍ୟୁ ପାଇଁ ଅପେକ୍ଷା କରି ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ  ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଲୋକ ବିଷୟରେ କହିବାକୁ ଯାଉଛୁ ଯାହା ବୟସ ୧୮୩ ବର୍ଷ ଅଟେ ।

ତେବେ ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଏହି ବ୍ୟକ୍ତି ଜଣକ ନା ମୁରାସୀ ଅଟେ ଓ ଏବେ ସେ ପିଏମ ମୋଦୀଙ୍କ ଲୋକସଭା କ୍ଷେତ୍ର ବନାରସ ରେ ରୁହନ୍ତି ।

ମୁରାସୀଙ୍କ କହିବା ଅନୁଯାଇ ତାଙ୍କ ଜନ୍ମ ୧୮୩୫ରେ ବେଙ୍ଗଲୁର ରେ ହୋଇ ଥିଲା, କିନ୍ତୁ ଆଜିକୁ ଏତେ ବର୍ଷ ପରେ ମଧ୍ୟ ତାଙ୍କ ମୃତ୍ୟୁ ହେଉ ନାହିଁ । ସେ ନିଜ ମନକୁ ମନେଇ ରଖିଛନ୍ତି ଯେ ମୃତ୍ୟୁ ତାଙ୍କ ଘର ରାସ୍ତା ଭୁଲି ଯାଇଛି, ଏହା ସତରେ ଅଦ୍ଭୁତ କିନ୍ତୁ ଏହା ୧୦୦ ପ୍ରତିଶତ ସତ୍ୟ ଅଟେ ।

ଏହା ପରେ ୧୯୦୩ ରେ ସେ ୟୁପି ବାରାଣସି ଶହର ରେ ରହିବା ପାଇଁ ଆସିଲେ, ମୁରାସୀ ୧୨୨ ବର୍ଷ ପର୍ଯ୍ୟନ୍ତ ମୋଚି କାମ କଲେ, ଏହି କାମ ସେ ୧୯୫୭ ରେ ଛାଡି ଦେଲେ । ମୁରାସୀ ବୟସ ଦେଖି କେତେକ ଲୋକ ତାଙ୍କୁ ଦୈବିକ ଶକ୍ତି ମଧ୍ୟ କୁହନ୍ତି, ମୁରାସୀ ଯାହା କହିଲେ ତା ଅନୁଯାଇ ତାଙ୍କ ଜନ୍ମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରା ଯାଇଛି । ତାଙ୍କ ବୟସ ପାଇଁ କେତେ ଥର ତାଙ୍କ ଯାଞ୍ଚ ମଧ୍ୟ କରା ଯାଇଛି ଏବଂ କେତେ ଥର ମେଡିକଲ ଚେକଅପ ମଧ୍ୟ କରା ଯାଇଛି ।

ତାଙ୍କ ବାସ୍ତବିକ ବୟସ ଜାଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ମୁରାସୀ କହୁଛନ୍ତି ଯେ ତାଙ୍କୁ ବଞ୍ଚିବା ବହୁତ ସମୟ ହୋଇ ଗଲାଣି, ତେବେ ସେ ନିଜ ନାତିମାନଙ୍କର ମଧ୍ୟ ମୃତ୍ୟୁ ଦେଖି ସାଋଲେଣି । ତାଙ୍କ କହିବା ଅନୁଯାଇ ସେ ମୃତ୍ୟୁ ପାଇଁ ଅପେକ୍ଷା କରୁଛନ୍ତି କିନ୍ତୁ ତାଙ୍କୁ ମୃତ୍ୟୁ ଆସୁ ନାହିଁ । ଜୀବନ ମୃତ୍ୟୁ ଭଗବାନଙ୍କ ଳିଲା ଯେତେ ଦିନ ଲେଖା ହୋଇଛି ସେତେ ଦିନ ରହିବାକୁ ବାଧ୍ୟ ।

Leave a Reply

Your email address will not be published. Required fields are marked *