ମୁହଁରୁ Blackheads ଓ Whiteheads ସଫା କରିବାର ଘରୋଇ ଉପଚାର- Health Tips

ପ୍ରାୟତ ଝିଅ ମାନଙ୍କ ଚେହେରା ରେ ରୁମ ଛେଦ୍ର ସେଥିରେ ଯେତେବେଳେ ଧୁଳି ମାଟି ଭାରି ଯାଏ ସେତେବେଳ ଫେସରେ ବ୍ଲାକହେଡ୍ସ ଓ ୱ୍ହାଇଟହେଡ୍ସ ଦେଖା ଯାଇଥାଏ । ଯଦି ଫେସ ଠିକ ଭାବେ ସଫା ନ ହୁଏ ତେବେ ଏହା ବଢିବା ସହ ଫେସ ଅଧିକ ଖାରପ ହୋଇଯାଏ । ଯଦି ସମୟ ମୁତାବକ ଫେସ ର କେୟାର ନ ନିଆଯାଏ ତେବେ ଏହା ଫେସରେ ଜମିଯାଏ ଯାହା ବାହାରିବା କଷ୍ଟକର ହୋଇଯାଏ । ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଝର ପ୍ରୟୋଗ କରିବା ଦ୍ଵାରା ଫେସ ଗ୍ଲୋ କରିବ ।

ପ୍ରଥମତ ଆପଣ କିଛି ଗରମ ପାଣି ନିଅନ୍ତୁ । ଏହା ପରେ ଏକ ଟାୱେଲ ନିଅନ୍ତୁ । ଏହା ପରେ ପାଣିରେ ଟାୱେଲ ଓଦା କରି ଫେସରେ ଷ୍ଟିମ କରନ୍ତୁ । ଏପରି କରିବା ଦ୍ଵାରା ଫେସ ଓପନ ହେବା ସହ ଯେଉଁ ଠାରେ ଦସ୍ତ ଥିବା ତାହା ଦୂର ହେବ । ମାତ୍ର ଗୋଟେ ମିନିଟ ଯାଏଁ ଷ୍ଟିମ କରନ୍ତୁ । ଏହା ପରେ ଫେସ ପ୍ୟାକ ପ୍ରସ୍ତୁତ କରିବେ । ଏଥିପାଇଁ ଅଧ ଚାମଚ ଚାଉଳ ଚୂନା ନିଅନ୍ତୁ । ଏହା ପରେ ଲେମ୍ବୁ ରସ ଆଡ କରନ୍ତୁ ।

ଯଦି ଆପଣଙ୍କ ସ୍କିନକୁ ଲେମ୍ବୁ ସୁଟ କରୁନି ତେବେ ବିଲାତି ରସ ନେଇ ପାରିବେ । ଏହା ପରେ ଆକ ଚାମଚ ମହୁ ଆଡ କରନ୍ତୁ । ଏଥିପାଇଁ ଆପଣ ଅଳ୍ପ ପାଣି ମଧ୍ୟ ବ୍ୟବହାର କରି ପାରିବେ । ଏହା ପରେ ଏହି ୩ଟି ଜିନିଷର ମିଶ୍ରଣ କରନ୍ତୁ । ଏହା ପରେ ଆପଣଙ୍କ ମୁହଁ ରେ ଯେଉଁ ଜାଗାରେ ବ୍ଲାକହେଡ୍ସ ଓ ୱ୍ହାଇଟହେଡ୍ସ ହୋଇଛି ସେଠାରେ ଅଳ୍ପ ଓଦା କରନ୍ତୁ । ଏହା ପରେ ବ୍ରସ ସାହାଯ୍ୟରେ ଏହି ଫେସ ପ୍ୟାକ ଲାଗନ୍ତୁ । ଧୀରେ ଧୀରେ ଏହି ମିଶ୍ରଣକୁ ସ୍କ୍ରବ କାରଣରୁ ।

ଜୋର ରେ ଜମା ବି ମୁହଁ ରେ ସ୍କ୍ରବ କରିବେ ନାହି । ଚାଉଳ ଚୂନା ମୁହଁ ରେ ସ୍କ୍ରବର କାମ କରିବା ସହ ଏକ୍ସ କୋଲିୟାନର କାମ କରିବା । ଏହା ସହ ମୁହଁରେ ଥିବା ବ୍ଲାକହେଡ୍ସ ଓ ୱ୍ହାଇଟହେଡ୍ସ ରିମୁଭ କରି ଆପଣଙ୍କ ସ୍କିନକୁ ସଫା କରିବ । କମ ସେ କମ ଗୋଟେ ରୁ ଦୁଇ ମିନିଟ ଯାଏଁ ସ୍କ୍ରାବା କରନ୍ତୁ । ଏହା ଆପଣଙ୍କ ମୁହଁ ରେ ଥିବା ବ୍ଲାକ ସ୍ପଟକୁ ଦୂର କରିବା । ଏହା ପରେ ଥଣ୍ଡା ପାଣିରେ ମୁହଁକୁ ପୋଛି ଦିଅନ୍ତୁ ।

ଏହା ପରେ ଆଲୋଭେରା ଜେଲ ମୁହଁରେ ଲଗାନ୍ତୁ । ଯଦି ଆପଣ ଚାହିଁବେ ତେବେ ଆପଣ ଯେଉଁ ଜାଗାରେ ସ୍କ୍ରବ କରିଥିଲେ ସେହି ଜାଗାରେ କେବଳ ଆଲୋଭେରା ଜେଲ ଲଗାଇ ପାରିବେ । ତେବେ ଏଥିଲା ହୋମ ରେମେଡି ଯାହାର ବ୍ୟବହାର କରିବା ଦ୍ଵାରା ମୁହଁରେ ଥିବା କଳାଦାଗ ଦୂର ହେବା ସହ ବ୍ଲାକହେଡ୍ସ ଓ ୱ୍ହାଇଟହେଡ୍ସ ଦୂର ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *