ନବଜାତ ଶିଶୁର ଅନ୍ତିମ ସଂସ୍କାର କରିବା ସମୟରେ ବାପା ଦେଖିଲେ କିଛି ଏମିତି କି ଉଡିଗଲା ହୋସ !

ଆମେ ସମସ୍ତେ ଏହି ସଂସାର ରେ ଜନ୍ମ ନେଇ ଧରିତ୍ରି ଉପରକୁ ଆସିଛେ ,ଗୋଟେ ନା ଗୋଟେ ଦିନ ଆମ ସମସ୍ତଙ୍କର ଅନ୍ତ ହେବା ନିଶ୍ଚିନ୍ତ । ଯାହା ମୃତ୍ୟୁର ନିଶ୍ଚିତତା କୁ ଦର୍ଶାଇ ଥାଏ । ଏହା ସବୁ କେବଳ ଭଗବାନଙ୍କ ହାତରେ ହିଁ ଥାଏ ,ଯାହାକୁ କେହି କେବେ ବଦଳାଇ ପାରେ ନାହିଁ । ସବୁ ମଣିଷ ଯିଏ ଧରିତ୍ରି ଉପରେ ଜନ୍ମ ନେଇଥାନ୍ତି ,ତାଙ୍କର ସବୁ ଆୟୁ ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଆଜି ଯେଉଁ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ,ତାହା ଯାହାର ବି ସାମନାକୁ ଆସିଛି ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ,କାରଣ ଏଠାରେ ଯାହା ହେଲା କୌଣସି ଚମତ୍କାର ଠାରୁ କମ ନୁହେଁ ।

ତାହେଲେ ଆସନ୍ତୁ ଜାଣିବା କି କଣ ହେଲା ଏମିତି ଯାହାଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ସବୁ ମାଆଙ୍କର ଗୋଟିଏ ସ୍ଵପ ଥାଏ କି ସେ ତାଙ୍କ ପିଲାଙ୍କ ସହିତ ସାରା ଜୀବନ କାଟିବେ । ଜଣେ ମାଆ ପାଇଁ ତା ପିଲା ଠାରୁ ଅଧିକ କିଛି ବି ନୁହେଁ । ସବୁ ମାଆଙ୍କର ଏହି ଇଚ୍ଛା ଥାଏ କି ସେ ତାଙ୍କ ପିଲାକୁ ବଡ ହେବାର ଦେଖିବେ । ସେ ତାଙ୍କ ପିଲାଙ୍କୁ ସବୁ ସମସ୍ୟାରୁ ବଞ୍ଚାଇଥାନ୍ତି । ଯଦି ପିଲାଟି ଜନ୍ମ ହେବା ପରେ ହିଁ ମରିଯାଇଥାଏ ତାହେଲେ ଆପଣ ଭାବି ପାରିବେ ନାହିଁ କି ମାଆ ଉପରେ କଣ ବିତିବ ଯାହାକୁ ଭାବିବା ମାତ୍ରେ ହିଁ ହୃଦୟ ଥରି ଉଠିଥାଏ ।

ଆମେ ଯେଉଁ ଘଟଣା ବିଷୟରେ କଥା ହେଉଛେ ,ତାହା ହରିୟାନାର ଯମୁନା ନଗରରେ ହୋଇଥିବା ଏକ ଘଟଣା ଅଟେ । ଯେଉଁଠି କି ଡେଲିଭରି ପରେ ଡାକ୍ତର ପିଲାକୁ ମୃତ ବୋଲି ଘୋଷଣା କଲେ । ସେତବେଳେ ନିଜ ହୃଦୟରେ ପଥର ରଖି ସେ ବାପା ହିନ୍ଦୁ ଧର୍ମର ପ୍ରଥା ଅନୁସାରେ ଅନ୍ତିମ ସତ୍କାର ପାଇଁ ନେଇ ଗଲେ । ସେ ନିଜ ପିଲାର ମୁହଁ ଶେଷ ଥର ଦେଖିବା ପାଇଁ ପଲଥିନ କାଢିଲେ ତ ସେ ଯାହା ଦେଖିଲେ ତାହାକୁ ଦେଖି ତାଙ୍କର ହୋଶ ଉଡିଗଲା ।

ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କି ସେହି ପିଲାର ଆଖି ଖୋଲା ଥିଲା ଏବଂ ସେ ହାତ ଗୋଡ ହଲାଉଥିଲା । ଏହା ଦେଖି ପିଲାର ବାପାଙ୍କ ଖୁସିର କୌଣସି ଠିକଣା ରହିଲା ନାହିଁ । ଯାହାପରେ ସେ ପିଲାକୁ ଦେଖାଇବା ପାଇଁ ପୁଣିଥରେ ଡାକ୍ତରଙ୍କ ପାଖକୁ ନେଇଗଲେ । ଡାକ୍ତର ତାକୁ ସମ୍ପୂର୍ଣ ସୁସ୍ଥ ବୋଲି କହିଲେ । ସମସ୍ତେ କହିଲେ କି ଭଗବାନ ଏହି ପିଲାକୁ ଦ୍ଵିତୀୟ ଜନ୍ମ ଦେଇଥିଲେ । ଏମିତି ଚମତ୍କାର କେହି କେବେ ଦେଖି ନଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *