ମୁହଁରେ କଳାଜାଇର ଅର୍ଥ କଣ ? ଶୁଭ ଓ ଅଶୁଭ ସଂକେତ- ନିଶ୍ଚୟ ଜାଣନ୍ତୁ

ତେବେ ଆପଣ ମାନେ ବହୁତ ଲୋକଙ୍କ ଶରୀରରେ କଳା ଛୋଟ ଛୋଟ ଦାଗ ଦେଖିବାକୁ ପାଇଥିବେ ଯାହାକୁ ଆମେ କଳାଜାଇ ବୋଲି କହିଥାଉ ଏହି କଳାଜାଇ ଆପଣଙ୍କ ଷଋରେ ମଧ୍ୟ କେଉଁ ଠି ନା କେଉଁଠି ଥିବ । ତେବେ ବହୁତ ଲୋକଙ୍କ ମୂହରେ ମଧ୍ୟ କଳାଜାଇ ଦେଖିବାକୁ ମିଳିଥାଏ, ତେବେ କୁହାଯାଏ ଯେ କଳା ଜାଇ ବ୍ୟର୍ଥରେ ହୋଇନଥାଏ ଏହାର ଗୋଟେ ଅର୍ଥ ଥାଏ ଓ ଏହା ଦ୍ଵାରା ମଣିଷ ସ୍ଵଭାବ ଏବଂ ପ୍ରକାର ମଧ୍ୟ ଜଣା ପଡିଥାଏ ଆଜି ଆମେ ଆପଣଙ୍କୁ କଳାଜାଇ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ବିଶେଷ ଜାଗାରେ ହୋଇଥାଏ, ତେବେ ଆସନ୍ତୁ ଜାଣିବା ।

୧. ମଥାରେ

ତେବେ ମଥା ଠାରୁ ଆରମ୍ଭ କରିବା କୁହାଯାଏ ଯେ ଯେଉଁ ଲୋକ ମଥା ଉପର ଡାହାଣ ପଟରେ କଳାଜାଇ ହୋଇଥାଏ ସେହି ଲୋକ ଜୀବନରେ କେବେ ଧନ ଅଭାବ ହୋଇନଥାଏ ।

୨. ମଝି ମଥା :

ଯେଉଁ ଲୋକଙ୍କର ମଥା ମଝିରେ କଳାଜାଇ ହୋଇଥାଏ ସେହି ଲୋକ ବହୁତ ଶୁଭ ହୋଇଥାନ୍ତି ଏମିତିକା ଲୋକ ସମସ୍ତଙ୍କ ପାଇଁ ଶୁଭ ହୋଇଥାନ୍ତି ଓ ଏହି ଲୋକ ଜୀବନରେ କେବେ କୌଣସି ଅସୁବିଧା ଆସିନଥାଏ ।

୩. ବାଁ କଡ ମଥା :

ଯେଉଁ ଲୋକ ମଥା ବାଁ କଡରେ କଳାଜାଇ ହୋଇଥାଏ ସେହି ଲୋକ ସବୁବେଳେ ଅଯଥା ଟଙ୍କା ବା ଧନ ଖର୍ଚ କରିଥାନ୍ତି, ଏହି ଭଳି ଲୋକ କେବେ ବି ଭଲ ଜିନିଷରେ ଟଙ୍କା ଖର୍ଚ କରନ୍ତି ନାହିଁ,ଏହି ଭଳି ଲୋକ ବହୁତ କଳିୟାଣୀ ହୋଇଥାନ୍ତି ।

୪. ନାକରେ ଥିବା କଳାଜାଇ :

ଯେଉଁ ଲୋକ ନାକ ଅଗ୍ର ଭାଗରେ କଳାଜାଇ ହୋଇଥାଏ ସେହି ଲୋକ କୌଣସି କାମ ଲକ୍ଷ ନିର୍ଧାରିତ କରି କରିଥାଏ, ସବୁ କାମ କରିବା ଆଗରୁ ଭାବି ଥାଏ । ଯେଉଁ ଲୋକ ନାକ ତଳ ଭାଗରେ କଳାଜାଇ ହୋଇଥାଏ ସେହି ଭଳି ଲୋକ ଅଧିକ ଶୋଇବା ପାଇଁ ପସନ୍ଦ କରନ୍ତି ଓ ଗୋଟେ ପ୍ରକାର ଅଳସୁଆ ହୋଇଥାନ୍ତି ।

୫. ଆଖିରେ କଳାଜାଇ :

ଯେଉଁ ବ୍ୟକ୍ତି ମାନଙ୍କ ଆଖିରେ କଳାଜାଇ ହୋଇଥାଏ ସେହି ଲୋକ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରନ୍ତି ଏହି ଭଳି ଲୋକ ବହୁତ ଭାବ ପୂର୍ଣ ହୋଇଥାନ୍ତି । ଏହି ଭଳି ଲୋକ କେବେ କାହାକୁ ହାନିକରିବା ପାଇଁ ଚେଷ୍ଟା କରନ୍ତି ନାହିଁ ।

୬. ଓଠରେ କଳାଜାଇ :

ଯେଉଁ ବ୍ୟକ୍ତିଙ୍କ ଡାହାଣ କଡ ଉପର ଓଠରେ କଳାଜାଇ ହୋଇଥାଏ ସେହି ବ୍ୟକ୍ତି ଜୀବନ ନିଜ ଜୀବନସାଥୀ ସହ ସୁଖମୟ ହବ ବୋଲି ଦର୍ଶାଇ ଥାଏ ଏହାଛଡା ଯେଉଁ ବ୍ୟକ୍ତି ଉପର ଓଠ ବାଁ କଡରେ କଳାଜାଇ ହୋଇଥାଏ ତାହା ଜୀବନ ଜୀବନସାଥୀ ସହ ବାଦ ବିବାଦରେ କଟି ଯାଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *