ଅନ୍ୟମାନଙ୍କ ନଜରରେ କେବେବି ଭଲ ହେବାର ଚେଷ୍ଟା କରନ୍ତୁ ନାହିଁ, ନଚେତ….Chanakya Niti

କଷ୍ଟ ନ କଲେ କିଛି ପ୍ରାପ୍ତ ହୋଇପାରେନି, ଯେତେ ସହିବ ସେତେ କଷ୍ଟ ଭୋଗିବାକୁ ପଡିବ କଷ୍ଟ । ସୃଷ୍ଟିର ନିୟମ ଅଟେଯେଉଁ ଭଳି ବିଚାର ଆମେ ଅସ୍ତିତ୍ଵକୁ ସମ୍ପ୍ରସିତ କରିଥାନ୍ତି । ସେହି ଭଳି ଊର୍ଜା ଅସ୍ତିତ୍ଵ ଦ୍ଵାରା ହୋଇଥାଏ, ମନେ ରଖନ୍ତୁ ବିଚାରର ସକାରାତ୍ମକ ହେବ ଅନିବାର୍ଯ୍ୟ ଅଟେ । ତେବେ ରାସ୍ତା ସରଳ ଓ ସହଜ ହୋଇଥାଏ । କେବେ କାହା ପାଇଁ ବଞ୍ଚିବାର ପ୍ରୟାସ କରିବେ ନାହିଁ, କେବେ କାହା ଦୃଷ୍ଟିରେ ଭଲ ହେବ ପାଇଁ ଚେଷ୍ଟା କରନ୍ତୁ ନାହିଁ । ଆମେ ଏକା ଆସିଛୁ ଏକେଲା ହିଁ ଯିବୁ, ଯେମିତି କର୍ମ କରିବା ସେମିତି ହିଁ ଫଳ ମିଳିବା ।

ଯାହା ବୀତି ଯାଇଛି ତାକୁ ଭୁଲିଯାଅ । ବର୍ତମାନ ଯାହା କରୁଛ ତା ଉପରେ ବିଶ୍ବାସ ରଖ, ଯାହା ହେବ ତାହାର ଚିନ୍ତା ଛାଡି ଦିଅ । ଆପଣକୁ କର୍ମ କରିବାର ଅଛି ଫଳ ଦେବାର କର୍ମ ନିୟତିର ଅଛି । ଭଲ କର୍ମ କଲେ ଭଲ ଫଳ ମିଳିଥାଏ ।

Image Courtesy: Google

ସବୁବେଳେ କର୍ମ ଉପରେ ଧ୍ୟାନ ଦିଅ, ଫଳ କଣ ହେବ ସେଟା ଭଗବାନଙ୍କ ଉପରେ ଛାଡି ଦିଅ । କାହାକୁ ଖୁସି କରିବା ପାଇଁ ନିଜ ଜୀବନ କେବେ ନଷ୍ଟ କରନ୍ତୁ ନାହିଁ , ଜୀବନ ତୁମର କେମିତି ବଞ୍ଚିବେ ତାର ନିସ୍ପତି ନେବାର ପୁରା ହକ ଅଛି ଆପଣଙ୍କର । କିଏ କା କଣ ଭାବିଲେ ତାକୁ ଦେଖନ୍ତୁ ନାହିଁ ନହେଲେ ଆଗକୁ ବଢିପାରିବେ ନାହିଁ । ନିଜ ଜୀବନ ଯୁଧ୍ୟ ନିଜକୁ ହିଁ ଲଢିବାକୁ ପଡିବ ।

Image Courtesy: Google

ଦୁନିଆକୁ ଏକା ଆସିଚେ ଏକା ଯିବ କିଏ କହିଲା କଣ କଲା ତାକୁ କେବେ ଦେଖନ୍ତୁ ନାହିଁ । ସବୁବେଳେ ମାନେ ରଖନ୍ତୁ ଚିନ୍ତାଧାରା ଓ ଭାବନା ସକାରାତ୍ମକ ରଖିବେ ସେଇ ହିସାବରେ ଆପଣ ଆଗକୁ ବଢିପାରିବେ । ଯଦି ଚିନ୍ତାଧାରା ଭୁଲ ହୋଇଯିବ ଜୀବନରେ ସବୁ କିଛି ଭୁଲ ହୋଇଯିବ, ସକରାତ୍ମକ ଚିନ୍ତା ଧାରା ରଖନ୍ତୁ ଆଗକୁ ଯିବେ । ଆଉ ସବୁବେଳେ ମନ କଥା ଶୁଣନ୍ତୁ, ତାହେଲେ ଆପଣ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ସବୁବେଳେ ନିଜ କର୍ମ ଉପରେ ଫୋକସ ରଖନ୍ତୁ ।

Image Courtesy: Google

ଏହି ଜନ୍ମଟି ବହୁତ ଦୁର୍ଲଭ ହୋଇଥାଏ, କିଛି ଭଲ କର୍ମ କରିକି ଯିବା । ଏହି ଦୁନିଆରେ ଲୋକ ସବୁବେଳେ ପଥ ଭ୍ରଷ୍ଟ କରିବାକୁ ଚେଷ୍ଟା କରନ୍ତି, ଆପଣଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇବାକୁ ଦିଅନ୍ତି ନାହିଁ । ଓ ବିଭିନ୍ନ ପ୍ରକାର କଥା କହି ବାଟ ରୋକିବାକୁ ଚେଷ୍ଟା କରିବେ, କେମିତି ତାଙ୍କୁ ଇଗ୍ନୋର କରି ଆପଣ ସେହି ଚକ୍ର ବ୍ୟୁହରୁ ବାହାରିବେ ସେଥିରେ ଧ୍ୟାନ ରଖିଥିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *