ପଇସା ଗଣି ଗଣି ଥକିଯିବେ ଦୀର୍ଘ 172 ବର୍ଷ ପରେ ଶାରଦୀୟ ନବରାତ୍ରି ଏହି 4ଟି ରାଶି ହେବେ କୋଟିପତି…

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପରିବାରକୁ ସ୍ଵାଗତ କରୁଛୁ । ମା ଦୂର୍ଗା ଧରା ପ୍ରୁଷ୍ଠ ରେ ଅବତରଣ କରି ସାରିଛନ୍ତି । ମା ଦୂର୍ଗା 8ଟି ରାଶି ଉପରେ ଅତ୍ୟନ୍ତ ଖୁସି ହୋଇଛନ୍ତି । ଏମାନେ ମାଲାମାଲ ରାସ୍ତା ରେ ଚାଳିବେ । ଏମାନେ ମହା ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ଅକ୍ଟୋବର 15 ତାରିଖ ଠାରୁ ଆରମ୍ଭ ହୋଇ ସାରିଛି ପବିତ୍ର ଦୂର୍ଗା ପୂଜା ।

ମା ଦୂର୍ଗା ଙ୍କୁ ପ୍ରସନ୍ନ କରିବା ପାଇଁ 11ଟି ମନ୍ଦାର ଫୁଲ ନିଶ୍ଚୟ ଅର୍ପଣ କରନ୍ତୁ ଦୂର୍ଗା ପୂଜା ରେ । ଭଗବାନ ଯେବେ ମନୁଷ୍ୟଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମଣିଷ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ଏଥର ଦଶହାର ରେ ଗ୍ରହରେ ବନୁଛି ବିରାଟ ମହା ସଂଯୋଗ । ଯାହା ଫଳରେ ଏହି 4ଟି ରାଶିଙ୍କର କିସ୍ମତ ଚମକିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ପୂର୍ବକ ।

ମେଷ ରାଶି : ଆପଣଙ୍କୁ ଅଚାନକ ଧନ ଲାଭର ଯୋଗ ଅଛି । କୌଣସି ଖାସ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ଚାକିରିରେ ଭଲ ପରିଣାମ ପ୍ରାପ୍ତ ହେବ । ପୂର୍ବରୁ କରିଥିବା କାମର ଫଳ ମିଳିବ । ନୂଆ ଦାୟିତ୍ଵ ମିଳିପାରେ । ଆପଣଙ୍କ ଭାଗ୍ୟରେ ଲକ୍ଷପତି ହେବାର ଲେଖା ଅଛି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜରୁରୀ ନିସ୍ପତି ନେବା ପୂର୍ବରୁ ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ବନ୍ଧୁ ମାନଙ୍କର ସହଯୋଗ ପାଇବେ । କନ୍ୟା ପୂଜନ ସମୟରେ ନାଲି ବସ୍ତ୍ର ଧାରଣ କରିବା ସହ କନ୍ୟାଙ୍କୁ ନାଲି ରଙ୍ଗର ବସ୍ତୁ ଦାନ କରନ୍ତୁ ।

ବୃଷ ରାଶି : ମା ଦୂର୍ଗା ଆପଣଙ୍କ ଉପରେ ବିଶେଷ କୃପା ପ୍ରାପ୍ତ କରିବେ । ଆଗାମୀ ସମୟ ଶୁଭ ଫଳଦାୟୀ ରହିବ । ସଫଳତା ମିଳିବ । ଧନ ଲାଭର ବେହତର ଅବସର ମିଳିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ପ୍ରତେକ ଟି ଇଚ୍ଛା ଜଲ୍ଦି ପୂରଣ ହେବ । ଭାଗ୍ଯର ସହଯୋଗ ପାଇବେ । ଧନ ଆଗମନର ମାର୍ଗ ପ୍ରଶସ୍ତ ହେବ । ପଇସାର ଅଭାବ ହେବ ନାହିଁ । ବ୍ୟାପାରରେ ସ୍ଥିତି ଅନୁକୂଳ ରହିବ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ମିଳିବ ।

ତୁଳା ରାଶି : ଆପଣଙ୍କର ନବରାତ୍ରି ଠାରୁ ଭାଗ୍ୟ ଖୋଲି ସାରିଛି । ମାନ ସମ୍ମାନରେ ବୃଦ୍ଧି ହେବ । ଏହି ଦିନରେ ଶୁଭ ଖବର ମିଳିପାରେ । ଯାହା ପାଇଁ ଆପଣଙ୍କ ଖୁସି ର ଠିକଣା ରହିବନି । ନୂଆ ଡିଲ ହାସଲ ହୋଇପାରେ । ଅତିରିକ୍ତତା ର ଭଲ ସମ୍ଭାବନା ଅଛି । ବ୍ୟାପାରରେ ବୃଦ୍ଧି ହେବ । କାର୍ଯ୍ୟ ରେ ବିସ୍ତାର ହେବ । ଧନର ଆଗମନ ଏମିତି ହେବ ଆପଣଙ୍କ କେବେ ଭାବି ନ ଥିବେ ।

କୁମ୍ଭ ରାଶି : ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ । ଶାରଦୀୟ ନବରାତ୍ରି ଠାରୁ ଆପଣଙ୍କର ସମୟ ଶୁଭ ରହିବ । ବ୍ୟାପାରରେ ଆର୍ଥିକ ସଙ୍କଟ ଦୂର ହେବ । ଧନର ବର୍ଷା ହେବ ଯାହା କେବେ ଆପଣ ସ୍ଵପ୍ନରେ ଭାବି ନ ଥିବେ । ଆପଣ କୋଟିପତି ହେବାକୁ ଯାଉଛନ୍ତି । ଯାହା କରିବେ ବୁଝି ବିଚାରୀ କରନ୍ତୁ । କାହା ସହ ବିବାଦ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *