ଶୋଇବା ଓ ବସିବାର ସଠିକ ତରିକା- Swami Ramdev

ସ୍ଵାମୀ ରାମଦେବ ବାବାଙ୍କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ସେ ଆମ ଭାରତ ବହୁତ ବଡ ଯୋଗା ଗୁରୁ ଅଟନ୍ତି, ତେବେ ତାଙ୍କର ପତାଞ୍ଜଳି ବ୍ୟବସାୟ ଅଟେ ଯେଉଁଥିରେ ସେ ଆୟୁର୍ବେଦିକ ଉପଚାର ବ୍ୟବହାର କରିଥାନ୍ତି । ତେବେ ଦୁନିଆରେ ବହୁତ ପ୍ରକାର ଲୋକ ଅଟନ୍ତି କିନ୍ତୁ କିଛି ଲୋକ ବହୁତ ଅଳସୁଆ ହୋଇଥାନ୍ତି ଓ ନିଜ ଜୀବନରେ କିଛି କରିବା ପସନ୍ଦ କରନ୍ତି ନାହିଁ ସେହି ଭଳି ଲୋକଙ୍କୁ ରୋଗ ଶୀଘ୍ର ଆଘାତ କରିଥାଏ ସେଥିପାଇଁ ନିଜ ଶରୀରକୁ କାମ କରେଇବା ଉଚିତ ଅଟେ ଏହାକୁ ଅଧିକ ଆରାମ ଦେଲେ ମଧ୍ୟ ରୋଗ ବଢିଥାଏ ।

ତେବେ ଆସନ୍ତୁ ଆଜି ଶୋଇବା ଓ ବସିବା ସଠିକ ଆସନ ବିଷୟରେ ବାବା ରାମଦେବ ଦ୍ଵାରା ଜାଣିବା ।

Image Courtesy: Google

ଶୋଇବା :

ଶୋଇବା ଏମିତି ଗୋଟେ ପ୍ରକ୍ରିୟା ଯାହାର ଆମ ଶରୀର ଉପରେ ବହୁତ ବଡ ପ୍ରଭାବ ପଡିଥାଏ କାହିଁକିନା ୨୪ ଘଣ୍ଟା ଭିତରେ ମଣିଷ ୮ ଘଣ୍ଟା ସୋଇଥାଏ ଓ ଲଗାତାର ସୋଇଥାଏ ତେବେ ଏହି ଆସନ ଆମ ଶରୀର ଉପରେ ବହୁତ ବଡ ପ୍ରଭାବ ପକାଇଥାଏ । ଯେତେବେଳେ କୌଣସି ମଣିଷ ଭୁଲ ଆସନରେ ସୋଇଥାଏ ସେତେବେଳେ ଆମ ଶରୀରରେ ବହୁତ ପ୍ରକାର ସମସ୍ଯା ହୋଇଥାଏ ତେବେ ଆଗ ଜାଣିବା କେମିତି ଶୋଇବା ଉଚିତ ନୁହ ।

Image Courtesy: Google

୧. ବହୁତ ଲୋକ ପେଟ ମାଡି ଶୋଇବା ପସନ୍ଦ କରନ୍ତି, ତେବେ ପେଟ ଜମିକୁ ଲାଗିଥାଏ ଓ ପିଠି ଉପରେ ରହିଥାଏ ଓ ଗୋଟେ ଗୋଦା ସିଧା ଓ ଗୋଟେ ଗୋଡ ମୋଡିକି ସୋଇଥାନ୍ତି, ଏହି ଆସନ ବହୁତ ଭୁଲ ଅଟେ ଏମିତି ଲୋକଙ୍କୁ ବହୁତ ଶୀଘ୍ର ଅଣ୍ଟା ଦରଜ ଅସୁବିଧା ଆରମ୍ଭ ହୋଇଥାଏ ସେଥିପାଇଁ ଏମିତି ଶୋଇବା ଉଚିତ ନୁହ ।

୨. ବହୁତ ଲୋକ ପୁରା ସିଧା ସୁଆନ୍ତି ଓ ଦୁଇ ହାତ ଛାତି ଉପରେ ରଖନ୍ତି ଏହି ଭଳି ଆସନ ମଧ୍ୟ ଭୁଲ ଅଟେ ଏହା ଦ୍ଵାରା ଆପାନଙ୍କ ଖାଦ୍ୟ ଭଲ ଭାବରେ ହଜମ ହୋଇନଥାଏ ଓ ଆପଣଙ୍କୁ ଖରାପ ସପନ ମଧ୍ୟ ଆସିଥାଏ ।

Image Courtesy: Google

୩. ବହୁତ ଲୋକ ସିଧା ସୋଇ ମୁଣ୍ଡରେ ହାତ ଦେଇ ଶୁଅନ୍ତି ଏହି ଭଳି ଲୋକଙ୍କୁ କାନ୍ଧ ଓ ବେକ ଦରଜ ଅସୁବିଧା ହୋଇଥାଏ ତେବେ ଏହି ଭଳି ସବୁ ଆସନ ଭୁଲ ଅଟେ । ଶୋଇବା ପାଇଁ କେବଳ ଗୋଟେ ଆସନ ଉଚିତ ଅଟେ ଡାହାଣକଡଦେଇ ଶୋଇବା ଉଚିତ, ଆଁଠୁକୁ ଆଁଠୁ ଓ ପାଦ ଗଣ୍ଠିକୁ ଗଣ୍ଠି ଲାଗିବା ଉଚିତ ଓ ହାତ ଡାହାଣ ହାତ ସିଧା ଓ ବାଁ ହାତ ଅନ୍ତ ଉପରେ ରହିବା ଉଚିତ ଏହି ଆସନରେ ଶୋଇବା ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ ଓ ଆପଣଙ୍କୁ ଖାଦ୍ଯ ହଜମ ମଧ୍ୟ ହୋଇଥାଏ ।

Image Courtesy: Google

ବସିବା ଆସନ :

ବସିବାର କେବଳ ଗୋଟେ ଆସନ ସଠିକ ଅଟେ ପିଠି ସିଧା କରି ବସିବା ଆସନ ଏହି ଆସନରେ ଆପାନଙ୍କ ପିଠି ସିଧା ରହିଥାଏ ଓ ଗୋଡ ଉପରେ ଗୋଡ ରହିଥାଏ । ଏହି ଆସନରେ ବସିବା ଦ୍ଵାରା ଆପଣଙ୍କ ମେରୁଦଣ୍ଡ ସିଧା ରହିଥାଏ ଓ ଆପଣଙ୍କୁ ଅନ୍ୟ ଅସୁବିଧା ମଧ୍ୟ ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *