ମୁଣ୍ଡ ବୁଲେଇ ଦେବ ଏହି ସବୁ ପ୍ରଶ୍ନ, ଉତ୍ତର ଦେଇକି ଜାଣନ୍ତୁ ଆପଣ କେତେ ଜିନିୟସ

ଏହି ପ୍ରଶ୍ନ ଉତ୍ତର ଜିନିୟସ ଲୋକ ଦେଇ ପାରିବେ, ସବୁ ପ୍ରଶ୍ନ ତଳେ ଉତ୍ତର ଦିଆ ହୋଇଛି, ଆଗ ଆପଣ ନିଜେ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ଏହା ପରେ ସଠିକ ବା ଭୁଲ ଦେଖନ୍ତୁ, ଏବଂ ଯଦି ଆପଣ ଉତ୍ତର ଦେଇ ପାରନ୍ତି ନାହିଁ ତେବେ ତଳେ ଦିଆ ଯାଇଥିବା ଉତ୍ତର ଦେଖି ନିଅନ୍ତୁ । ଏହିଭଳି କୁଇଜ ଖେଳିଲେ ମସ୍ତିସ୍କର ଏକ୍ସରସାଇଜ ହୋଇଥାଏ । ତ ଯଦି ଆପଣ ମଧ୍ୟ କିଛି ମଜା ନବକୁ ଚାହୁଞ୍ଚନ୍ତି ତେବେ ନିଶ୍ଚୟ ଥରେ ଏହାକୁ ଦେଖନ୍ତୁ ।

Image Courtesy: Google

୧. ଇଂରାଜୀ ରେ ସଂଖ୍ୟା ନାମ, ଦେଖିବା ଆପଣ କେତେ ଜାଣିଛନ୍ତି ?

19=8, 6=3, 70=7, 8=5, 4=4, 60=5, 15=7, 16=? 17=?

ଧ୍ୟାନ ଦେଇ ଦେଖିଲେ ଜାଣିପାରିବେ କି ଏହି ସଂଖ୍ୟା ଇଂରାଜୀ ରେ ନାମ ଲେଖି ଏହାର ଅକ୍ଷର ଆସିଥାଏ, ଏହାକୁ ସମାନ ରୂପରେ ଲେଖା ହୋଇଛି nineteen =8, six =3, seventy =7 ତେବେ ଏହି ଭଳି 16-sixteen=7 ଏବଂ 17- seventeen = 9 । ଯଦି ବୁଝି ପାରିଲେ ନିଶ୍ଚୟ କମେଣ୍ଟ କରି କହିବେ ।

୨. ଗୋଟେ ମଣିଷ ତୃତୀୟ ଫ୍ଲୋରରୁ ଡେଇଁଲା, ତେବେ ସେ କେଉଁଠି ପହଞ୍ଚିବ ?

ଉତ୍ତର : ସାମାନ୍ଯ କଥା ଏତେ ଉପରୁ ପଡିଲା ପରେ କୌଣସି ଚମତ୍କାର ହିଁ ବଞ୍ଚାଇ ପାରେ, ତେବେ ଲୋକ ଏତେ ଉପରୁ ପଡିଲା ପରେ ହସ୍ପିଟଲ ଯାଇ ଥାନ୍ତି ।

୩. ଉପରାଷ୍ଟ୍ରପତି ମୃତ୍ୟୁ ହେଲା ପରେ ଦେଶର ରାଷ୍ଟ୍ରପତି କିଏ ହୋଇଥାଏ ?

ଉତ୍ତର : ମୃତ୍ୟୁ ଉପରାଷ୍ଟ୍ରପତିଙ୍କର ହୋଇଛି ରାଷ୍ଟ୍ରପତିଙ୍କର ନୁହଁ ।

Image Courtesy: Google

୪. ଗୋଟେ ପଖି ୭ଟି ଅଣ୍ଡା ଦେଲା ଯେଉଁଥିରୁ ଗୋଟେ ଡାଇନୋସୋର ଖାଇ ଗଲା ତେବେ କେତୋଟି ଅଣ୍ଡା ରହି ଗଲା ?

ଉତ୍ତର : ଡାଇନୋସୋର ବଞ୍ଚିଛନ୍ତି କେଉଁଠି ଯେ ଅଣ୍ଡା ଖାଇବେ ।

୫. କେଉଁ ଜିନିଷ କେବଳ ଉପରୁକୁ ଯାଇଥାଏ, କେବେ ତଳକୁ ଆସେ ନାହିଁ ?

ଉତ୍ତର : ମଣିଷ ବୟସ, ବୟସ ସବୁବେଳେ ବଢିଥାଏ, କେବେ କମି ନଥାଏ ।

୬. ଗୋଟେ ଗଛରେ ୧୦ଟି ପଖି ବସିଛନ୍ତି ଏବଂ ଶିକାରୀ ଗୋଟେକୁ ମାରି ପକେଇ ଦେଲା ତେବେ ଗଛ ରେ ଆଉ କେତେ ପଖି ରହିଲେ ?

ଉତ୍ତର : ଗୁଳି ଶବ୍ଦ ଶୁଣି ସବୁ ପଖି ଉଡି ଗଲେ । ତ ଗଛରେ ଆଉ କେଉଁଠୁ ପକ୍ଷୀ ଆସିଲେ ।

୭. 1+1=2 କେତେବେଳେ ହବ ନାହିଁ ?

ଉତ୍ତର : ଏମିତି ସେତେବେଳେ ହବ ଯେତେବେଳେ ଆପଣ ଭୁଲ କରିବେ ।

Image Courtesy: Google

ଆଶା କରୁଛୁ ଏହି ପ୍ରଶ୍ନ ଉତ୍ତର ଖେଳି ଅପଙ୍କୁ ମଜା ଆସିଥିବ, ଆଗକୁ ମଧ୍ୟ ହିଭଳି ମଜାଦାର ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ପୋଷ୍ଟଟି ଅନ୍ୟମାନଙ୍କ ସହ ଶେୟାର କରନ୍ତୁ । ଆମକୁ କମେଣ୍ଟ କରି ଜାଣନ୍ତୁ ଆପଣ କେତୋଟି ପ୍ରଶ୍ନର ଉତ୍ତର ଠିକ ଭାବିଥିଲେ ।

Leave a Reply

Your email address will not be published. Required fields are marked *