ଭାରତ-ଚୀନ ଝଗଡା ମଧ୍ୟରେ ଭାରତକୁ ମିଳିଛି ରୁଷର ସାଥ, ହୋଇପାରେ ବଡ ଫାଇଦା

ଗଲବାନ ବୌଲିରେ ଚୀନ ସହିତ ହିଂସକ ସୀମା ସଂଘର୍ଷ ମଝିରେ ରୁଷ ଭାରତକୁ ମଜଭୁତ ସମର୍ଥନ ଦେଇଛି । ସୂଚନା ଅନୁଯାଇ ରୁଷର ବିଦେଶ ମନ୍ତ୍ରୀ ସର୍ଗ ଲବରୋବ ସୟୁକ୍ତ ରାଷ୍ଟ୍ର ପରିଷଦର ଅସ୍ତାଇ ସଦସ୍ୟ ହେବା ପରେ ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ସ୍ଵାଗତ କରିଛନ୍ତି । ଏହା ପରେ ଦୁଇ ଦେଶର ବିଦେଶ ମନ୍ତ୍ରାଳୟ ବାସ୍ତବିକ ନିୟତ୍ରଣ ରେଖାରେ ଚୀନ ଓ ଭାରତର ଝଗଡାକୁ ନେଇକି ବି ଚର୍ଚା ହୋଇଛି । ରୁଷ ଭାରତ ଓ ଚୀନ ବାର୍ତାକୁ ନେଇ ସ୍ଵାଗତ କରିଛନ୍ତି । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ୨୩ ଜୁନରେ ଭରତ ଓ ଚିନର ତ୍ରୀପକ୍ଷୀୟ ଡିଜିଟାଲ କନଫରେନସେରେ ଭାଗ ନେବେ ।

Image Courtesy: Google

ଏହି ସମ୍ମିଳନୀରେ ଏସ ଜୟଶଙ୍କରଙ୍କ ଛଡା ଚିନର ବିଦେଶ ମନ୍ତ୍ରୀ ବାଙ୍ଗ ୟି ଓ ତାଙ୍କ ରୁଷ ସମକକ୍ଷ ସରଜୟ ଲବରୋବ ଭାଗ ନେବେ । ଏହା ପୂର୍ବରୁ ଗଲବନ ଘାଟିରେ ଭାରତୀୟ ଓ ଚିନର ସୈନିକଙ୍କ ଭିତରେ ହିଂସକ ଝଗଡା ପରେ ଅନିଶ୍ଚିତ ବୈଠକ ବସିଥିଲା । ସୋମବାର ଚୀନ ସୈନିକଙ୍କ ସହିତ ଝଗଡାର ସାମ୍ନା କରି ଭାରତର ୨୦ ସୈନିକ ସହିଦ ହୋଇଛନ୍ତି । ଏହି ଝଗଡପରେ ଦୁଇ ପଡିସି ଦେଶ ଭିତରେ ସୀମାରେ ହୋଇଥିବା ପ୍ରଥମ ସ୍ଥିତିକୁ ଆହୁରି ଉତେଜନମୟ ହୋଇଛି । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ବୈଠକରେ ଜୟଶଙ୍କର ଭାଗ ନେବାପାଇଁ ପୃଷ୍ଟି କରିଛନ୍ତି ।

Image Courtesy: Google

ଶ୍ରୀବସ୍ତବ ଅନଲାଇନ ମିଡିଆରେ ବ୍ରେକିଂରେ କହିଛନ୍ତି ବୈଠକରେ କୋରନା ମହାମାରୀ ଉପରେ  ତଥା ବଇସବିକ ସୁରକ୍ଷା ଏବଂ ବିତୀୟ ସ୍ଥିରତା ସହିତ ସମ୍ବନ୍ଧିତ ମୁଦ୍ଦା ଉପରେ ଚର୍ଚା ହେବ । ସୂଚନା ଅନୁଯାଇ ପରମ୍ପରା କୁ ନଜରରେ ରାଖି କହିଛିକି ବୈଠକରେ ଭରତ ଓ ଚୀନ ଭିତରେ ସୀମାଉପରେ ହୋଇଥିବା ଗତିରୋଧ ଉପରେ ଚର୍ଚାର ସମ୍ବଭାନା ନାହିଁ କାରଣ ତ୍ରିପାଖିୟା ବାର୍ତାର ପ୍ରାଥମିକତାରେ ସାମାନ୍ୟ ସ୍ତରରେ ଦୁଇବିପଖିୟ ବିଷୟ ଉପରେ କଥାବାର୍ତା କରାଯାଇନି ।

Image Courtesy: Google

ଜଣେ ବରିଷ୍ଠ ରାଜନାୟିକ ନାମ ନକହି ସର୍ତ୍ତରେ କହିଛନ୍ତି, ‘ଏହି ତିନୋଟି ଦେଶ ପାଇଁ ସାଥିରେ ଆସିବା ଓ କ୍ଷତ୍ରିୟ କଥା ଉପରେ ବିଚାର ବିମର୍ଶର ଭଲ ସମୟ ହେବ କାରଣ କ୍ଷେତ୍ରୀୟ ସ୍ଥିରତାର ସମର୍ଥନ ଯୋଗଦାନ ପାଇଁ ବିଚାରର ସମବ୍ୟୟ କରାଯାଉ’ । ରୁଷ ପ୍ରଥମରୁ କହିଛି ଭାରତ ଓ ଚୀନ ସୀମା ବିବାଦର ସୂଚନା ଅନୁଯାଇ, ତିନି ବିଦେଶ ମନ୍ତ୍ରୀ ଫେବୃଆରୀରେ ଆମେରିକାର ତାଲିବାନଙ୍କ ସହିତ ଗୋଟେ ଶାନ୍ତି ବୁଝାମଣା କରିବା ପରେ ଆଫଗାନିସ୍ତାନରେ ବାହାରୁଥିବା ରାଜନୈତିକ ଅବସ୍ଥା ଉପରେ ବିସ୍ତାରରେ ବିଚାର କରିବେ ।

Image Courtesy: Google

ଆର ଆଇସି  ବେଦେଶ ମନ୍ତ୍ରୀମାନଙ୍କ ବୈଠକ କ୍ଷେତ୍ରରେ ସମ୍ପର୍କର ମହତ୍ତ୍ଵପୁର୍ଣ ଯୋଜନା ଉପରେ ଚର୍ଚା ହୋଇପାରେ ଯେଉଁଥିରେ ଭାରତ, ଇରାନ, ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ୟୁରୋପ ସହିତ ଯୋଡିଥିବା ୭,୨୦୦ କିଲୋମିଟର ଲମ୍ବା ଅନ୍ତରାଷ୍ଟ୍ରୀୟ ଉତ୍ତର ଦକ୍ଷିଣ ପରିବହନ କରିଡୋର ସାମିଲ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *