ଅନ୍ୟଙ୍କ ନଜରରେ ନିଜକୁ କିପରି ମହାନ କରିବେ ? Krishna Vani

ବହି ଯାଉଥିବା ନଦୀ ଦେଖିବାକୁ କେତେ ସୁନ୍ଦର ଲାଗିଥାଏ । ଯେଉଁ ଠାରେ ବି ନଦୀ ବହି ଯାଇଥାଏ ସେଠାରେ ଏକ ନୂଆ ଜୀବନର ଅଧ୍ୟାୟ ଆରମ୍ଭ ହେଲା ଭଳି ମନେ ହୁଏ । ଧରାପୃଷ୍ଠକୁ ନଦୀ ଜଳ ପ୍ରଦାନ କରିତହାଥାଏ । ଏହି କାରଣରୁ ନଦୀକୁ ମା ସମାନ ପୂଜା କାରା ଯାଇଥାଏ । କିନ୍ତୁ ଆପଣ ମାନେ କେବେ ଭାବିଛନ୍ତି କି ନଦୀ କେମିତି ଓ କେଉ ଠାରୁ ଜନ୍ମ ହୋଇଥାଏ । କଣ ନଦୀ ଆରମ୍ବରୁ ବିଶାଳ ଓ ବୃହତ୍ତର ହୋଇଥାଏ । ଏହାର ଉତ୍ତର ରହିଛି ନାଁ ।

ଭଗବାନ କୃଷ୍ଣ କହିଛନ୍ତି ଯେ ବର୍ଷାର ଛୋଟ ଛୋଟ ଧାରା ପଡି ଏକତ୍ର ହୋଇଥାନ୍ତି । ଯାହା ଦ୍ଵାରା ଏକ ବିରାଟ ଓ ବିଶାଳକାୟ ନଦୀ ସୃଷ୍ଟି ହୋଇଥାଏ । ଏହି ନଦୀର ଧାରା ପର୍ବତର ସବୁ ସୀମାକୁ କାଟି ମନ ଇଚ୍ଛା ବୋହି ଯାଇଥାଏ । ନଦୀ ଜଳ ପ୍ରପାତାରେ ପଡି ନିଜକୁ ଆଗକୁ ବଢାଇଥାଏ । ପଥର ସହ ଧକ୍କା ହେବା ପରେ ବର୍ଷା ଜଳର ବୁନ୍ଦା ସମୟ କ୍ରମେ ନଦୀ ରେ ପରିଣତ ହୋଇଥାଏ । ଠିକ ସେହିପରି ଏମିତି କୌଣସି ବ୍ୟକ୍ତି ମହାନ ହୋଇପାରେ ନାହି ।

ଛୋଟ ଛୋଟ ପ୍ରୟାସରୁ ଆରମ୍ଭ କରିଲେ ବ୍ୟକ୍ତି ଜୀବନରେ ବଡ ସଫଳତା ହାସଲ କରିଥାଏ । ତେଣୁ ବ୍ୟକ୍ତି ଜୀବନରେ ନିଜର ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା ଜାରି ରଖିବା ଉଚିତ । ଏହା ଦ୍ଵାରା ବ୍ୟକ୍ତିର ଅସ୍ତିତ୍ଵ ଆପେ ଆପେ ସମତାସ୍ତଙ୍କ ଆଗରେ ଆସିଯିବ । ବ୍ୟକ୍ତି ନିଜର ଅସ୍ତିତ୍ଵ ଜାଣି ପାରିଲେ ଜୀବନରେ ବହୁତ କିଛି କରିବା ପାଇଁ ସକ୍ଷମ ହୋଇ ପାରିବ । ଜୀବନରେ ଯେତେ ବଡ ଜେଏଚଡ଼ି ଆସୁ ବା ବାଧା ଆସୁ କେବେ ବି ହାର ନ ମାନି ନିଜର ଚେଷ୍ଟା ଜାରି ରଖିବା ଉଚିତ ।

ଏପରି କରିବା ଦ୍ଵାରା ବ୍ୟକ୍ତି ଯିବାର ବାସ୍ତବିକ ଅସ୍ତିତ୍ଵ ର ବିକାଶ ହେବା ସହ ବ୍ୟକ୍ତି ବିଜୟ ଲାଭ କରି ପାରିବ । ନଦୀ ଯେପରି କୌନଦୀ ବାଧା ବିଘ୍ନ ନ ମାନି ଆଗକୁ ବଢିବାରେ ଲାଗିଥାଏ ଠିକ ସେହି ବ୍ୟକ୍ତି ମଧ୍ୟ ଜୀବନରେ ଯେତେ ଦୁଖ କଷ୍ଟ ଆସିଲେ ମଧ୍ୟ ନିଜର ଲକ୍ଷ୍ୟ କଣ ତାହା ଭୁଲିବା ଉଚିତ ନୁହେଁ । ଜୀବନରେ କିଛି ପାଇବାକୁ ହେଲେ କଠିନ ପରିଶ୍ରମ କରିଥାଏ । ଏହି ମେହନତ ଛୋଟ ଛୋଟ କାମରୁ ହିଁ ଆରମ୍ଭ ହୋଇଥାଏ ।

ଯାହା ସମୟ କ୍ରମେ ବହୁତ ବଡ ସଫଳତା କାରଣ ଭାବେ ପରିଚୟ ଦେଇଥାଏ । ଛୋଟ ରୁ ବଡ ହେବାର ସ୍ଵପ୍ନ ପ୍ରତେକ ବ୍ୟକ୍ତିକୁ ଦେଖିବା ଉଚିତ । କାରଣ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ । ଏହା ଥିଲା ଭଗବାନ କୃଷ୍ଣଙ୍କ ନୀତିବାଣୀ ଯେ କିପରି ବ୍ୟକ୍ତି ନିଜକୁ ମହାନ ବୋଲି ସାବ୍ୟସ୍ତ କରି ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *