ବଲିଉଡର ଫେମସ ଷ୍ଟାର୍ସ ଯେଉଁମାନେ ପ୍ରକୃତରେ ହେଉଛନ୍ତି Gay!!

ବଲୀଉଡ ଦୁନିଆ ବିଷୟରେ ଆପଣ ମାନେ ବହୁତ କଥା ଶୁଣିବାକୁ ପାଇଥିବେ । ତେବେ ବଲୀଉଡ ଏମିତି ଦୁନିଆ ଯେଉଁଠି ସମସ୍ତଙ୍କୁ ନିଜ ଇଛା ଅନୁଯାଇ କାମ କରିବା ପସନ୍ଦ ଏଠି ବିବାହ ପାଇଁ କାହା ବୟସ କେହି ଦେଖନ୍ତି ନାହିଁ ଦେଖନ୍ତି କେବଳ ଟଙ୍କା ଆଉ ପ୍ରେମ । ତେବେ ବଲୀଉଡ ଏମିତି ଗୋଟେ ଦୁନିଆ ଯାହା ବାହାରୁ ଦେଖିବା ପାଇଁ ସୁନ୍ଦର କିନ୍ତୁ ଭିତରୁ କେମିତିକା ତାହା କେବଳ ସେଠିକା ଲୋକ ଜାଣିଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ବଲୀଉଡ ଅଭିନେତା ଅଛନ୍ତି ଯିଏ ମାଇଚିଆ ଅଟନ୍ତି ।

Image Courtesy: Google

୧. କରନ ଜୋହର :

କରନ ଜୋହାର ଏମିତି ଗୋଟେ ନିର୍ମାତା ଯିଏ ଅଭିନେତା, ନିର୍ମାତା ଓ ପ୍ରାଡ୍ୟୁସର ମଧ୍ୟ ଅଟନ୍ତି, ତେବେ କରନ ଜୋହର ଏମିତି ଗୋଟେ ପ୍ରଶିଧ୍ୟ ବ୍ୟକ୍ତି ଯାହାଙ୍କୁ ଝିଅମାନେ ଏତେ ଆକର୍ଷକ ଲାଗନ୍ତି ନାହିଁ ଏହି କଥା କେବେ କରନ ମାନି ନାହାନ୍ତି ତଥାପି ତାଙ୍କ ବ୍ୟବହାରରୁ ଏହି ସବୁ କଥା ଜଣା ପଡିଥାଏ । କରନ ଜୋହର କେବେ ନିଜ ବୟଫ୍ରେଣ୍ଡ ବିଷୟରେ କେବେ କୌଣସି କଥା କହି ନାହାନ୍ତି । ତେବେ ୨୦୧୯ରେ କରନ ଜୋହର ଦୁଇ ଯାଁଆଳା ଛୁଆଙ୍କୁ ଅଡପ କରିଥିଲେ ।

Image Courtesy: Google

୨. ରୋହିତ ବର୍ମା :

ରୋହିତ ବର୍ମାଙ୍କୁ ଆପଣ ମାନେ ପ୍ରଥମ ଥର ପାଇଁ ବିଗ ବସ ୩ରେ ଦେଖିବାକୁ ପାଇଥିବେ, ସେ ଜଣେ ଫେସନ ଡିଜାଇନର ଅଟନ୍ତି, ତାଙ୍କ ଫ୍ୟାସନ ଶୋ ମଧ୍ୟ ବହୁତ ପ୍ରସିଦ୍ଧ ଅଟେ । ତେବେ ବିଗ ବସ ୩ରେ ଭାଗ ନେଲା ବେଳେ ରୋହିତ ମାଇଚିଆ ବୋଲି ମାନିଥିଲେ ।

୩. ମନୀଷ ମଲହୋତ୍ରା :

ଆପଣ ମାନେ ମନୀଷ ମଲହୋତ୍ରାଙ୍କ ବିଷୟରେ ବହୁତ କିଛି ଶୁଣିବାକୁ ପାଇଥିବେ କାହିଁକିନା ତାଙ୍କ ଡିଜାଇନର ଲେହେଙ୍ଗା ପୁରା ଭାରତରେ ପ୍ରସିଦ୍ଧ ଅଟେ ଓ ବାହାର ଦେଶ ଲୋକ ମଧ୍ୟ ତାଙ୍କ ଡିଜାଇନର ଲେହେଙ୍ଗା ପିନ୍ଧିବା ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହା କହିରଖୁଚୁ ଯେ ମନୀଷ ମଲହୋତ୍ରା ମଧ୍ୟ ମାଇଚିଆ ଅଟନ୍ତି ।

Image Courtesy: Google

୪. ପଙ୍କଜ ଶର୍ମା :

ଆପଣ ମାନେ ପଙ୍କଜ ଶର୍ମାଙ୍କୁ ବହୁତ ଚଳଚିତ୍ରରେ ଅଭିନୟ କରିଥିବାର ଦେଖିଥିବେ ତେବେ ଲୋକ ତାଙ୍କୁ ବୋବୀ ଡାର୍ଲିଙ୍ଗ କହିକି ଡାକନ୍ତି । ବିଗ ବସ ୧ରେ ପଙ୍କଜ ମଧ୍ୟ ଭାଗ ନେଇଥିଲେ, ତେବେ ଆର ବର୍ଷ ପଙ୍କଜଙ୍କ ଜେଣ୍ଡର ଟ୍ରାନ୍ସଫମ ପାଇଁ ଅପରେସନ ହୋଇଥିଲା । ତେବେ ସେ ବହୁତ ଭଲ ଅଭିନେତା ଅଟନ୍ତି ଓ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବହୁତ ହସାଇଛନ୍ତି ।

Leave a Reply

Your email address will not be published. Required fields are marked *