ଦରିଦ୍ର୍ୟତା ତ କଣ ସ୍ଵୟଂ କାଳ ବି ଆପଣଙ୍କ ଘରେ କରିପାରିବନି ପ୍ରବେଶ, ବାସ ଘରେ ରଖନ୍ତୁ ଏହି ଗୋଟିଏ ଜିନିଷ

ଆଜିର ଆମର ବିଷୟ ବସ୍ତୁ ରହିଛି କେଉଁ କାମ କରିଲେ ନିଜ ଘରେ ଦରିଦ୍ରତା ଦୂର ହେବା ସହ ଖରାପ ସମୟର ଅନ୍ତ ଘଟିବ । ଏମିତି କିଛି ଜିନିଷ ରହିଛି ଯାହା ଘରେ ରଖିଲେ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହୋଇ ପାରିବ । ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଏହି ସବଣୁ ଜିନିଷର ପ୍ରୟୋଗ କରିବା କୁହିତ । ଏହା ଦ୍ଵାରା ଘରେ ସୁଖ ଶାନ୍ତିର ଆଗମନ ହେବା ସହ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ରହିଛି ।

୧- ମୟୁର ପର : ଯେଉଁ ଘରେ ମୟୂର ପର ରହିଥାଏ ସେହି ଘରେ କେବେ ବି ଖରାପ ଶକ୍ତିର ବାସ ରହିବ ନାହି । ଏହା ସହ ସବୁ ନାକାରାତ୍ମକ ଶକ୍ତିର ମଧ୍ୟ ବିନା ହୋଇଥାଏ । ଏହା ସହ ଭଗବାନ ବିଶୁଣୁଙ୍କର କୃପା ପ୍ରାପ୍ତ ହୋଇଥାଏ ।

୨- ଦକ୍ଷିଣବର୍ତ୍ତୀ ଶଙ୍ଖ : ହିନ୍ଦୁ ଧର୍ମ ଅନୁସାରେ ପୂଜା ଘରେ ଶଙ୍ଖ ରଖିବା ଉଚିତ । କିନ୍ତୁ କିଛି ଲୋକ ମାନେ ଶଙ୍ଖ କିପରି ଭାବେ ରଖନ୍ତି ତାହା ଜାଣନ୍ତି ନାହି । ଘର ସୁଖ ସମୃଦ୍ଧି ପାଇଁ ପ୍ରତିଦିନ ଶଙ୍ଖରେ ପାଣି ରଖି ପୂଜା କରିବା ପରେ ଏହାକୁ ଘରେ ସିଂଚନ କରନ୍ତୁ । ଏପରି କରିବା ଦ୍ଵାରା ଘରେ କୌଣସି ଦୋଷ ଲାଗିବ ନାହି । ଯଦି ଆପଣଙ୍କ ଘରେ ଧନ ସହ ଜଡିତ କିଛି ସମସ୍ଯା ରହିଛି ବା ଧନର ଅଭାବ ହେଉଛି ତେବେ ଆପଣ ନିଜ ଟଙ୍କା ରଖୁଥିବା ସ୍ଥାନରେ ଶଙ୍ଖରେ କିଛି ଚାଉଳ ଭାରି ଗୋଟିଏ ବର୍ଷ ଯାଏଁ ରଖନ୍ତୁ ।

୩- ବଇଁଶି : ବାଉଁଶରେ ତିଆରି ବଇଁଶି ଘରେ ରଖିବା ଶୁଭ ହୋଇଥାଏ । ଯଦି ପିଲା ମାନେ ପାଠ ପଢୁ ନାହାନ୍ତି ବା ଘରେ କେହି ରୋଗରେ ପୀଡିତ ରହୁଛନ୍ତି ତେବେ ଆପଣ ଘରେ ବଇଁଶି ରଖିବା ଉଚିତ । ଏହି ବଇଁଶିରେ ନାଲି ସୂତା ବାନ୍ଧି ପୀଡିତ ବ୍ୟକ୍ତି ପାଖରେ ରଖନ୍ତୁ । ପିଲାଙ୍କ ପଢା ଘରେ ବଇଁଶି ରଖିଲେ ଏହାର ଭଲ ଫଳ ମିଳିଥାଏ ।

୪- ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି : ପ୍ରତେକ ବ୍ୟକ୍ତି ନିଜ ଘରେ ମାତା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାନ କରିବା ଉଚିତ । ବିନା ଆସନରେ ଏହାର ସ୍ଥାପନ କରିବା ଅନୁଚିତ । ନାଲି କପଡା ବିଛାଇ ଦୁଇ ଠାକୁରଙ୍କ ମୂର୍ତ୍ତି ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବ ।

୫- ରୁଦ୍ରାକ୍ଷ : ପର୍ଟେକ ବ୍ୟକ୍ତି ନିଜ ଘରେ ରୁଦ୍ରାକ୍ଷ ମାଳା ରଖିବା ଉଚିତ । ଏହାର ଜପ କରିବା ଦ୍ଵାରା ଧନର ଅଭାବ ରହିବ ନାହି । ଏହା ସହ ଘରେ ଶ୍ରୀଯନ୍ତ୍ର ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହେବା ସହ ଧନର ଅଭାବ ରହିବ ନାହି ।

୬- ହଳଦୀ : ଘରେ ହଳଦିର ଦୁଇ ଯୋଡି ରଖନ୍ତୁ । କୌଣସି ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ପାଦ ତଳେ ରଖି ଦୁଇ ହଳଦୀ ଯୋଡା ରଖନ୍ତୁ । ଏହା ଦ୍ଵାରା ଧନର ବର୍ଷା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *