ଗାଡିର ନମ୍ବର ପ୍ଳେଟକୁ ନେଇ ଲାଗୁ ହେଲା ନୂଆ ନିୟମ! କେଉଁ ଦିନ କେଉଁ ଗାଡିର ପାଳି ଦେଖନ୍ତୁ Details

ବନ୍ଧୁଗଣ ଏବେ ହାଇ ଶିକୁରୀଟି ରେଜିଷ୍ଟ୍ରେଶନ ପ୍ଳେଟକୁ ନେଇ ବାଢୁଛି ଚିନ୍ତା । କେମିତି ଏହି ନମ୍ବର ପ୍ଳେଟ କରିବେ କେତେ ଦିନ ସମୟ ମଧ୍ୟରେ କରିବେ । ଏନ ନେଇ ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ହାଇ ଶିକୁରୀଟି ରେଜିଷ୍ଟ୍ରେଶନ ପ୍ଳେଟ ଲଗାଇବା ପାଇଁ ଜୁନ ପହିଲାରୁ ବୁକିଙ୍ଗ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନେଜମେଣ୍ଟ ପକ୍ଷ ରୁ ଏକ ପୋର୍ଟାଲ ଜାରି ହୋଇଛି ।

ଏଥିରେ ଗାଡିର ସବିଶେଷକ ସୂଚନା ଦିଆଯିବା ପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁଯାୟୀ ନମ୍ବର ପ୍ଳେଟ ଲଗାଇବାକୁ ଦିନ ସ୍ଥାନ ଧାର୍ଯ୍ୟ କରାଯିବ ବୋଲି ସୂଚନା ରହିଛି । ତେବେ ଆସନ୍ତୁ ଜାଣିବା କେମିତି କରିବେ ରେଜିଷ୍ଟ୍ରେଶନ । ନମ୍ବର ପ୍ଳେଟ ଲଗାଇବାକୁ ନେଇ ଏବେ ଲୋକଙ୍କ ଉପରେ ଉପୂଜୁଛି ସନ୍ଦେହ ।

ଗାଡି ମାଲିକ ମାନେ କେମିତି ନିର୍ଧାରିତ ସମୟରେ ନିଜ ଗାଡିର ନମ୍ବର ଏଲଇଟି ପରିବର୍ତ୍ତନ କରିବେ ତାହାକୁ ନେଇ ରାଜ୍ୟ ସଡକ ପରିବାହନ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । STI ପକ୍ଷ ରୁ ଦିଆ ଯାଇଥିଲା ସୂଚନା ଅନୁଯାୟୀ ସିଆମ ପୋର୍ଟାଲ କୁ ଯାଇ ବ୍ଲକ ମାଇଁ HRC ରେ କ୍ଲିକ କରିବେ । ୱେବ ସଇଆତ ଖୋଲିବା ପରେ ନିଜ ଗାଡି ସମ୍ପର୍କରେ ମାଲିକ ମାନେ ବିସ୍ତୃତ ସୂଚନା ଦେବେ ।

ଏହା ପରେ ଆପଣଙ୍କ ଗାଡିର ସମସ୍ତ ଡକୁମେଣ୍ଟ ଭେରୀଫିକେଶନ ହେବ । ଗାଡିର କାଗଜପତ୍ର ଠିକ ଥିଲେ କେଉଁ ଦିନ ଓ କେତେବେଳେ ନମ୍ବର ପ୍ଳେଟ ବଦଳିବା ଏ ନେଇ ସୂଚନା ଦିଆଯିବ । ଗାଡି ମାଲିକ ନିଜ ପସନ୍ଦ ଅନୁଯାୟୀ ଯାହା କ୍ଲିକ କରିବା ପରେ ନମ୍ବର ବଦଳିବା କାମ ସଂପୂର୍ଣ୍ଣ ହେବ । ଦୁଇ ଚକିଆ ଗାଡିର ନମ୍ବର ପ୍ଳେଟ ବଦଳିବା ଲାଗି ୩୨୦ରୁ ୩୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ସେହିପରି ତିନି ଚକିଆ ଗାଡିର ନମ୍ବର ପ୍ଳେଟ ବଦଳି କରିବା ପାଇଁ ୩୫୦ରୁ ୪୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆଉ ଚାରି ଚକିଆ ଗାଡି ପାଇଁ ୫୯୦ରୁ ୭୦୦ ଟଙ୍କା ଓ ଭାରିଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଖର୍ଚ୍ଚା କରିବାକୁ ପଡିବ । ଯେଉଁ ଗାଡି ଗୁଡିକ ପଞ୍ଜୀକରଣ ଶେଷ ନମ୍ବର ୧ ଓ ରୁ ଆରମ୍ଭ ସେମାନେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଳେଟ ଲଗାଇବେ ।

ଯେଉଁ ଗାଡିର ଶେଷ ନମ୍ବର ୩ ଓ ୪ ସେହି ଗାଡି ଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା ଓ ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା ଏବଂ ୭ ଓ ୮ ନମ୍ବର ଗାଡି ଗୁଡିକନମ୍ବର ୩୦ ତାରିଖ ସୁଦ୍ଧା ନ୍ବାମର ପ୍ଳେଟ ବଡାଳାଇବେ । ଯେଉଁ ସବୁ ଗାଡିର ପଞ୍ଜୀକରଣ ନମ୍ବର ୯ ଓ ୦ରେ ଶେଷ ହୋଇଛି ଏମାନଙ୍କ ପାଇଁ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ ହୋଇଛି ।

ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶର ଅବମାନନା କରିଲେ ୫୦୦୦ରୁ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *