ସୁନ୍ଦରତାର ସବୁ ସୀମା ପାର କରିଦେବ ମୁଲତାନି ମିଟିର ଏହି ଫେସ ପ୍ୟାକ, ଏହାକୁ ଲଗାଇଲେ ଚେହେରା କେବେ ବି ହେବେନି କଳା

ଯଦି କାହାକୁ ସନବର୍ଣ ଅସୁବିଧା ରହିଛି, ବ୍ଲାକହେଡ, ବ୍ରଣ, ଡ୍ରାଇ ସ୍କିନର ଅସୁବିଧା ରହିଛି ଏହି ସବୁ ସ୍କିନ ଅସୁବିଧା ପାଇଁ ଆପଣଙ୍କୁ ଗୋଟେ ବହୁତ ବଢିଆ ଉପାୟା କହିବାକୁ ଯାଉଛୁ । ଏହା ବହୁତ ବଢିଆ ୟୁନିକ ଘରୋଇ ଉପାୟ ରହିଛି ମୂଳତନୀ ମାଟି ସହିତ । ଏହା କେବଳ ରଙ୍ଗ ଗୋରା କରିବାରେ ସାହାର୍ଯ୍ୟ କରେନୀ ଏହା ସବୁ ସ୍କିନ ସମସ୍ଯା ଦୂର ମୂଳରୁ  କରିଥାଏ । ଆପଣ କିଛି ସାବୁନ ମୁଲତାନି ମାଟି ନେବେ ଗୋଟେ ପତ୍ରରେ । ସବୁବେଳେ ଦେଖିଥିବେ ଆମେ ମୂଳତନୀ ମାଟିକୁ ପାଣିରେ ଗୋଳେଇ ଥାଉ ।

କିନ୍ତୁ ଆମେ ଏହାକୁ ଟିକେ ଉଷୁମ କ୍ଷୀରରେ ରାତିସାର ଭିଜେଇକି ରଖିବେ, ଯଦି ଆପଣ ପୁରା ରାତି ଭିଜେଇକି ରଖିବେ ଏହା ବହୁତ ଅଧିକ କାମ କରିଥାଏ ।

Image Courtesy: Google

ଗୋଟେ ରାତି ଭିଜେଇକି ରଖିବା ପରେ ସେ ପୁରା କ୍ଷୀର ପିଇଯାଇଥିଲା ଓ ବହୁତ ବଢିଆ ଭାବରେ ମିସିଗଲା କ୍ଷୀରରେ । ବହୁତ ଅଧିକ ସମୟ ରଖିଲେ ଶୀଘ୍ର ମିଶି ଥାଏ କ୍ଷୀରରେ । ତାକୁ ଖିରେ ମିଶେଇବେ ଓ ଆଉ କିଛିବି ମିଶେଇବେ ନାହିଁ । ଏହି ଫେସ ପ୍ୟାକ ଏତେ ଏଫେକ୍ଟିଭ ହୋଇଥାଏ କି ଏହା ଅନ୍ୟ କେଉଁଠି ମିଳିବ ନାହିଁ ।

Image Courtesy: Google

ଏହି ଫେସ ପ୍ୟାକ ବଜାରରେ ମିଳୁଥିବା ଫେସ ପ୍ୟାକକୁ ପଛରେ ପକାଇ ଦେବା । ଏହା ଗୋଟେ ନେଚୁରାଲ ଉପାୟ ଅଟେ, ଏଥିରେ କୌଣସି ପ୍ରକାର ରାସାୟନିକ ମିଶ୍ରଣ ନ ଥାଏ ସେଥିଲାଗି ଏହା ବହୁତ ଫଳପ୍ରଦ ହୋଇଥାଏ ଯେବେ ଆପଣଙ୍କ ସ୍କିନ ଅଧିକ ଅଇଲୀ ହୋଇଯାଏ ଓ ଲାଗିବ ସନବର୍ଣ ହୋଇଥାଏ ରଙ୍ଗ କମ ହୋଇଯାଇଥାଏ ସେତେବେଳେ ଆପଣ ଏହି ଫେସ ପ୍ୟାକ କରି ମୁହଁରେ ଲଗାନ୍ତୁ ।

Image Courtesy: Google

ଏହାକୁ ଲଗେଇ ୨୦ ମିନିଟ ପର୍ଯ୍ୟନ୍ତ ରଖି ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଫେସ ଧୋଇଲେ ପରେ ଜାଣି ପାରିବେ ଏହା କେତେ ସୁନ୍ଦର ଓ କୋମଳ ହେବ ସହିତ ରଙ୍ଗରେ ମଧ୍ୟ ବହୁତ ଫରକ ଦେଖାଯାଉଛି । ଯଦି ଏହି ଛୋଟ ସୂଚନାଟି ଆପଣଙ୍କୁ ଭଲ ଲାଗୁଛି ଟ ଏହାକୁ ଲାଇକ କରନ୍ତୁ ଓ ଶେୟର କରନ୍ତୁ । କାରଣ ଆଗକୁ ଭଲ ଭଲ ଲେଖା ଶେୟର କରିବାରେ ଆମକୁ ପ୍ରୋତ୍ସାହନ ମିଳିବ ।

Leave a Reply

Your email address will not be published. Required fields are marked *