ନିଆରା Divorce, ସମନ୍ୟା ମ୍ୟାଗି ପାଇଁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ହେଲା ଛାଡପତ୍ର! ସମ୍ପୁର୍ଣ୍ଣ ଖବର ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମ୍ୟାଗୀ ଖାଇବାକୁ ପିଲା ଠାରୁ ବଡ ଲୋକେ ଭଲ ପାଇଥାନ୍ତି । କିନ୍ତୁ ମ୍ୟାଗୀ ଖାଇବାକୁ ନେଇ ଛାଡପତ୍ର ଦିଆନିଆ କଥା କଣ ଆପଣ ମାନେ ଶୁଣିଛନ୍ତି । କିନ୍ତୁ ଏପରି ଘଟିଛି କର୍ଣ୍ଣାଟକର ମସୁର ସହରରେ । ଏଠାରେ ମ୍ୟାଗିକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ଛାଡପତ୍ର ଦେଉଛନ୍ତି ସ୍ଵାମୀ । କଥା ହେଉଛି ସକାଳ ଜଳଖିଆ ଠାରୁ ଆରମ୍ଭ କରି ଦ୍ଵିପହର ଓ ରାତ୍ରି ଭୋଜନ ସବୁଥିରେ କେବଳ ଖାଇବାକୁ ଦେଉଥିଲେ ସ୍ତ୍ରୀ । ଏଥିରେ ବିରକ୍ତ ହୋଇ ସ୍ଵାମୀ ଶେଷରେ ଛାଡପତ୍ର ଦେବାକୁ ନିସ୍ପତି ଦେଲେ ।

ଛାଡପତ୍ର ଆବେଦନରେ ବ୍ୟକ୍ତି ଜଣକ ଉଲେଖ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ରୋଷେଇ ଶିଖି ନାହାନ୍ତି କି ରୋଷେଇ ଶିଖିବାକୁ ଆଗ୍ରହୀ ନୂହନ୍ତି । ଗ୍ରୋସରି ସପକୁ ଗଲେ ମ୍ୟାଗି ଛଡା ଆଉ କିଛି କିନତି ନାହି ବ୍ୟକ୍ତିଙ୍କ ସ୍ତ୍ରୀ ଜଣକ । ଘରେ କେବେ କିଛି ରାନ୍ଧନ୍ତି ନାହି । ଆଉ ଅଫିସ ଯିବା ବାହାନା ଓ ଥକି ଯିବା ବାହାନା କରି ସବୁବେଳେ ତାଙ୍କ ଆଗରେ ମ୍ୟାଗୀ ପ୍ଳେଟ ଥୋଇ ଦିଅନ୍ତୁ ।

ଏହା ମାନସିକ ଯନ୍ତ୍ରଣା ଛଡା ଆଉ କିଛି ନୁହେଁ ବୋଲି ଛାଡପତ୍ର ଆବେଦନରେ ଉଲେଖ କରିଛନ୍ତି ବ୍ୟକ୍ତି ଜଣକ । ଅଦାଲତରେ ଅନେକ ଛାଡପତ୍ର ମାମଲା ପେଣ୍ଡିଂ ଥିଲେ ମହଦୀ ଏହା ସବୁଠାରୁ ରୋଚକ ଛାଡପତ୍ର ଆବେଦନଥିଲା ବୋଲି ଜଜ କହିଛନ୍ତି । ଏହାକୁ ମ୍ୟାଗି ଡିଭୋର୍ସ ବୋଲି କୋର୍ଟ ନାମିତ କରିଛନ୍ତି । ଏହା ଛଡା ସ୍ଵାମୀ ସ୍ତ୍ରୀଙ୍କ ସହମତି ଥିବାରୁ ଛାଡପତ୍ରକୁ ସ୍ଵୀକାର କରିଛନ୍ତି କୋର୍ଟ ।

ଏ ନେଇ ଗତ ଶୁକ୍ରବାର ରେ ମ୍ୟାଟ୍ରିମୋନିୟାଲ ମାମଲା ଶୁଣାଣୀ ବିଷୟରେ ଏ ବିଷୟରେ ସୂଚନା ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ମସୁର ସେଶନ କୋର୍ଟର ବିୟଚର ପଟି ଏମ ଏଲ ରଘୁନାଥ କହିଛନ୍ତି ଯେ ଛାଡପତ୍ର ଆବେଦନ କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ସକାଳେ ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଇବା ଯାଏଁ କେବଳ ମ୍ୟାଗି ହିଁ ମ୍ୟାଗୀ ବନାଉଥିଲେ ।

କାରଣ ମ୍ୟାଗୀ ବ୍ଯତୀତ ତାଙ୍କୁ ଆଉ କିଛି ଆସୁ ନ ଥିଲା । ଏ ନେଇ ତାଙ୍କ ଘରେ ଲୋକେ ଅନେକ ବୁଝାମଣା କରିଥିଲେ ମଧ୍ୟ ତାଙ୍କ ଉପରେ କିଛି ପ୍ରଭାବ ପଡୁ ନ ଥିଲା । ସେ ଅନ୍ୟ କିଛି ରୋଷେଇ ଶିଖିବାକୁ ଚେଷ୍ଟା କରୁ ନ ଥିଲେ । ବରଂ ସେ ଚାକିରି କରିଛନ୍ତି ଓ ବେସୀ କିଛି କରିପାରିବେ ନାହି ବୋଲି ଯୁକ୍ତି କରୁଥିଲେ ।

ତେଣୁ ଦୁହିଙ୍କ ଘର ଲୋକଙ୍କ ସହ ଆଲୋଚନା ପରେ ଦୁହିଙ୍କ ସମତି କ୍ରମେ କୋର୍ଟ ଦୁହିଙ୍କ ଛାଡପତ୍ର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । ମାମଲା ବିଚାର ସମୟରେ ବିଚାରପତି ଏମ ଏଲ ରଘୁନାଥ କହିଥିଲେ କି ଆଜିକାଲି ଦାଂପତ୍ଯ ଜୀବନ କ୍ଷଣସ୍ଥାୟୀ ହୋଇ ପଡିଛି । କର୍ଣ୍ଣାଟକ ସେଶନ କୋର୍ଟ ରେ ୯୦୦ ଛାଡପତ୍ର ମାମଲା ରହିଛି ।

ଏଥିମଧ୍ୟ ରୁ ଛୋଟ ଛୋଟ କଥାକୁ ନେଇ ଛାଡପତ୍ର ଆବେଦନ କରୁଛନ୍ତି ସ୍ଵାମୀ ଓ ସ୍ତ୍ରୀ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *