ସକାଳୁ ଶୀଘ୍ର କେମିତି ଉଠିବେ, ଜାଣନ୍ତୁ ଏହି ସରଳ ଟ୍ରିକ!

ସକାଳ ସମୟରେ ଉଠିଲେ ଏହାର ଲାଭ କଣ ଓ ନ ଉଠି ପାଇଲେ ଏହାର ଖ୍ଯାତି କଣ ତାହା ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସକାଳ ଉଠିବା ପାଇଁ ଆପଣଙ୍କୁ କଣ କରିବା ଉଚିତ ବା କଣ କରିବା ଦ୍ଵାରା ଆପଣଙ୍କୁ ଭଲ ନିଦ ମଧ୍ୟ ଆସିଥାଏ ଓ ଆପଣ ସକାଳେ ମଧ୍ୟ ଠିକ ସମୟରେ ଉଠି ଥାନ୍ତି, ତେବେ ଦୁନିଆରେ ପ୍ରାୟତଃ ଲୋକ ସକାଳେ ଉଠିବା ପାଇଁ ଚିନ୍ତା କରନ୍ତି ଭାବନ୍ତି କାଲି ଠାରୁ ଶୀଘ୍ର ଉଠିବୀ କିନ୍ତୁ ଆର ଦିନ ଯାହାକୁ ସେଇଆ ହୋଇଥାଏ ଫୁଣୀ ଆର ଦିନ ଉଠିବୀ ବୋଲି ଭାବି ସୋଇ ପଡନ୍ତି ।

ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କୁ ସକାଳେ ଉଠିବାର ଭଲ ଅଭ୍ଯାସ ଲାଗିଯିବ ଓ ଆପଣଙ୍କୁ ସବୁ କାମ ପାଇଁ ସମୟ ହବ ।

Image Courtesy: Google

ଦୁନିଆରେ ଆପଣ ଦେଖିବାକୁ ପାଇଥିବେ ଯେ ଯେତେ ସଫଳ ବ୍ୟକ୍ତି ଅଛନ୍ତି ସେ ପ୍ରାତଃ ସକାଳ ସମୟରେ ଉଠନ୍ତି, ତେବେ ସକଳ ସମୟରେ ଉଠିବା ଦ୍ଵାରା ତାଙ୍କ ମାଇଣ୍ଡ ଶାର୍ପ ହୋଇଥାଏ ଓ ତାଙ୍କୁ ଜୀବନରେ ସଫଳତା ମିଳିଥାଏ କାହିଁକିନା ସେ ପରିଶ୍ରମ ସେହି ଭଳି କରିଥାନ୍ତି । ଆପଣ ବଡ ମାନଙ୍କ ଦ୍ଵାରା ବା ପୂର୍ବ ପୁରୁଷଙ୍କ ଦ୍ଵାରା ଏହା ଶୁଣିବାକୁ ପାଇଥିବେ ଯେ ସକାଳ ସମୟରେ ଉଠିଲେ ଆପଣଙ୍କ ବୁଦ୍ଧି ଦୁଇ ଗୁଣ ଅଧିକ କାମ କରିଥାଏ ଓ ଆପାନଙ୍କ ମାନସିକ ସ୍ଥିତି ଶାନ୍ତ ହବା ଦ୍ଵାରା ଆପଣଙ୍କ ମସ୍ତିସ୍କ ବହୁତ କିଛି ସହଜରେ ଗ୍ରହଣ କରିଥାଏ ।

Image Courtesy: Google

ତେବେ ସକାଳ ସମୟ ଅର୍ଥ ନୁହ ୬ତାରେ ସକାଳ ସମୟ ଅର୍ଥ ସୂର୍ଯ୍ୟ ଉଇଁବା ସମୟକୁ କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ ସୂର୍ଯ୍ୟ ଉଦୟ ଓ ଆପଣଙ୍କ ଉଠିବା ସଠିକ ସମୟ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ମାନେ ବ୍ରାହ୍ମମୁହୂର୍ତ ବିଷୟରେ ଶୁଣିବାକୁ ପାଇଥିବେ ଏହି ସମୟରେ କୌଣସି କାର୍ଯ୍ୟ କଲେ ତାହା ବହୁତ ଶୁଭ ହୋଇଥାଏ ବୋଲି ଜାଣିଛନ୍ତି, ତେବେ ଏହା ଏମିତି ଗୋଟେ ସମୟ ଅଟେ ଯେତେବେଳେ ନା ରାତି ହୋଇଥାଏ ନା ଦିନ ଏହି ସମୟକୁ ବ୍ରାହ୍ମମୁହୂର୍ତ କୁହାଯାଏ ।

Image Courtesy: Google

ଏହି ସମୟରେ ଉଠିବା ସବୁଠାରୁ ଲାଭକାରୀ ହୋଇଥାଏ ଆପଣଙ୍କୁ ଗରମ ଦିନରେ ୪:୧୫ ସକାଳ ଓ ଥଣ୍ଡା ଦିନରେ ୫:୧୫ ସକାଳ ସମୟରେ ଉଠିବା ବହୁତ ଆବଶ୍ୟକ ହୋଇଥାଏ । ଏହି ସମୟରେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ତେବେ ସୂର୍ଯ୍ୟ ଉଇଁବା ଦେଖିବା ବହୁତ ସୁନ୍ଦର ଦ୍ରୁଶ୍ଯ ହୋଇଥାଏ ଏହି କିରଣ ଆପଣଙ୍କ ଦେହରେ ବାଜିଲେ ଆପଣଙ୍କୁ ଭିଟାମିନ ଡି ପ୍ରାପ୍ତ ହୋଇଥାଏ ଓ ଆପଣଙ୍କ ଆଖି ଦୃଷ୍ଟି ବଢିଥାଏ ।

Image Courtesy: Google

ଯଦି ଆପଣ ୧୮ ବର୍ଷରୁ ଅଧିକ ଅଛନ୍ତି ତେବେ ଆପଣଙ୍କୁ ୪:୧୫ରେ ଉଠିବା ପାଇଁ ରାତିରେ ୧୦:୧୫ରେ ଶୋଇବା ବହୁତ ଆବଶ୍ୟକ ଅଟେ ଓ ଯଦି ଆପଣ ୧୭ ବର୍ଷ ଠାରୁ କମ ଅଛନ୍ତି ତେବେ ଆପଣଙ୍କୁ ୪:୧୫ରେ ଉଠିବା ପାଇଁ ରାତି ୯:୧୫ରେ ଶୋଇବା ବହୁତ ଆବଶ୍ୟକ ଅଟେ ଏହା ଦ୍ଵାରା ଆପଣଙ୍କ ନିଦ ମଧ୍ୟ ପୂର୍ଣ ହୋଇଥାଏ ଓ ଆପଣଙ୍କୁ ଅନ୍ୟ କାମ ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ପ୍ରାପ୍ତ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *