ନବରାତ୍ର ର କୌଣସି ଦିନ ଏହି ଗଛର ଚେର ଘରକୁ ନେଇ ଆସନ୍ତୁ, ଆଉ ଦେଖନ୍ତୁ ଚମତ୍କାର…

ବନ୍ଧୁଗଣ ଗଛ ଲତା ର ଲୋକ ମାନେ ଖାଲି ପୂଜା କରି ନ ଥାନ୍ତି ବରଂ ଔଷଧ ରୂପରେ ମଧ୍ୟ ପ୍ରୟୋଗ କରିଥାନ୍ତି । ଏହା କେତେ ପ୍ରକାରର ରୋଗକୁ ଠିକ କରିଥାଏ । ବେଦ ପୁରାଣରେ ତୁଳସୀ, ଓସ୍ତ, ବେଲଗଛର ବହୁତ ଅଧିକ ମହତ୍ଵ ରହିଛି । ଓସ୍ତ ଗଛର ପୂଜା ସାବିତ୍ରୀ ପୂଜା କରୁଥିବା ମହିଳା ମାନେ କରିଥାନ୍ତି । କାରଣ ଗଛ ଗୁଡିକରେ ଚମତ୍କାରୀ ଶକ୍ତି ରହିଥାଏ । ଏହି ନବରାତ୍ରି ରେ ଏହି ଗଛର ଚେର କୁ ତାବିଜରେ ଧାରଣ କରିଲେ ଦେଖିବେ ଭାଗ୍ଯର ତାଲା ଖୋଲିଯିବ । ନବ ଦୂର୍ଗାଙ୍କର କୃପା ପାଇବାକୁ ନବରାତ୍ରିର 9 ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ଚେର ବିଷୟରେ ।

1- ଚମେଲି ଗଛ : ଏହି ନବରାତ୍ରିରେ ଚମେଲି ଗଛର ଚେର ଘରକୁ ଆଣନ୍ତୁ । ଏହି ଗଛରେ ଦଇବି ଶକ୍ତିର ବାସ ହୋଇଥାଏ । ଏହାର ତେଲ ହନୁମାନ ଜୀ ସମର୍ପିତ ହୋଇଥାଏ । ଯେଉଁ ମାନେ ଲକ୍ଷ୍ମୀ ସିଦ୍ଧି, ଆରୋଗ୍ଯ ରହିବାକୁ ଚାହୁଁଛନ୍ତି ସେମାନେ ଚମେଲି ଚେର ଆଣି ଏହାକୁ 9 ଦିନ ପୂଜା କରନ୍ତୁ । ଏହାକୁ ଦଶହରାରେ ପୂଜା କରିବା ପରେ ଚାନ୍ଦି ର ତାବିଜ ରେ ପୁରାଣ ଧାରଣ କରନ୍ତୁ ।

2- ଅପାମାର୍ଗ ଗଛ : ଏହାକୁ କେତେ ଜାଗାରେ ଗୁଗୁଚିଆ ନାମରେ ଜଣାଯାଏ । ଏହାକୁ ଅପାମାର୍ଗ ଏଥିପାଇଁ କୁହାଜେ ଯେ ଏହାର ବୀଜ ଓଲଟା ହୋଇଟ ହାଏ । ଏହି ଗଛର ବ୍ଯବହାର ସନ୍ଥ ମହାତ୍ମା ମାନେ ପ୍ରୟୋଗ କରିଥାନ୍ତି । ନବରାତ୍ରି ସମୟରେ ଦଶମୀ ତିଥିରେ ଏହାକୁ ଧାରଣ କରନ୍ତୁ । ଏହା ଦ୍ଵାରା ଶତ୍ରୁ ମାସ ହୋଇଥାଏ । ଆଧ୍ୟାତ୍ମିକ ଉନ୍ନତି ହେବା ସହ ଭାଗ୍ୟର ତାଲା ଖୋଲିଯାଏ । ନବ ଗ୍ରହ ପୀଡା ଦୂର ହେବ ।

3- ବରଗଛର ଜଟା : ଏହା ରାତା ରାତି ଆପଣଙ୍କ ଭାଗ୍ୟ ଚମକାଇ ଦେବ । ବରଗଛର ଜଟା ଆଧ୍ୟାତ୍ମିକ ଦ୍ରୁଷ୍ଟି ରୁ ବହୁତ ପବିତ୍ର ମାନାଯାଏ । ଏହାକୁ ହିନ୍ଦୁ ଧର୍ମରେ ଦେବ ବୃକ୍ଷ ମାନାଯାଏ । ବଟ ସାବିତ୍ରୀ ଦିନ ଏହାର ପୂଜା କରାଯାଏ । ଏହି ଗଛରେ ପିତୃ ପୁରୁଷଙ୍କ ବାସ ହେବା ସହ ଭଗବାନ ଶିବ ଙ୍କର ସ୍ୱରୂପ ହୋଇଥାଏ । ଆଧ୍ୟାତ୍ମିକ ଉନ୍ନତି ପାଇଁ ନବରାତ୍ରିରେ 9 ଦିନ ବରଗଛର ଜାତ ଧାରଣ କରନ୍ତୁ ।

4- ଧଳା ଅରଖ ଚେର : ଯଦି ଆପଣ ଋଦ୍ଧି ସିଦ୍ଧି, ଧନ, ଲାଭ ବୈଭବ ପ୍ରାପ୍ତ କରିବାକୁ ଚାହୁଁ ଛନ୍ତି ତେବେ ନବରାତ୍ରିରେ ଅରଖ ଚେର ଆଣି 2 ଦିନ ପୂଜା କରନ୍ତୁ । ଏହା ପରେ ଦଶମୀ ତିଥିରେ ଧାରଣ କରିଲେ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ । ଏହାର ଚେର ଧାରଣ କରିଲେ ନବ ଗ୍ରହ ପୀଡା ଦୂର ହୁଏ ।

5- ଅପରାଜିତା ଚେର : ଏହାର ଫୁଲ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ । ଏହାର ଚେର ନବରାତ୍ରିରେ ଧାରଣ କରିଲେ ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଏହାକୁ ଚାନ୍ଦି ତାବିଜରେ ଧାରଣ କରିଲେ ଚାକିରି ପ୍ରାପ୍ତ, ଭାଗ୍ଯର କବାଟ ଖୋଲିଯାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *