ଘରେ ବନିଥିବା ଏହି ପେଷ୍ଟ ଦ୍ଵାରା ତମ୍ବା ଓ ପିତ୍ତଳର ବାସନ ଏମିତି ଚମକିବ କି ଯେମିତି ପୁରା ନୂଆ

ଆପଣ ଦେଖିଥିବେ ତମ୍ବା ଚାନ୍ଦି, ପିତଳର ବାସନରେ ସମୟ ସହିତ ଏଗୁଡିକ କଳା ପଡିଯାଇଥାଏ । ତାକୁ ସଫା କରିବା ସାଧାରଣ ଡିଟରଜେଣ୍ଟରେ ବହୁତ ମୁସ୍କିଲ ହୋଇଥାଏ । ଏହାକୁ ସଫା କରିବା ପାଇଁ ବହୁତ ଲୋକ ବଜାରରୁ ବ୍ରାଣ୍ଡର ପାଉଡର ଆଣି ସଫା କରିଥାନ୍ତି । ସେହି ସବୁ ଆଣି ଯଦି ଘରେ ଆଣି ଆପଣ ପେଷ୍ଟ ପ୍ରସ୍ତୁତ କରିବେ ବହୁତ ସହଜ ହୋଇଥାଏ ଓ ଭଲ ସଫା ମଧ୍ୟ ହୋଇଥାଏ । ଏହି ପେଷ୍ଟକୁ ବ୍ୟବହାର କରିବା ଦ୍ଵାରା ତମ୍ବା ବା ପିଟାଲରେ ଥିବା କଳଦାଗ ଦୂର ହୋଇ ପିତଳ ଓ ତମ୍ବା ଚିକ ଚିକ ହୋଇଥାଏ ।

ଆସନ୍ତୁ ତମ୍ବା ଚାନ୍ଦି, ଓ ପିତଳ କୁ ସଫା କରିବାର ପେଷ୍ଟ ବନେଇବା । ଏହି ପେଷ୍ଟ ବନେଇବା ପାଇଁ ଅଧା କପ ଅଟା ନେବା । ଓ ଅଧା କପ ଲୁଣ ଓ ଅଧା କପ ଡିଟରଜେଣ୍ଟ ଏହି ସବୁକୁ ଏକାସାଥିରେ ମିଶଈ ଦେବା ।

Image Courtesy: Google

ତାପରେ ୧/୪ ର ଲେମ୍ବୁର ରସ ନେବା ଓ ଟିକେ ଟିକେ କରି ପକାଇ ମିଶାଇବା । ତାପରେ ୩/୪ କପର ଭିନେଗାର ନେବା ଆଉ ଟିକେ ଟିକେ କରି ମିଶାଇବା । ଗୋଟେ ଚାମଚ ମିଠା ସୋଢା ମିଶାନ୍ତୁ । ମାନେ ରକନ୍ତୁ ଏହି ମିଠା ସୋଢା ସବୁ ମିସାଇଲ ପରେ ଶେଷରେ ଯାଇ ପକାଇବେ । ଆପଣ ଚାହିଁଲେ ଏଥିରେ କଲରବି ମିଶାଇ ପାରିବେ ।

Image Courtesy: Google

ଆପଣ ଏଥିରେ ଟିକେ ରେଡ କାଳର ପକାଇ ପାରିବେ । ଏହା ଦ୍ଵାରା ପେଷ୍ଟ ବହୁତ ସୁନ୍ଦର ଲାଗିଥାଏ । ସବୁ ମିଶ୍ରଣକୁ ଭଲରେ ମିଶାଇବା ପାଇଁ ଅଳ୍ପ ଗୁନଗୁନା ଗରମ ପଣି ମିଶାଇବା ଓ ଭଲରେ ମିଶାଇ ପେଷ୍ଟ ପ୍ରସ୍ତୁତ ହୋଇଯିବ । ଏହାକୁ ଆପଣ ଗୋଟିଏ ବୋତଲରେ ନହେଲେ ଗୋଟେ ବାଉଲରେ ରଖି ପାରିବେ ।

Image Courtesy: Google

ଯଦି ଆପଣଙ୍କୁ ଲିକୁଇଡ ଭଳି ବନେଇବାର ଅଛି ତାହେଲେ ଆପଣ ଏହିଭଳି ବନନ୍ତୁ ଯଦି ପାଉଡର ଦରକାର ତାହେଲେ ଆପଣ ସେଥିରେ ପଣି ମିଶେଇବେ ନହିଁ ଓ ସେଇ ମିଶ୍ରଣ ପେଷ୍ଟକୁ ଖରରେ ଶୁଖାଇ ତାକୁ ମିକସିରେ ପେଶୀ ତାକୁ ଗୋଟେ ଡଭାରେ ପୁଆରି ରଖନ୍ତୁ । ଏହାକୁ ବ୍ୟବହାର କଲେ ଆପଣ ଜାଣିପାରିବେ କେତେ ଇଫେକଟିଭ ଏଇ ପେଷ୍ଟ । ଏହି ଘରେଲୁ ଉପାୟ  ବହୁତ ବଢିଆ ହୋଇଥାଏ ତା ସହିତ ବଜାରରେ ମିଳୁଥିବା ପେଷ୍ଟ ଠାରୁ ଏହା ବହୁତ ଭଲ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *