ଦାରିଦ୍ର୍ଯତା କଣ କାଳ ବି ଆସିବନି ଆପଣଙ୍କ ଘରକୁ, ଯଦି ଥାଏ ଏହି 4ଟି ଜିନିଷ

ତେବେ ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯିଏ ଦରିଦ୍ର ହବା ପାଇଁ ଇଛା କରିଥାଏ । ଦରିଦ୍ରତା ଏମିତି ଗୋଟେ ଜିନିଷ ଯାହା ଦ୍ଵାରା ମଣିଷ ଜୀବନରେ ସବୁ ପ୍ରକାର ସମସ୍ଯା ଆସିଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଘରେ ରଖିବା ଉଚିତ ଅଟେ । ଏହାକୁ ଘରେ ରଖିଲେ ଆପାନଙ୍କ ଭାଗ୍ୟ ଚମକିଥାଏ ଓ ଆପଣଙ୍କ ଜୀବନରେ ଆପଣ ତାହା ପ୍ରାପ୍ତ କରନ୍ତି ଯାହା ଆପାନ କେବେ କଳ୍ପନା ମଧ୍ୟ କରି ନଥାନ୍ତି ।

୧. ବଇଁଶି :

ଆପଣ ମାନେ ସମସ୍ତେ ବଇଁଶି ବିଷୟରେ ଭଲ ଭାବରେ ଜାଣିଥିବେ ତେବେ ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରିୟ ଅଟେ ବଇଁଶି । ତେବେ ଯଦି ଆପଣଙ୍କ ସାମର୍ଥ୍ୟ ଅଛି ତେବେ ଆପଣଙ୍କୁ ସୁନା ବଇଁଶି ଠାକୁର ଘରେ ସ୍ଥାପିତ କରିବା ଉଚିତ ।

Image Courtesy: Google

ଯଦି ଆପଣଙ୍କ ସୁନା ସାମର୍ଥ୍ୟ ନାହିଁ ତେବେ ଆପାନ ଚାନ୍ଦି ବଇଁଶି ମଧ୍ୟ ରାଖୀ ପାରନ୍ତି ଓ ଯଦି ଆପଣ ବହୁତ ଗରିବ ଅଛନ୍ତି ଓ ସୁନା ବା ରୂପା ବଇଁଶି ରଖି ପ୍ପାରିବେ ନାହିଁ ତେବେ ଆପଣଙ୍କୁ କାଠ ବଇଁଶି ଅବଶ୍ୟ ରଖିବା ଉଚିତ, ଯେଉଁ ଘରେ ଭଗବାନ ଘରେ ବଇଁଶିଥାଏ ସେହି ଘରେ ମାତା ଲକ୍ଷ୍ମୀ ନିଜ କୃପା ସବୁବେଳେ ରଖନ୍ତି, ଛୁଆଙ୍କ ଶୋଇବା ଘରେ ମଧ୍ୟ ଗୋଟେ କାଠ ବଇଁଶି ଓହଳାଇ ରଖିବା ଉଚିତ ଅଟେ ।

୨. ଗଣେଶ ଭଗବାନ :

ତେବେ ଗଣେଶ ଭଗବାନଙ୍କ ସବୁ ପ୍ରତିମା ବହୁତ ଫଳଦାୟ ହୋଇଥାନ୍ତି କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ଯା ଅଛି ଓ ତାହା ଆପଣଙ୍କୁ ଦୂର କରିବାର ଅଛି ତେବେ ଆପଣଙ୍କୁ ଭଗବାନ ଗଣେଶଙ୍କ ନୃତ୍ୟ କରୁଥିବା ପ୍ରତିମା ରଖିବା ଉଚିତ ଏହା ଛଡା ଆପଣ ଚିତ୍ର ମଧ୍ୟ ରଖି ପାରିବେ ।

Image Courtesy: Google

୩. କୁବେର ମହାରାଜ :

ଆପଣ ମାନେ ଏହି କଥା ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ବା ଦେବ ଗଣ ମାନଙ୍କ ଖଜାଞ୍ଚି କୁବେର ମହାରାଜ ଅଟନ୍ତି, ତେବେ ଶାସ୍ତ୍ର ଅନୁଯାଇ ମା ଲକ୍ଷ୍ମୀଙ୍କ ସହ କୁବେର ମହାରାଜଙ୍କ ପ୍ରତିମା ବହୁତ ଶୁଭକାରୀ ହୋଇଥାଏ, ତେବେ ପ୍ରତିମା ନପାଇଲେ ଚିତ୍ର ନିଜ ଠାକୁର ଘରେ ଆଣି ରଖନ୍ତୁ ଓ ସକାଳ ସନ୍ଧ୍ୟାରେ ପୂଜା କରନ୍ତୁ ଦେଖିବେ ଆପାନଙ୍କୁ ବହୁତ ଲାଭ ପ୍ରାପ୍ତ ହବ ।

Image Courtesy: Google

୪. ଦକ୍ଷିଣବୃତି ଶଙ୍ଖ :

ତେବେ ଆପପାନ ମାନେ ଏହା ଜାଣିଛନ୍ତି ଯେ ଶଙ୍ଖ ବହୁତ ଶୁଭ ଓ ପବିତ୍ର ହୋଇଥାଏ ସେଥିପାଇଁ ଏହା ପୂଜାରେ ବ୍ୟବହାର କରା ଯାଇଥାଏ, ପୂଜା ସମୟରେ ଶଙ୍ଖ ଧ୍ୱନି ଦ୍ଵାରା ଘର ସବୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ଓ ସକାରାତ୍ମକ ଊର୍ଜା ବାସ କରିଥାଏ, ତେବେ ସବୁଦିନ ସକାଳ ସନ୍ଧ୍ୟାରେ ଶଙ୍ଖ ଧ୍ଵମୀ ଶୁଣିବା ବହୁତ ଶୁଭକାରୀ ହୋଇଥାଏ, ଏହି ସବୁ ଜିନିଷ ଯାହା ଘରେ ରହିଥାଏ ସେହି ଘର ମାତା ଲକ୍ଷ୍ମୀ କେବେ ଛାଡିକି ଯାନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *