ହାଲକାରେ ନିଅନ୍ତୁ ନାହିଁ ଶରୀରର ଏହି ଲକ୍ଷଣ, ଏମିତି ହିଁ ଆରମ୍ଭ ହୋଇଥାଏ କ୍ୟାନ୍ସର

କ୍ୟାନସର ରୋଗର ନାମ ଶୁଣିବା ମାତ୍ରେ ହିଁ ଲୋକ ଡରି ଯାଇଥାନ୍ତି । ଏମତି ହିମ ଅଟେ ଏହି ରୋଗର ଚିକିସା ନାହିଁ ଏହି ରୋଗର ଚିକିସା ସମ୍ଭବ ଅଟେ କିନ୍ତୁ ସମୟ ଥିବାବେଳେ ଡାକ୍ତରଙ୍କ ସହିତ ଶୀଘ୍ର ସପର୍କ କରିବେ ତାହେଲେ ହିଁ ଏମିତି ହୋଇପାରିବ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କୁ ଏହି ଭୟଙ୍କର ରୋଗ ନହେଉ ତାହେଲେ ଆପଣ ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ସତର୍କ ରୁହନ୍ତୁ । ଆଜି ଆମେ ଆପଣଙ୍କୁ ଏହି ରୋଗର ତିନୋଟି ଏମିତି ଲକ୍ଷଣ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କୁ କ୍ୟାନ୍ସର ରୋଗ ହୋଇଛି ବୋଲି ଆପଣ ଜାଣିପାରିବେ ।

ଯଦି ଆପଣଙ୍କ ଶରୀର ଏହି ତିନୋଟି ସଂକେତର ଇସାରା କରିଥାଏ ତାହେଲେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

୧ -ଯଦି ଆପଣଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ କାସ ହୋଇଥାଏ ଏହା ସହିତ କଫ ପଡିଥାଏ ଏବଂ କଫ ସହିତ ରକ୍ତ ବି ଆସିଥାଏ ତାହେଲେ ଆପଣଙ୍କୁ ବୁଝିଯିବା ଦରକାର କି ଆପଣଙ୍କୁ ଫୁସଫୁସରେ କ୍ୟାନ୍ସର ହେବାକୁ ଯାଉଛି । ସେହି ସମୟରେ ଆପଣ ଡେରି ନକରି ଡାକ୍ତରଙ୍କ ସହିତ ସମ୍ପର୍କ କରିବା ଉଚିତ । ଫୁସଫୁସରେ କ୍ୟାନ୍ସର ଅଧିକ ଧୂମପାନ ଏବଂ ତମାଖୁ ସେବନ ଦ୍ଵାରା ହୋଇଥାଏ ।

୨ -ଯଦି ଆପଣଙ୍କ ଶରୀରରେ ଜାଗା ଜାଗାରେ ଛୋଟ ଛୋଟ ଲାଲ ରଙ୍ଗର ଘା ହେବାକୁ ଲାଗେ ଏବଂ ସେଥିରୁ ପାଣି ବାହାରୁଥାଏ ଏବଂ ଠିକ ହେବା ପାଇଁ ଅଧିକ ସମୟ ଲାଗିଥାଏ । ତାହେଲେ ଆପଣଙ୍କୁ ବୁଝିଯିବା ଦରକାର କି ଆପଣଙ୍କୁ ସ୍କିନ କ୍ୟାନ୍ସର ହେବାକୁ ଯାଉଛି । ଆପଣ ଶୀଘ୍ର ଡାକ୍ତରଙ୍କ ସହିତ ସପର୍କ କରନ୍ତୁ । ସ୍କିନ କ୍ୟାନ୍ସର ହେଲେ ଆପଣଙ୍କ ସ୍କିନ ସଢି ଯିବ ।

୩ -ପ୍ରୋଷ୍ଟେଟ କ୍ୟାନ୍ସର ହେଉଥିଲେ ଶରୀରରେ ଏହି ସଂକେତ ଦେଖା ଦଇଥାଏ । ଯଦି ପରିସ୍ରା କରିବା ସମୟରେ ଆପଣଙ୍କ ରକ୍ତ ଆସିଥାଏ ତାହେଲେ ବୁଝିଯିବେ କି ଆପଣଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର ହେବାକୁ ଯାଉଛି ଯାହାକୁ ନେଇ ଆପଣ ସତର୍କ ହୋଇଯାନ୍ତୁ । ଶୀଘ୍ର କୌଣସି ଭଲ ଡାକ୍ତରଙ୍କ ପାଖରେ ନିଜର ଚିକିସା କରାନ୍ତୁ । ଏହା ବହୁତ ଜଟିଳ ହୋଇଥାଏ କିନ୍ତୁ ଠିକ ସମୟରେ ଏହାର ଚିକିସା ସମ୍ଭବ ଅଟେ ।

କ୍ୟାନ୍ସରର ଚିକିସା ସମ୍ଭବ ଅଟେ ଏହା ହେଲେ ଆପଣ ହତାସ ହୋଇପଡନ୍ତୁ ନାହିଁ । ଠିକ ସମୟରେ ଚିକିସା ହେଲେ କ୍ୟାନସର କୁ ରୋକା ଯାଇ ପାରିବ । ଆପଣ ଖାଦ୍ଯ ପାନ୍ୟକୁ ବଦଳାଇ ପୁଣି ଗୋଟିଏ ସୁସ୍ଥ ଜୀବନ ବଞ୍ଚିପାରିବେ ।

Leave a Reply

Your email address will not be published. Required fields are marked *