ପୋଲିସଙ୍କ ଯାଞ୍ଚ ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ କରିଛନ୍ତି ବଡ ଖୁଲସା, ବଲୀଉଡର ବହୁତ ଦିଗଜ ମାନଙ୍କ ଉଡିଲା ହୋସ

ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁକୁ ଚାରିଦିନ ହେଲାଣି କିନ୍ତୁ ତାଙ୍କ ମୃତ୍ୟୁର ଅସଲ କାରଣ କାହାକୁ ବି କିଛି ଜଣା ନହିଁ । ଗୋଟେ ପରେ ଗୋଟେ କଥା ବାହାରକୁ ବାହାରୁଛି । କିଏ କହୁଛି କି ସୁଶାନ୍ତର ୭ଟି ଫିଲ୍ମ ଛଡେଇ ନେଇଛନ୍ତି ଏହା ସହିତ ବଲ୍ଲୀଉଡରେ ତାଙ୍କୁ ବହିଷ୍କାର କରିଥିଲେ, ତ ଆଉ କିଏ କହୁଛି କି ସେ ଡିପ୍ରେସନରେ ଥିଲେ ସେଥିପାଇଁ ଏହି ପଦକ୍ଷେପ ନେଇଥିଲେ । କିଏ କହୁଛି ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା, କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮ କୋଟି ଟଙ୍କା ମିଳିଥିଲା । ତାଙ୍କର ଜଣେ ପ୍ରିୟ ବନ୍ଧୁ କହିଥିଲେ କି ସେ ଔଷଧ ଖାଉନଥିଲେ । ସବୁଦିନେ କିଛି ନା କିଛି ନୂଆକଥା ସମନ୍ନା କୁ ଆସୁଛି ।

Image Courtesy: Google

ପୋଲିସଙ୍କ ଉପରେ ବହୁତ ପ୍ରେସର ଆସୁଛି କାରଣ ଲୋକ ସୁଶାନ୍ତ ସିଂହର ଅସଲ ମୃତ୍ୟୁର କାରଣ ଜାଣିବାକୁ ଚହୁଁଛନ୍ତି । କିନ୍ତୁ ଆପଣଙ୍କୁ କହିବାକୁ ଚାହୁଞ୍ଚୁ କି ପୋଲିସ ରିୟା ଚକ୍ରବର୍ତୀକୁ ପଚରା ପଚାରି ଆରମ୍ଭ କରି ସାରିଲେଣି । ପୋଲିସ ଏହି କେସକୁ ନେଇ ବହୁତ ସତର୍କ ଅଛି । ଜଣେ ବ୍ୟକ୍ତିଠୁ ଦୁଇଥର ବୟାନ ନିଆଯାଉଛି । ସୁଶାନ୍ତ ଟଙ୍କା ମୃତ୍ୟୁ ପୂର୍ବରୁ ଯେତେ ଲୋକଙ୍କ ସହିତ ଦେଖା କରିଥିଲେ କି କଥା ହୋଇଥିଲେ ସମସ୍ତଙ୍କର ଅଫିସିଏଲ ବୟାନ ନିଆଯିବ । ୧୦ ଦିନ ପୂର୍ବର ସୂଚନା ବାହାର କରିଥିବା ସମୟର ସୁଶାନ୍ତର କଲ ରେକର୍ଡ ପାଇଁ ଯେତେବେଳେ ଫୋନ ଚେକ କରିଥିଲେ ତ ଜଣାପଡିଥିଲା କି ସୁଶାନ୍ତ ୫ ଜୁନକୁ ଟଙ୍କା ଏକ୍ସ ମ୍ୟାନେଜରଙ୍କ ସହ ୱାଟସଆପ ରେ କଥା ହୋଇଥିଲେ ଯାହାଙ୍କ ମୃତ୍ୟୁ ୮ ଜୁନରେ ହୋଇଥିଲା ।

Image Courtesy: Google

ସେ ସୁଶାନ୍ତକୁ କହିଥିଲାକି ସେ ୱେବସିରିଜ ପାଇଁ ୧୪ କୋଟିର ପ୍ରୋଜେକ୍ଟ ଦେବ ଓ ସୁଶାନ୍ତ ତାକୁ ସ୍କ୍ରିପ୍ଟ ମାଗିଥିଲେ ଓ ସେ ରାଜିଥିଲେ ଓ କହିଥିଲେ ସ୍କ୍ରିପ୍ଟ ଦେଖି ନିସ୍ପତି ନେବେ । କିନ୍ତୁ ଏହାପରେ ୮ ଜୁନ କୁ ତାଙ୍କ ମୃତ୍ୟୁ ହୋଇଥିଲା । ଏହା କୁହାଯାଉଛି କି ଲୋକ ଏହି ଦୁଇ ମାମଲାକୁ ଯୋଡୁଛନ୍ତି । ସୁଶାନ୍ତ ପିତା ଓ ତାଙ୍କ ଭଉଣୀର ଅଫିସିଆଲ ରେକର୍ଡ ବୟାନ ନିଆଯାଇଛି ଓ ଯେଉଁ ଡକ୍ଟର ତାଙ୍କୁ ଚିକତ୍ସା କରୁଥିଲେ ତାଙ୍କର ବୟାନ ନେବା ବାକିଅଛି । ସୁଶାନ୍ତ ସିଂହର ପିତା କହିଥିଲେକି ଫିଲ୍ମ ଇନଡସ୍ଟ୍ରିଜକୁ ନେଇ ବହୁତ ଚିନ୍ତାରେ ଥିଲେ ତାଙ୍କ ପିତା ଜାଣିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ କହିଥିଲେ ସବୁ ଠିକ ହୋଇଯିବ ।

Image Courtesy: Google

ପୋଲିସ ହିସାବରେ ଏହା ଆତ୍ମହତ୍ୟା ଅଟେ ଓ ପୋଷ୍ଟମଟମ ରିପୋର୍ଟରେ  ଆତ୍ମହତ୍ୟା କୁହାଯାଉଛି । କିନ୍ତୁ ଯେଉନଭଳି ଏହି କଥା ଉପରେ ଆଲୋଚନା କରୁଛନ୍ତି ସେଥିଲାଗି ଏହି ମାମଲା ଏବେ ଗରମ ଅଛି । ଏହି କାରଣରୁ ପୋଲିସ ଦୁଇତରଫା ଖୋଜାଖୋଜି କରୁଛନ୍ତି । ମୁକେଶ ଛାବାର ବି ବୟାନ ନିଆଯାଇଛି । ତାଙ୍କୁ ୬ ଘଣ୍ଟା ପଚାରିବା ପରେ ସେ କହିଥିଲେ କି ସୁଶାନ୍ତ ଙ୍କ ଦିଲ ବେଚରା ଫିଲ୍ମ ଆସୁଥିଲା ସେଟା ସେ ଓଟିଟି ରେ ରିଲିଜ କରିବାର ଥିଲା କିନ୍ତୁ ଫ୍ୟାନ୍ସ ମାନେ ଥିଏଟରରେ ରିଲିଜ ହେବାର ଦାବି କରିଥିଲେ । ମୁକେଶ ଛବଡା କହିଥିଲେ କି ସୁଶାନ୍ତ କୁ କାଷ୍ଟ କରିବାର ଥିଲେ । ଏହା ଭିତରେ ସଲମାନ ଖାନ, ଇକତା କପୂର, କାରଣ ଜୋହାର, ସାଜିଦ ନାଡିୟାବାଲା, ଟିସିରିଜ ଏହା ସମେତ ୮ ଟି ଲୋକଙ୍କ ଉପରେ କେସ ଦିଆଯାଇଛି ।

Image Courtesy: Google

ଏହା ଉପରେ ଇକତା କପୂର କହିଛନ୍ତି କି ପବିତ୍ର ରିସତା ମାଧ୍ୟମରେ ସେ ଟିଭିକୁ ଆଣି ଥିଲେ ସୁଶାନ୍ତ ରାଜପୁତଙ୍କ କ୍ୟାରିଅର ଆରମ୍ଭ ଇକତା କରିଥିଲେ ଓ ଯାହା ଆରୋପ ଲଗାଯାଇଛି ସେଟା ଠିକ ନୁହେଁ । କହିବାକୁ ଚାହୁଞ୍ଚୁ କି ଗୋଟେ ରେଡିଓ ଇଣ୍ଟରଭିଉ ମାଧ୍ୟମରେ ତାଙ୍କୁ ପଚରା ଯାଇଥିଲା କି ତାଙ୍କ ନେଚର କେଉଁ ପ୍ରକାରର ସେ କହିଥିଲେ କି ମୋର ଦୁଇଜଣ ସାଙ୍ଗ ଅଛନ୍ତି,ଦୁଇରୁ ଅଧିକ ନାହାନ୍ତି ଓ ଯେଉଁମାନେ ଅଛନ୍ତି ସେମାନେ ମୋ ଫୋନ ଉଠନ୍ତି ନହିଁ । ମୋ ସହିତ କଥା ହୁଅନ୍ତି ନହିଁ । ତାଙ୍କୁ ପଚରା ଯାଇଥିଲା କି ଏହାର କାରଣ କଣ,କାହିଁକି ଆପଣଙ୍କ ସହିତ କେହି କଥାହେବାକୁ ଚାହୁଁ ନାହାନ୍ତି ତ ସେ କହିଥିଲେ ମୁଁ ବହୁତ ବୋରିଙ୍ଗ ଅଟେ ମୋ କଥାରେ କେହି ଇମ୍ପ୍ରେସ ହେଉନାହାନ୍ତି ସବୁ ବୋର ହେଉଛନ୍ତି, ସବୁ ଦେଖାଉଛନ୍ତି କି ସେ ମୋ ସହିତ ଇଞ୍ଜୋୟ କରୁଛନ୍ତି କିନ୍ତୁ ଯେବେ ମୁଁ ଫୋନ କରେ କେହି ମୋ ଫୋନ ଉଠାନ୍ତି ନହିଁ ।

Image Courtesy: Google

ଇନବେଷ୍ଟିଗେସନରେ ଏହା ବି ସମନ୍ନାକୁ ଆସୁଛି କି ସୁଶାନ୍ତ କିଛି ଡେଥ ନୋଟ ଛାଡିନାହାନ୍ତି । କିନ୍ତୁ ତାଙ୍କ ରୁମରୁ ୪/୫ ଟି ଦଇରୀ ମିଳିଛି  । ଯେଉଁଥିରେ ସେ ତାଙ୍କ ଜୀବନର  ଛୋଟ ବଡ ଜିନିଷ ବିଷୟରେ ଲେଖିଛନ୍ତି, ପୋଲିସ ଏହି ଡାଇରୀରୁ ବହୁତ କଥା ଏକାଠି କରିବାର ଚେଷ୍ଟା କରୁଛି । ସମସ୍ତଙ୍କୁ ଅପେକ୍ଷା ଅଛି କି ମୃତ୍ୟୁର କାରଣ କଣ ଓ ସୁଶାନ୍ତ କଣ ପାଇଁ ଏମିତି କଲେ । ପ୍ରତିଦିନ ସୁଶାନ୍ତର ମୃତ୍ୟୁକୁ ନେଇ ନୂଆ କଥା ସମନ୍ନାକୁ ଆସୁଛି । ଏବେ ଜାଣିବାର କାରଣ ଏଇଆକି ସୁଶାନ୍ତଙ୍କ ମୃତ୍ୟୁର କାରଣ କଣ ଥିଲା ଓ ସେ କାହିଁକି ଚିନ୍ତିତ ଥିଲେ ।

Leave a Reply

Your email address will not be published. Required fields are marked *