L ନାମର ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବ୍ଯକ୍ତିର ନାମର ଆରମ୍ଭରୁ ବ୍ଯକ୍ତିର ରାଶି ବିଷୟରେ ଜଣା ପଡିଥାଏ । ସେହି ରାଶି ଅନୁଯାୟୀ ବ୍ଯକ୍ତିର ସ୍ଵଭାବ ଓ ଚରିତ୍ର ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ନାମର ପ୍ରଥମ ଅକ୍ଷର L ଥିବା ବ୍ଯକ୍ତିଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ବ କିପରି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଏହି ନାମର ପ୍ରଥମ ଅକ୍ଷର କୌଣସି ପୁଅ ବା ଝିଅର ହୋଇଥିଲେ ଏମାନେ ସ୍ଵଭାବରେ ବହୁତ ସରଳ ହୋଇଥାନ୍ତି । ଏମାନେ ପ୍ରତେକ କଥାକୁ ହୃଦୟର ସହ ଚିନ୍ତା କରିବା ସହ ନିଜର ପ୍ରିୟଜନଙ୍କୁ ଭଲ ପାଇଥାନ୍ତି ।

ଏହି ନାମର ବ୍ୟକ୍ତି କେବେ ବି କାହାର ଦୁଖ ଦେଖି ପାରନ୍ତି । ଏମାନଙ୍କ ଠାରେ ସମସ୍ତଙ୍କୁ ଭଲ ପାଇବାର ଗୁଣ ଥିବାରୁ ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ଅଳ୍ପ ସନ୍ତୁଷ୍ଟ ରହିଥାନ୍ତି । ଏମାନେ ସମାଜରେ ଓ ପରିବାରରେ ମୁଖ୍ୟ ଭୂମିକରେ ରହିଥାନ୍ତି । ଏମାନେ ଯେଉଁ ଜାଗାକୁ ଯାଇଥାନ୍ତି କେବଳ ହସ ବାଣ୍ଟିଥାନ୍ତି ।

ଏମାନେ ସଂବେଦନଶୀଳ ହୋଇଥିବାରୁ ଅନ୍ୟର ଦୁଖ ଦୂର କରିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ଯାହା କରିଥାନ୍ତି ସେଥିରେ ସଫଳ ପାଇଥାନ୍ତି । ସାହିତ୍ୟ କ୍ଷେତ୍ରରେ ଏମାନଙ୍କର କ୍ଯାରିୟର ବହୁତ ଭଲ ହୋଇଥାଏ । ମା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ସର୍ବଦା ରହିଥାଏ । ଏମାନେ ଯେଉଁ କାମ କରିଥାନ୍ତି ତାକୁ କେବଳ କାମ ନ ଭାବି ମନ ଲଗାଇ କରିଥାନ୍ତି ।

ଏମାନଙ୍କର କାମରେ ସିନିୟର ମାନେ ଖୁସି ଝୋଇଥାନ୍ତି । ଏମାନଙ୍କର ଚିନ୍ତାଧାରା ଦାର୍ଶନିକ ହୋଇଥାଏ । ଏମାନେ ପ୍ରାୟତ ସ୍ବାଭିମାନୀ ହୋଇଥାନ୍ତି । ପ୍ରତେକ କଥାକୁ ଅଲଗା ଢଙ୍ଗରେ ଚିନ୍ତା କରିଥାନ୍ତି । ଏମାନଙ୍କର କଥାର ଅଧିକ ଗୁରୁତ୍ଵ ରହିଥାଏ । ଏଥିପାଇଁ ସହଜରେ ଏଖି ଏମାନଙ୍କୁ ବୁଝି ପାରନ୍ତି ନାହି । ଭଲ ପାଇବା ବିଷୟରେ କହିଲେ ଏମାନଙ୍କୁ ମଧୁର ଓ ସହଜ କଥା କହି ଏମାନଙ୍କର ହୃଦୟ ଜିଣି ହେବ ।

ଆରମ୍ଭରେ ଏହି ନାମର ବ୍ୟକ୍ତି ଖୁବ ଚତୁର ହୋଇଥିବାରୁ ଏମାନଙ୍କୁ କେହି ଠକି ପାରନ୍ତି ନାହି । ଧର୍ମ କର୍ମରେ ଏମାନେ ସାକାରାତ୍ମକ ହୋଇଥାନ୍ତି । ଏମାନେ ଈଶ୍ବରଙ୍କ ଉପରେ ବିଶ୍ଵାସ ରଖିବା ସହ ନିଜର ଅନୁଭୁତି ବଳରେ ସଫଳତା ପାଇଥାନ୍ତି । ଏମାନେ ଅତୀତ ବିଷୟରେ ନ ଭାବି ସର୍ବଦା ବର୍ତ୍ତମାନରେ ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନେ ଉଚ୍ଚ ସ୍ଵଭାବ ସମ୍ପନ୍ନ ବ୍ୟକ୍ତିତ୍ବ ଓ ଅନୁଶାସନ ପ୍ରିୟ ହୋଇଥାନ୍ତି ।

ଏମାନଙ୍କ ଜୀବନରେ ବିଶେଷ ପ୍ରକାରର ଶାଳୀନତା ରହିଥାଏ । କୌଣସି କାମ ଅଧାରୁ ଛାଡିବା ଓ ପଛକୁ ଫେରିବା ପସନ୍ଦ କରନ୍ତି ନାହି । ଏମାନେ ଭାବୁକ ଓ ଦୟାଳୁ ହେବ ସହ ଶ୍ରେଷ୍ଠ ବିଚାରକ ହୋଇଥାନ୍ତି । ପ୍ରତେକ କାମକୁ ଏମାନେ ଯୋଜନା ସହ କରିଥାନ୍ତି । ଏମାନେ କୌଣସି କାମକୁ ଟଙ୍କା ପଇସା ପାଇବା ପାଇଁ କରି ନ ଥାନ୍ତି ।

କାରଣ ଧନ ପ୍ରତି ଏମାନଙ୍କର ଅଧିକ ଆକର୍ଷଣ ରହି ନ ଥାଏ । ଏମାନେ ପ୍ରତେକ କାମକୁ ଠିକ ଭାବରେ କରିବାକୁ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *